Browsing Tag

kendrapada

ଶୌଚ କରିବାକୁ ଯାଇଥିବା ବେଳେ ଟାଣ ନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ: ପୁଣି ଏକ ମୁଣ୍ଡନେଲା କୁମ୍ଭୀର । ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ । ଏପରି ଘଟଣା ଘଟିଛି କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ଗାଁ ରେ । କୁମ୍ଭୀର ଟାଣି ନେଇଥିବା ବକ୍ତି ଜଣକ ହେଉଛନ୍ତି ଅମୂଲ୍ୟ ଦାସ । ଶୌଚ କରିବାକୁ ଯାଇଥିବା ବେଳେ ଏପରି ହୋଇଛି । ଅମୂଲ୍ୟ ଦାସ ନିଖୋଜ ଥିବା…
Read More...

ଚନ୍ଦ୍ରୟାନ-୩ରେ ମେସିନ ଖଞ୍ଜିଛନ୍ତି ଓଡିଆ ପୁଅ

କେନ୍ଦ୍ରାପଡ଼ା : ଚନ୍ଦ୍ରାୟନ - ୩ ଅଭିଯାନରେ ସାମିଲ ଥିବା ISROରେ କାର୍ଯ୍ୟରତ ଟେକନିସିଆନ ଶୁଭାଶିଷ ନାୟକଙ୍କ ପିତା ମଳୟ ନାୟକ ଓ ମାତା ନିର୍ମଳା ନାୟକଙ୍କୁ ବିଜେପି (BJP) ପକ୍ଷରୁ ଆଜି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ…
Read More...

ପୁଣି କୁମ୍ଭୀର ନେଲା ଅଉଏକ ଜୀବନ

କେନ୍ଦ୍ରାପଡା: ପୁଣି କୁମ୍ଭୀର ନେଲା ଅଉଏକ ଜୀବନ । ଏବେ ବି ବ୍ରାହ୍ମଣୀ ନଦୀରେ ଆତଙ୍କ ଖେଳାଉଛି କୁମ୍ଭୀର । ନଦୀରୁ ବାରମ୍ବାର ଲୋକଙ୍କୁ ଟାଣି ନେଉଛି । ଆଜି ପୁଣି ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଗତ ୧୬ ଦିନ ମଧ୍ୟରେ କେନ୍ଦ୍ରାପଡ଼ାର…
Read More...

କେନ୍ଦ୍ରାପଡ଼ା ଗୌଡ଼ ଗାଁରେ ତୈଳ ସନ୍ଧାନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମର୍ଶାଘାଇ ବ୍ଲକ ଯମପଡା ପଞ୍ଚାୟତ ଗୌଡ଼ ଗାଁରେ ତୈଳ ସନ୍ଧାନ ମିଳିଛି । ମହାନଦୀ ଅବବାହିକାର କରାଣ୍ଡିଆ ନଦୀ ପାଖରେ ଏହି ପ୍ରାକୃତିକ ତୈଳର ସନ୍ଧାନ ମିଳିଥିବା ସୂଚନା ମିଳିଛି । । ଏନେଇ ମାର୍ଶାଘାଇ ତହସିଲଦାର ଭାନୁମତୀ ମାଝି, ଅତିରିକ୍ତ ତହସିଲଦାର ଅଶୋକ…
Read More...

ଲାଞ୍ଚ ନେଇ ଧରାପଡିଲେ କ୍ଲର୍କ

କେନ୍ଦ୍ରାପଡା : ଲାଞ୍ଚ ନେଇ ଧରାପଡିଲେକ୍ଲର୍କ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର (ବିଇଓ) ବ୍ଲକ ଏଯୁକେସନ ଅଫିସରଙ୍କ ଆସିଷ୍ଟାଣ୍ଡ ତଥା ଜୁନିୟର କ୍ଲର୍କ ଶ୍ରୀ ମାନସ ଧଳ ଲାଞ୍ଚ ନୋଇ ଧରା ପଡିଛନ୍ତି । ଜଣେ ଶିକ୍ଷକଙ୍କ ଦରମା ବର୍ଷେ ହେବ ଦରମା ଅଟକି ଥିଲା । ତେଣୁ ସେ ବିଇଓ ଅଫିସରେ…
Read More...

