Browsing Tag

Karanjia

ଠାକୁରମୁଣ୍ଡାରେ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତି ଓ ବାଇକ୍ ଶୋଭାଯାତ୍ରା

ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକରେ ଭାରତର ସଂବିଧାନ ନିର୍ମାତା ବାବା ସାହେବ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅବସରରେ ବାଇକ ଶୋଭାଯାତ୍ରା  ପରେ  ବ୍ଲକ  ସଭାଗୃହ ପରିସରରେ ଏକ ସଭା ପାଳିତ ହୋଇଯାଇଛି। ଆଦିବାସୀ ମିଳିତ ମଞ୍ଚ, ଠାକୁରମୁଣ୍ଡା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ସାତକୋଶିଆ ରେଞ୍ଜ ଅଞ୍ଚଳ ରେ ୫ ଗୋରୁ କୁ ମାରିଲା ବାଘ

କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳରେ ବାଘ ଆକ୍ରମଣ କରି ୫ ଟି ଗୋରୁ କୁ ମାରିଥିବା ର ଜଣା ପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଭାଲିଆ ଡାଳ ଗ୍ରାମ କିସୁନ ସାହିର କିଛି ବ୍ୟକ୍ତିଙ୍କ ଗୋରୁ ଗୁଡିକ ୬ ଦିନ ପୂର୍ବରୁ ସବୁଦିନ ଭଳି ଗ୍ରାମ ନିକଟ ଜଙ୍ଗଲ ଭିତରକୁ ଚରିବାକୁ…
Read More...

କରଞ୍ଜିଆ ବନଖଣ୍ଡର ଭଅଁରା ହୁଡିସାହି ନିକଟରେ ଅସୁସ୍ଥ ହାତୀ ଛୁଆକୁ ଉଦ୍ଧାର

କରଞ୍ଜିଆ/ ବସନ୍ତ କୁମାର ସୋରେନ: ପୁଣି ଅସୁସ୍ଥ ହାତୀଛୁଆକୁ ଛାଡି ପଳେଇଲା ମା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କରଞ୍ଜିଆ ବନଖଣ୍ଡର ଭଅଁରା ହୁଡିସାହି ନିକଟରେ । ହାତୀଛୁଆଟି ଅସୁସ୍ଥ ହେବା କାରଣରୁ ମା ହାତୀ ଛାଡି ପଳେଇଥିବାବେଳେ ଜୀବନ ମରଣ ସହିତ ସଂଘର୍ଷ କରୁଛି ୧୫ରୁ ୨୦ ଦିନର ଛୋଟ ଛୁଆହାତୀ…
Read More...

ଠାକୁରମୁଣ୍ଡାରେ ପାଳିତ ହୋଇଯାଇଛି ୭୭ତମ ସ୍ୱାଧୀନତା ଦିବସ

କରଞ୍ଜିଆ/ବସନ୍ତ କୁମାର ସୋରେନ : ଦେଶରେ ପାଳନ ହେଉଛି ସ୍ୱାଧୀନତା ଦିବସ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ୭୭ ତମ ବ୍ଲକ ସ୍ଥରୀୟ ସ୍ବାଧୀନତା ଦିବସ ଠାକୁରମୁଣ୍ଡା ଉଚ୍ଚ ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଠାକୁରମୁଣ୍ଡା ବ୍ଲକ ଅଧ୍ୟକ୍ଷା ସରୋଜିନୀ…
Read More...

ବାଇକକୁ ଧକ୍କା ଦେଲା ଯାତ୍ରୀବାହୀ ବସ, ବାଇକ ଚାଳକ ଗୁରୁତର

କରଞ୍ଜିଆ/ବସନ୍ତ କୁମାର ସୋରେନ: ଠାକୁରମୁଣ୍ଡା ଠାରୁ ମାତ୍ର ୨ କିମି ଦୂର ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତ ର ଜୁଡାମ୍ବ ଘାଟିରେ ଗୁରବାର ଅପରାହ୍ନ ସମୟରେ ଏକ ଯାତ୍ରୀବାହୀ ବସ ସହିତ ବାଇକ ମୁହାଁ ମୁହିଁ ଧକ୍କା ହେବାରୁ ଦୁର୍ଘଟଣା ରେ ବାଇକ ଚାଳକ ଜଣକ ଗୁରୁତର ହୋଇଛନ୍ତି।ଗୁରୁତର ବାଇକ ଚାଳକଙ୍କ…
Read More...

ଝୁଲନ୍ତା ଅବସ୍ଥାରେ ଇଞ୍ଜିନିୟରଙ୍କ ମୃତ ଦେହ ଠାବ

କରଞ୍ଜିଆ/ ବସନ୍ତ କୁମାର ସୋରେନ : ଝୁଲନ୍ତା ଅବସ୍ଥାରେ ଇଞ୍ଜିନିୟର ଙ୍କ ମୃତ ଦେହ ଠାବ । ତାଙ୍କ ଘର ଉତ୍ତର ପ୍ରଦେଶରେ ବୋଲି ଜଣାପଡିଛି । ସେ ଏକ ଘରଇ କମ୍ପାନୀ ରେ କାର୍ୟ୍ୟ କରୁଥିଲେ । ଯଶିପୁର ରେ ଭଡା ଘରେ ତାଙ୍କ ମୃତ ଦେହ ଠାବ କରାଯାଇଛି । ମୃତ୍ୟୁ ର କାରଣ ଏପର୍ୟ୍ୟନ୍ତ ଅସ୍ପଷ୍ଟ ରହିଥିବା…
Read More...

ଚୋରା କାଠ ବୋଝେଇ ସ୍କର୍ପିଓ ଗାଡି ଜବତ , କାଠମାଫିଆଓ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର।

କରଞ୍ଜିଆ / ବସନ୍ତ କୁମାର ସୋରେନ : ମୟୁରଭଞ୍ଜ ଜିଲ୍ଲା ଆନନ୍ଦପୁର ରାସ୍ତା ର ସାତକୋଶିଆ ଘୋଡ଼ାଘାଟି ନିକଟରୁ ସାତକୋଶିଆ ବନ କର୍ମଚାରୀ ମାନେ ଏକ ଚୋରାକାଠ ବୋଝେଇ ସ୍କର୍ପିଓ ଗାଡିକୁ ଜବତ କରିଛି। ସେହି ଗାଡିରୁ ଲକ୍ଷା ଧିକ ଟଙ୍କା ମୂଲ୍ୟର ଶାଳ ଚୌକାଠ ଥିବାର ଜଣାପଡିଛି। ସୂଚନା ଅନୁଯାୟୀ,…
Read More...

ଗୋରୁ ବୋଝେଇ ଟ୍ରକକୁ ଅଟକାଇଲେ ଗ୍ରାମବାସୀ

କରଞ୍ଜିଆ/ ବସନ୍ତ କୁମାର ସୋରେନ : ବେଆଇନ୍ ଗୋରୁ ବୋଝଇ ଟ୍ରକକୁ ଅଟକାଇଲେ ଗ୍ରାମବାସୀ । ଗାଡିରୁ ସବୁ ଗୋରୁକୁ ବାହାର କଲେ ଗାଁ ଲୋକେ । ୨୨୦ ନମ୍ବର ଜାତୀୟ ରାଜପଥ ଯଶୀପୁର ଥାନା ଅଧୀନ ମାହାର୍ଦ୍ଦାପଳସା ଠାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ଯାଇଥିଲା ଗୋରୁ ବୋଝେଇ ଟ୍ରକ । ମରାମତି କରାଯିବା…
Read More...