Browsing Tag

Kendrapara

କପି ବାହାନାରେ କମନ୍ ରୁମକୁ ଡାକି ଅସଦାଚରଣ;ଆତ୍ମହତ୍ୟା କଲେ ଛାତ୍ରୀ ଜଣଙ୍କ

ଭୁବନେଶ୍ୱର; କପି ବାହାନାରେ କମନ୍ ରୁମକୁ ଡାକି ଅସଦାଚରଣ ଅଭିଯୋଗ । ଅଧ୍ୟାପକଙ୍କ ଅସଦାଚରଣ ପାଇଁ ଯୁକ୍ତ ଦୁଇ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକରୁ । ସୂଚନାମୁତାବକ, ସୌମ୍ୟା ଶ୍ୱାଶତି ନାୟକ ପଟ୍ଟାମୁଣ୍ଡାଇ କଲେଜରେ +୨…
Read More...

ବାତ୍ୟା ଡ୍ୟୁଟି ସମୟରେ ଡାକ୍ତରଙ୍କୁ କାମୁଡିଲା ସାପ, ଆଇସିୟୁରେ ଡାକ୍ତର

କେନ୍ଦ୍ରାପଡା; ବାତ୍ୟା ‘ଦାନା’ ଗଲା ପରେ ଅନେକଙ୍କ ଦୁଃଖ ବଢିଛି । କାହାର ଘର ଭାଙ୍ଗି ଯାଇଛି ତ ଆଉ କାହାର ଫସନ ନଷ୍ଟ ହୋଇଛି । ଆଉ ବତ୍ୟା ବେଳେ ଲୋକଙ୍କ ପାଇଁ ଦେବଦୂତ ସାଜିଥିଲେ ଏନଡିଆରଏଫ୍ ଟିମ୍, ଓଡ୍ରାଫ୍ ଟିମ୍, ଏବଂ ଡାକ୍ତର । ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ବଞ୍ଚାଇବା ପାଣି ପବନକୁ…
Read More...

ବାତ୍ୟା ସମୟରେ ରୋଗୀଙ୍କୁ ମେଡିକାଲରେ ପହଞ୍ଚାଇ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନସ

କେନ୍ଦ୍ରାପଡା; ମାନସଙ୍କ ସାହାସିକତାକୁ ସଲାମ୍  । ବତ୍ୟା ସମୟରେ ବନ୍ଧୁ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ ମାନସ କୁାମର ମଲ୍ଲିକ । ଟଙ୍କା ପାଇଥିଲେ ଫେରାଇଥିଲେ, ଆଉ ତା ସାଙ୍ଗକୁ  ନିଜେ ରୋଗୀ ଟେକି ଟେକି ଡାକ୍ତରଖାନାରେ ପହଞ୍ଚାଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଡେରା…
Read More...

ବିପ୍ଳବୀଙ୍କ ପ୍ରତିମୂର୍ତ୍ତି ବିରୋଧକୁ ଖଣ୍ଡନ କଲେ ଭୀମ ଆର୍ମିର ସଭାପତି

କେନ୍ଦ୍ରାପଡ଼ା/ମହେଶ ପାଢ଼ୀ: ପ୍ରଜା ଆନ୍ଦୋଳନର କ୍ରାନ୍ତିକାରୀ କବୀ ବିଳ୍ପଵୀ ଆନନ୍ଦଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତି ବିରୋଧକୁ ଭୀମ ଆର୍ମିର ବିରୋଧକୁ ଖଣ୍ଡନ କଲେ କେନ୍ଦ୍ରାପଡ଼ା ଭୀମ ଆର୍ମିର ଜିଲ୍ଲାସଭାପତି ନଗେନ୍ଦ୍ର ଜେନା । କିଛି ପୁରୁଣା ଫୋଟୋକୁ ବିଭିନ୍ନ ଗଣମାଧ୍ୟମ ଜରିଆରେ…
Read More...

