Browsing Tag

Kendujhar

କେନ୍ଦୁଝର ଜିଲ୍ଲାରେ ବଦଳୁଛି ରାଜନୀତି ପାଣିପାଗ

କେନ୍ଦୁଝର:- କେନ୍ଦୁଝର ଜିଲ୍ଲାରେ ରାଜନୀତି ପାଣିପାଗ ବଦଳୁଛି । ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଯାଇଥିଲେ ମଧ୍ୟ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଛନ୍ତି। ଜିଲ୍ଲାରେ ଖଣି ଲୁଟ ତରାଜ ଏବେ ବେଶୀ ଚାଲିଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି।…
Read More...

୩୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଛି ଭିଜିଲାନ୍ସ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଭୂବନ୍ଦୋବସ୍ତ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡ଼ିବନ୍ଧୁ ବେହେରା। ଜଣେ ବ୍ୟକ୍ତିଙ୍କ ଠାରୁ ଅମିନ ରିପୋର୍ଟ ଦେବା ପାଇଁ ୩୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। କେନ୍ଦୁଝର ଜିଲ୍ଲା ଭୂ-ବନ୍ଦୋବସ୍ତ କାର୍ଯ୍ୟାଳୟର…
Read More...

ଗୋଟିଏ ପଟେ ପ୍ରକୃତି ଅନ୍ୟପଟେ ଦନ୍ତା

ଚମ୍ପୁଆ-: ଗୋଟିଏ ପଟେ ପ୍ରକୃତି ଦାଉ ସାଧୁଥିବା ବେଳେ ଅନ୍ୟପଟେ ଘର ଭାଙ୍ଗୁଛି ଦନ୍ତା । ଚମ୍ପୁଆ ରେଞ୍ଜ ଯୋଡ଼ା ସହର କମାର ଯୋଡ଼ା ଅଞ୍ଚଳରେ ଲଗାଣ ବର୍ଷା ପାଇଁ ଲୋକମାନେ ହନ୍ତସନ୍ତ ହେଉଥିବାବେଳେ ୨୦ ଟିକିଆ ହାତୀପଲ ବସ୍ତିରେ ପଶି ଘର ଭାଙ୍ଗି ଦେଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ବନବିଭାଗ…
Read More...

କେନ୍ଦୁଝରରେ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

କେନ୍ଦୁଝର-: କେନ୍ଦୁଝରରେ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଦୁର୍ବୃତ୍ତମାନେ ନାବାଳିକାଙ୍କୁ ହତ୍ୟା କରିବା ପରେ ବେକରେ ଦଉଡ଼ି ବାନ୍ଧି ସଜନାଗଛରେ ଟାଙ୍ଗି ଦେଇଛନ୍ତି । ଏହାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ…
Read More...

ଅଧା ରହିଗଲା ପାଠପଢ଼ି ବଡ଼ଲୋକ ହେବ ସ୍ୱପ୍ନ

କେନ୍ଦୁଝର-: ସ୍ବପ୍ନ ଥିଲା ପାଠପଢ଼ି ବଡ଼ଲୋକ ହେବ । ହେଲେ ସ୍ବପ୍ନ ସାକାର ହେବା ପୂର୍ବରୁ ହତ୍ୟାର ଶିକାର ହୋଇଛନ୍ତି ଦଶମ ଶ୍ରେଣୀର ଛାତ୍ର । ଛାତ୍ରାବାସରେ ରହି ସମର‌ କୋର୍ସ କରୁଥିବା ଜଳଧରଙ୍କୁ ଛାତ୍ରଙ୍କ ତିନିଜଣ ସହପାଠୀ କମ୍ବଳ ପକାଇ ମାଡ଼ିବସିବା ସହ ଗାମୁଛାରେ ତଣ୍ଟିଚିପି ହତ୍ୟା…
Read More...