ରାଜା ସାହେବ ସରତ କୁମାର ଦେବଙ୍କ 35ତମ ଶ୍ରଦ୍ଧ ବାର୍ଷିକ ପାଳିତ

କେନ୍ଦ୍ରାପଡା / ଅଶ୍ୱିନୀ କୁମାର ସାହୁ : ଆଳି ଅନ୍ନପୂର୍ଣ୍ଣା ପଡିଆରେ ପାଳନ ହେଲା ରାଜା ସାହେବ ସରତ କୁମାର ଦେବଙ୍କ ୩୫ତମ ଶ୍ରାଦ୍ଧଉତ୍ସବ ଓ ସ୍ମୁତି ସଭା ଆୟୋଜିତ । ଆଜି ଆଳି ଅନ୍ନପୂର୍ଣ୍ଣା ପଡିଆରେ ଏହି ଉତ୍ସବ ରେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଶିଳ୍ପ ଓ ଲଘୁ ଉଦ୍ୟୋଗ…
Read More...

ବାରୁଣୀ ମହୋତ୍ସବ ପାଇଁ ଚାଲିଛି ପ୍ରସ୍ତୁତି

କେନ୍ଦ୍ରାପଡ଼ା / ମହେଶ ପାଢ଼ୀ :ମହୋତ୍ସବ ପାଇଁ ଚାଲିଛି ପ୍ରସ୍ତୁତି । ହେବାକୁ ଯାଉଛି ବହୁ ପ୍ରସିଦ୍ଧ କେନ୍ଦ୍ରାପଡା ତ୍ରିବେଣି ସଙ୍ଗମ କୁହାଯାଉଥିବା ବାରୁଣୀ ମହୋତ୍ସବ ।ଯାହାକୁ ନେଇ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । କିଏ ସଜେଇ ଦେଉଛି ବିରୁପା ନଦୀ କୂଳକୁ ତ କିଏ ସଜେଇ ଦେଉଛି ମା…
Read More...

ନାଟୋରେ ୨୦ ବର୍ଷ କାମ କରି ଏବେ ଚାଷୀଙ୍କ ପାଇଁ ମାଟିରେ ଝାଳ ବୁହାଇବେ ରଶ୍ମୀକାନ୍ତ 

କେନ୍ଦ୍ରପଡା : ଆମେରିକା ଓ ନାଟୋ ସଙ୍ଗଠନରେ ଦୀର୍ଘ ୨୦ ବର୍ଷ କାର୍ଯ୍ୟ କରିବା ପରେ ନିଜ ଜନ୍ମ ଭୂମି ଓଡିଶାରେ କୃଷି ଓ କୃଷକର ଉନ୍ନତି ନିମନ୍ତେ ଇଛା ପ୍ରକଟ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ରାଇସରପୁର ଗ୍ରାମର ରଶ୍ମୀକାନ୍ତ ବେହେରା  । ବୁଧବାର ଦିନଏକ ଖବର ଦାତା ସମ୍ମିଳନୀ ରେ ସେ ଏହା…
Read More...

ଡଙ୍ଗା ପାର ହେଲା ବେଳେ ଅଘଟଣ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାରେ ଅଭାବନୀୟ ଘଟଣା । ବ୍ରାବ୍ମଣୀ ନଦୀରେ ବୁଡିଲା ଡଙ୍ଗା । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସୂଚନା ଅନୂଯାୟୀ,ରାଜନଗରର ଜଣେ ବ୍ୟକ୍ତିଙ୍କ ଭାଇର ନିର୍ବନ୍ଧ କରିଵାକୁ କିଛି ଲୋକ ଡଙ୍ଗାରେ ବସି ଆଳି ବ୍ଲକର ନଳପାହି ଗ୍ରାମକୁ ଯାଉଥିଲେ। କେରଡାଗଡରୁ ନଦୀ ପାର ହୋଇ…
Read More...

ଡ୍ରଗ୍ସ ବିଭାଗ ତରଫରୁ ମେଡ଼ିସିନ ଷ୍ଟୋର ଉପରେ ଚଢାଉ

କେନ୍ଦ୍ରାପଡ଼ା  : ମେଡିକାଲ ସ୍ଥାନାନ୍ତରକୁ ନେଇ କିଛିଦିନ ହେବ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡ଼ା ସହର  । ଗଲା ୧୭ ତାରିଖରେ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତକୁ ନେଇ ମେଡିକାଲ ବଞ୍ଚାଓ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ୨୪ ଘଣ୍ଟିଆ ବନ୍ଦ କରାଯାଇଥିଲା କେନ୍ଦ୍ରାପଡ଼ା ସହରକୁ  । କିନ୍ତୁ…
Read More...