କେନ୍ଦ୍ରାପଡ଼ାରେ ହେବ ଦେଶର ସର୍ବବୃହତ ଷ୍ଟିଲ୍ ପ୍ଲାଣ୍ଟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ହୋଇଛି ସଫଳ । କେନ୍ଦ୍ରାପଡ଼ାରେ ହେବ ଦେଶର ସର୍ବବୃହତ ଷ୍ଟିଲ୍ ପ୍ଲାଣ୍ଟ । ଜାପାନରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍, ନିପ୍ପନ ଷ୍ଟିଲ୍ ବୁଲି ଦେଖିଛନ୍ତି କ୍ଷ ୯ ଦିନ ଗସ୍ତର ସଫଳ ହୋଇଛି କୁହାଯାଇଛି କ୍ଷ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ମିଶନ ମୋଡରେ…
Read More...

ପାଖ ପିଲାକୁ କପି ମିଳିବାରୁ ରାଗିଗଲେ ଛାତ୍ର, ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବାକୁ ଦେଲେ ଚେତାବନୀ

କେନ୍ଦ୍ରାପଡା : ଚାଲିଛି ଦଶମ ବୋର୍ଡ ପରୀକ୍ଷା । ସ୍ୱଚ୍ଛ ଓ ନିରପେକ୍ଷତାର ସହ ବିନା କପିରେ ପରୀକ୍ଷା ଶେଷ କରିବାକୁ ଲକ୍ଷ୍ୟ ରଖି ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯାହା ମାଟ୍ରିକ୍ ପରୀ କ୍ଷାର ଗୁମରକୁ…
Read More...

ଡାକ୍ତରଙ୍କର ୧୯ ରାଣୀ

କେନ୍ଦ୍ରାପଡା- ନକଲି ଡାକ୍ତର ନାଁ ରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି ।ପୁଣି ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଗୋହାଟି ଫ୍ଲାଟ ଦେବା ନାଁରେ ୨୧ ଲକ୍ଷ ଟଙ୍କା ଲୁଟି ନେଇଥିଲେ ରମେଶ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମହିଳା । ମେ ୨୦୨୧ରେ କରୋନା କଟକଣା ଭିତରେ ପରିବାର…
Read More...

କୋଳରେ ମାସକର ଛୁଆ ଧରି ମଇଦାନକୁ ଓହ୍ଲାଇଛନ୍ତି ମା’

କେନ୍ଦ୍ରାପଡ଼ା : କୋଳରେ ମାସକର ଛୁଆ ଧରି ମଇଦାନକୁ ଓହ୍ଲାଇଛନ୍ତି ମା’ । ଏ ଭଳି ନିଆରା ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଦଶିପୁର ପଞ୍ଚାୟତରେ । ଘର ଘର ବୁଲି ଛୋଟ ଛୁଆକୁ ଧରି ଭୋଟ ଭିକ୍ଷା କରୁଛି ମା’ । ବିଜେଡ଼ିର ଜିଲ୍ଲାପରିଷଦ ପାର୍ଥୀ ଭାବ ଛିଡ଼ା…
Read More...

ଡଲଫିନ ଗଣନା ଆରମ୍ଭ

କେନ୍ଦ୍ରାପଡା: ଆଜିଠାରୁ ଭିତରକନିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏହି ଗଣନା ଜାରି ରହିବ ବୋଲି ଜଣାଯାଇଛି । ଭଦ୍ରକ ଧାମରା ମୁହାଣଠାରୁ ଦେବୀ ନଦୀ ମୁହାଣ ଯାଏଁ ସମୁଦ୍ର ମଧ୍ୟରେ ଏବଂ ଭିତରକନିକା ମଧ୍ୟରେ ଥିବା କ୍ରିକ ଓ ନଦୀରେ ଡଲଫିନଙ୍କ ସଂଖ୍ୟା ଗଣନା…
Read More...

ବିଜେଡିର ମିଶ୍ରଣ ପର୍ବ; ଯୋଗ ଦେଲେ ଶତାଧିକ କର୍ମୀ

ଡେରାବିଶ: କେନ୍ଦ୍ରାପଡା ସଦର ମହକୁମା ନିକଟସ୍ଥ ଜଣ୍ଟିଲୋ ଡାକବଙ୍ଗଳାରେ ବିଜେଡିର ଏ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ ସଭାପତିତ୍ୱ କରିଥଲେ । ସେହିପରି ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଏବଂ ଦଳୀୟ ରାଜ୍ୟ କାର୍ଯ୍ୟକାରିଣୀ…
Read More...