ବକେୟା ପାଉଣା ପାଇଁ କର୍ମଚାରୀଙ୍କ ଠାରୁ ନେଉଥିଲେ ଲାଞ୍ଚ

କେନ୍ଦୁଝର : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ କିରାଣୀ । କେନ୍ଦୁଝର ସଦର ମହକୁମାରେ ଥିବା ଜିଲ୍ଲା ଆୟୁର୍ବେଦିକ କାର୍ଯ୍ୟାଳୟର କିରାଣୀ ଦେବାଶିଷ ମହାପାତ୍ର ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବିରାମ ମୁର୍ମୁ ନାମକ ଜଣେ କର୍ମଚାରୀଙ୍କ ବକେୟା ପାଉଣା ପାଇଁ ସେ ୧୫…
Read More...

ନିଜର ଏକ ମାସର କଅଁଳା ଶିଶୁପୂତ୍ରକୁ ଟାଙ୍ଗିଆରେ ହାଣି ହତ୍ୟା କରିଲା ମା’

ତେଲକୋଇ: ମା ସାଜିଳା ବିଶାଚୀ । ନିଜର ଏକ ମାସର କଅଁଳା ଶିଶୁପୂତ୍ରକୁ ଟାଙ୍ଗିଆରେ ହାଣି ହତ୍ୟା କରିଲା ମା’ । ଏହି ଗଯଣାଟି ସୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଞ୍ଚାୟତରେ । ସୂଚନା ଅନୁସାରେ, ଜୁଆଙ୍ଗ ସାହିରେ ରହୁଥିବା…
Read More...

ଗଛରେ ପିଟି ହୋଇ ଗୁରୁତର ଆହତ କାର ଚାଳକ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବାଇପାସ ନିକଟରେ ଗଛରେ କାରପିଟି ହେବାରୁ ଗାଡିର ଚାଳକ ଗୁରୁତର ଆହତ ହୋଇମେଡିକାଲରେ ଭର୍ତି ହୋଇଛନ୍ତି। ଗୁରୁତର ଆହତ ଜଣକ କଟକ ଅଞ୍ଚଳର ଦେବାଶିଷ ବାରିକ। ସୂଚନା ଦେବାଶିଷ ତାଙ୍କର ବନ୍ଧୁମାନଙ୍କ ସହ ତାରିଣୀ ଦର୍ଶନ କରିବାକୁ ଆସିଥିଲେ।…
Read More...

ବରଯାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ, ବାହା ନହୋଇ ଫେରିଗଲା ବର

କେନ୍ଦୁଝର: ବାହାଘର ପାଇଁ ଚାଲିଥିଲା ରୋଷଣୀ, ନାଚୁଥିଲେ ବରଯାତ୍ରୀ । ଆଉ ଠିକ ସେତିକି ବେଳେ ଦ୍ରୁତ ଗତିରେ ମାଡ଼ି ଆସିଲା ଟ୍ରକ । କନ୍ୟାଘର ସାମ୍ନାରେ ନାଚୁଥିବା ବେଳେ ବରଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍ । ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ଅଛନ୍ତି । ୯ଗୁରୁତର…
Read More...

ମା ତାରିଣୀଙ୍କ ଚଇତି ପର୍ବ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଶେଷ

କେନ୍ଦୁଝର/ ଧରଣୀ ପାତ୍ର: କେନ୍ଦୁଝର ଜିଲ୍ଲା ମା ତାରିଣୀଙ୍କ ଚଇତି ପର୍ବର ଦ୍ୱିତୀୟ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ଏହି ପ୍ରସ୍ତୁତି ବୈଠକରେ ଘଟଗାଁ ତହସିଲ ଅଫିସର ତହସିଲଦାର ଶ୍ରୀଯୁକ୍ତ ଜନକ କୁମାର ନାଏକ, ଘଟଗାଁ ଥାନା ଆଇଆଇସି ଶ୍ରୀମତୀ ପ୍ରତିଭା ମଞ୍ଜରୀ ସାହୁ, ଘଟଗାଁ ଗୋଷ୍ଠୀ ସ୍ୱସ୍ଥ୍ୟ…
Read More...