Browsing Tag

Kendrapara

ବନ୍ଦେ ମାତରମର ୧୫୦ ତମ ବାର୍ଷିକ ଅବସରରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ

ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମ ର ୧୫୦ ତମ ବାର୍ଷିକ ଅବସରରେ  ଆଳି ବ୍ଲକ ପ୍ରଶାସନ ପକ୍ଷରୁ ଦୁଇଶହରୁ ଉର୍ଦ୍ଧ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରା ଯାଇଥିଲାl ଏହି ପ୍ରତି ଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଆଳି ବ୍ଳକ ପ୍ରଶାସନ ପକ୍ଷରୁ…
Read More...

ନବମ ଶ୍ରେଣୀ ଛାତ୍ରଙ୍କ ଅଣ୍ଟାରୁ ମିଳିଲା ବନ୍ଧୁକ

ନବମ ଶ୍ରେଣୀ ଛାତ୍ରଙ୍କ ଅଣ୍ଟାରୁ ମିଳିଲା ବନ୍ଧୁକ । ବନ୍ଧୁକ ନେଇ ସ୍କୁଲ ଯାଉଥିଲେ ନବମ ଶ୍ରେଣୀ ଛାତ୍ର । କ୍ଲାସ ଚାଲିଥିବା ବେଳେ ପକେଟରୁ ବାହାରିଲା ବନ୍ଧୁକ । ଗରଦପୁର ବ୍ଲକ ଅଧୀନ କୁଦାନଗରୀ ଥାନା ଅନ୍ତର୍ଗତ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଏକ ଘଟଣା ସମଗ୍ର ଅଞ୍ଚଳକୁ ଆତଙ୍କିତ…
Read More...

ଖୁବଶୀଘ୍ର ବଦଳିବ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରର ରୂପରେଖ, ଆଇନ ମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ଵର: ଖୁବଶୀଘ୍ର ବଦଳିବ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରର ରୂପରେଖ । ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ପ୍ରାୟ ୧୦୦ କୋଟି ଟଙ୍କା । ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ପ୍ରାୟ ୧୦୦ କୋଟି ଅଟକଳ କରାଯାଇଛି। ଏହାକୁ ନେଇ ଆଜି ସମୀକ୍ଷା କରି ସୂଚନା ଦେଇଛନ୍ତି ଆଇନ…
Read More...

କଙ୍କଡା ଆଣିବାକୁ ଯାଇ ମା’ ପୁଅ ନିଖୋଜ ଘଟଣା, ଉଦ୍ଧାର ହେଲେ ମା’ ପୁଅ

କେନ୍ଦ୍ରାପଡା: ଭିତରକନିକା ଜଙ୍ଗଲରୁ ନିଖୋଜର ୫ ଦିନ ପରେ ମା’ ପୁଅ ଜୀବିତ ଉଦ୍ଧାର । କଙ୍କଡ଼ା ଆଣିବାକୁ ଯାଇ ୩ ତାରିଖରୁ ନିଖୋଜ ହୋଇ ଯାଇଥିଲେ ଦୁହେଁ । ବନ ବିଭାଗର ୧୦ଟି ଟିମ୍‌ ଖୋଜାଖୋଜି ପରେ ମିଳିଲା ସନ୍ଧାନ । ସାତଭାୟା ଘାଟ ଠାରୁ ଅଳ୍ପ ଦୂରରେ ଠାବ ପରେ ଉଦ୍ଧାର ହୋଇଛନ୍ତି ମା’ ପୁଅ ।…
Read More...

ଭିଜିଲାନ୍ସ ଜାଲରେ ଫସିଲେ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ୍‌ ମହୁ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ…

କେନ୍ଦ୍ରାପଡା:- ଭିଜିଲାନ୍ସ ଜାଲରେ ଫସିଲେ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ୍‌ ମହୁ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଧୀରେନ୍ଦ୍ର ମହାନ୍ତି । ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ମହୁ ସମବାୟ ସମିତିରୁ ଖରିଫ୍‌ ଋଣ କରାଇଦେବା ପାଇଁ ଜଣେ…
Read More...

ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଟେକିନେଇ ରାକ୍ଷୀ ପୂର୍ଣ୍ଣିମାରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

କେନ୍ଦ୍ରାପଡା;- ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ । ଏଭଳି ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗରରୁ । ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଟେକିନେଇ ରାକ୍ଷୀ ପୂର୍ଣ୍ଣିମାରେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସମ୍ପର୍କୀୟ ପିଉସାଙ୍କ ସମେତ ପଟ୍ଟାମୁଣ୍ଡାଇ…
Read More...

ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କଲା ପୋଲିସ

ଭୁବନେଶ୍ୱର:- ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କଲା ପୋଲିସ । ପ୍ରମୋଦ ବେହେରାକୁ ଚେନ୍ନାଇରୁ ସ୍ବତନ୍ତ୍ର ପୋଲିସ ଟିମ ଗିରଫ କରି ପଟ୍ଟାମୁଣ୍ଡାଇ ଆଣିଥିଲା । ପ୍ରମୋଦର ମୋବାଇଲରୁ ଅଶ୍ଳୀଳ ଫଟୋ ଓ ଭିଡିଓ ଜବତ କରିଛି ପୋଲିସ…
Read More...

ଗାଧୋଉଥିବାବେଳେ ଝିଅ ଆଗରେ ମାଆକୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା-: କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଓଁଲାଡିହ ଗାଁରେ ଘଟିଛି  ଅଘଟଣ । ଝିଅ ଆଗରେ ମାଆକୁ ଝାମ୍ପିନେଲା କୁମ୍ଭୀର । ମହିଳା ଜଣକ ଖରସ୍ରୋତା ନଦୀକୁ ସଂଯୋଗ କରୁଥିବା ପାନିଆଯୋରରେ ଗାଧୋଉଥିବାବେଳେ କୁମ୍ଭୀର ଟାଣିନେଇଥିଲା । ନିଖୋଜ ମହିଳା ହେଲେ ତଅଁଳାଡିହା ଗାଁର କାଜଲ ମହାନ୍ତି ।…
Read More...

ସାଂପ୍ରତିକ ପରିସ୍ଥିତି ମଧ୍ୟରେ ସବୁଠି ହାଇ ଆଲର୍ଟ ସାଙ୍ଗକୁ କଟକଣା ଜାରି

ଭୁବନେଶ୍ୱର-: ସାଂପ୍ରତିକ ପରିସ୍ଥିତି ମଧ୍ୟରେ ଏବେ ଜଳ ସ୍ଥଳ ଆକାଶ ସବୁ ଉପରେ ସୁରକ୍ଷାର ଜାଲ ବିଛାଇଲେଣି ସୁରକ୍ଷାକର୍ମୀ। ସବୁଠି ହାଇ ଆଲର୍ଟ ସାଙ୍ଗକୁ କଟକଣା ଜାରି ହୋଇଛି। ଏହାରି ଭିତରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦର ଠାରୁ ଆରମ୍ଭ କରି କେନ୍ଦ୍ରାପଡା ଜିଲ୍ଲା ଲାଇଟ୍…
Read More...

କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଅଞ୍ଚଳରେ ଘଟିଛି ଗୁଳିକାଣ୍ଡ

କେନ୍ଦ୍ରାପଡ଼ା-: ପୁଣି ଅଶାନ୍ତ ହେଲା କେନ୍ଦ୍ରାପଡ଼ା । ସ୍ପଷ୍ଟ ଦିବାଲୋକ, ସର୍ବସମ୍ମୁଖରେ ହେଲା ଗୁଳିମାଡ଼ । ରାସ୍ତାରେ ଯିବା ବେଳେ ଜଣେ ଯୁବକଙ୍କ ଉପରକୁ ୩ ରୁ ୪ ଜଣ ଦୁର୍ବୃତ୍ତ କଲେ ଗୁଳି ମାଡ଼ । ଗୋଟିଏ ଗୁଳି ଯୁବକଙ୍କ ଗୋଡ଼ରେ ବାଜି ଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ…
Read More...