Browsing Tag

karnatak

କର୍ଣ୍ଣାଟକ ରାଜ୍ୟସଭା ନିର୍ବାଚନ

ବାଙ୍ଗାଲୋର: କର୍ଣ୍ଣାଟକରେ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ ଜିତିବା ଲାଗି କଂଗ୍ରେସ ଓ ଜେଡିଏସ୍ ଆଶାବାଦୀ ରହିଛନ୍ତି । ଏଥିପାଇଁ ଦ୍ୱିତୀୟ ପସନ୍ଦର ଭୋଟ ଦ୍ୱାରା ପ୍ରାର୍ଥୀକୁ ଜିତାଇ ଯାଇ ପାରିବ ବୋଲି ବିରୋଧୀ ଦଳ ନେତା ସିଦ୍ଧରାମାୟା କହିଛନ୍ତି ।…
Read More...

ସାବତ ଝିଅ ଓ ଶାଳୀକୁ ଯୌନ ଶୋଷଣ କରୁଥିଲେ ସବ୍‌-ଇନ୍ସପେକ୍ଟର

କର୍ଣ୍ଣାଟକ: ସାବତ ଝିଅ ଓ ଶାଳୀକୁ ଯୌନ ଶୋଷଣ କରୁଥିଲେ ସବ୍‌-ଇନ୍ସପେକ୍ଟର। ଆଉ ଏବେ ତାଙ୍କ  ସ୍ତ୍ରୀ  ଅଭିଯୋଗ କରିଛନ୍ତି ଥାନାରେ  । ଏଭଳି ଘଟଣା ଘଟିଛି କର୍ଣ୍ଣାଟକରେ ଜଣେ ସବ୍‌-ଇନ୍ସପେକ୍ଟରଙ୍କ କୃତ୍ୟ କାର୍ଯ୍ୟ ପଦାରେ ପଡ଼ିଛି। ତାଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ସବ୍‌-ଇନ୍ସପେକ୍ଟର…
Read More...

ଅଚାନକ ବସରେ ଲାଗିଲା ନିଆଁ , ୭ ଯାତ୍ରୀ ଜୀବନ୍ତ ଦଗ୍ଧ  

(କର୍ଣ୍ଣାଟକ) : ଅଚାନକ ବସରେ ନିଆଁଲାଗି ଜୀବନ୍ତ ଜଳିଗଲେ ୭ ଯାତ୍ରୀ । ଦୁର୍ଘଟଣାରେ ପରେ ବସ୍‌ରେ ନିଆଁ ଲାଗି ଯିବାରୁ ପୋଡ଼ି ହୋଇ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଖବର ପାଇ ପୁଲିସ୍‌ ଓ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲା।…
Read More...

ପ୍ରବଳ ବର୍ଷାରେ ବେହାଲ ହେଲା କର୍ଣ୍ଣାଟକ, କଲେଜ ସ୍କୁଲ ଛୁଟି ଘୋଷଣା

(କର୍ଣ୍ଣାଟକ) : ଗୋଟିଏ ପଟେ ତାତିରେ ସିଝୁଛନ୍ତି ଦେଶବାସୀ ଅନ୍ୟପଟେ ଆସାମ ପରେ ପ୍ରବଳ ବର୍ଷାରେ ବେହାଲ ହେଲା କର୍ଣ୍ଣାଟକ। ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ବସରାଜ ବୋମ୍ମାଇ ବେଙ୍ଗାଲୁରୁରେ ଜଲ ମଗ୍ନ ଅଞ୍ଚଳର ସ୍ଥିତି ସମିକ୍ଷା କରିଛନ୍ତି। କଲେଜ ସ୍କୁଲ ଛୁଟି ଘୋଷଣା କରିଛନ୍ତି।…
Read More...

ଏବେ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ଭଗବତ ଗୀତା

ଗୁଜୁରାଟ : ହିନ୍ଦୁ ଧର୍ମର ମୂଳ ଗ୍ରନ୍ଥ ହେଉଛି ଶ୍ରୀମଦ୍ ଭଗବତ ଗୀତା । ପ୍ରତ୍ୟକ ହିନ୍ଦୁଧର୍ମୀ ଭଗବତ ଗୀତାକୁ ପଢିବାକୁ ଓ ତାର ସାର କଥା ବୁଝିବାକୁ ଚେଷ୍ଟା କରିଥାନ୍ତି । ଏଥିସହ ଛୋଟ ପିଲାଙ୍କଠୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ପୌରାଣିକ ଭଗବତ ଗୀତା ପଢିବା ଉଚିତ ।…
Read More...

କର୍ଣ୍ଣାଟକର ହିଜାବ ବିବାଦ

ବ୍ୟୁରୋ: କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ଦେଶରେ ବିଭିନ୍ନ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ଏହି କ୍ରମରେ ଆଜି ଗୁଜୁରାଟ ସୁରଟରେ ବି ହିଂସା ଦେଖିବାକୁ ମିଳିଛି । ଗୁଜୁରାଟ ସୁରତର ଏକ ସ୍କୁଲକୁ ହିଜାବ ପିନ୍ଧି ଛାତ୍ରୀମାନେ ପରୀକ୍ଷା ଦେବାକୁ ଆସିଥିବା ବେଳେ ଏହାକୁ ନେଇ…
Read More...

“ହିଜାବ ନପନ୍ଧିବାରୁ ଦୁଷ୍କର୍ମ ବଢୁଛି’

କର୍ଣ୍ଣାଟକ: ହିଜାବ ମାନେ ପର୍ଦ୍ଦା, ଆଉ ହିଜାବ ନପିନ୍ଧିବାରୁ ଦୁଷ୍କର୍ମ ବଢୁଛି । ଏଭଳି ବୟାନ ଦେଇ ବିବାଦରେ ଫସିଛନ୍ତି କର୍ଣ୍ଣାଟକର କଂଗ୍ରେସ ନେତା ଜମିର ଅହମ୍ମଦ । ଗଣମାଧ୍ୟମ ସହ ଅଲୋଚନା ବେଳେ ସେ ଏଭଳି ବୟାନ ଦେଇଥିଲେ । ତେବେ ହିଜାବ ପିନ୍ଧିବା ବାଧ୍ୟ ନୁହେଁ । କେବଳ ନିଜକୁ ରକ୍ଷା…
Read More...

ହିଜାବ ବିବାଦ ମାମଲା: ତୁରନ୍ତ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହିଜାବ ବିବାଦ ମାମଲାରେ ଦାଏର କରାଯାଇଥିବା ପିଟିସନ୍‌ର ଜରୁରୀକାଳୀନ ଶୁଣାଣି ପାଇଁ ମନା କରିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟରେ ମାମଲା ଥିବାରୁ ଶୁଣାଣି ସମ୍ଭବ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଅନ୍ୟପଟେ ଏହାକୁ ଜାତୀୟ ସ୍ତରର ପ୍ରସଙ୍ଗ ନ କରିବାକୁ କହିଛନ୍ତି…
Read More...