Browsing Tag

kandhamala

ପ୍ରେମ ସମ୍ପର୍କ କୁ ନେଇ ନାବାଳିକା ଝିଅକୁ ହତ୍ୟା

ନାବାଳିକା ଝିଅର ପ୍ରେମ ସମ୍ପର୍କ ,ହତ୍ୟା କଲେ ପରିବାର ଲୋକ ।ନୟାଗଡ ରେ ଅନରକିଲିଂ ଅଭିଯୋଗ ରେ ତନା ଘନା ଆରମ୍ଭ କରିଛି ପୋଲିସ୍ ।ପ୍ରଥମେ ନୟାଗଡରେ ମର୍ଡର ପରେ କନ୍ଧମାଳ ଜିଲ୍ଲାଫିରିଙ୍ଗିଆ ଜଙ୍ଗଲରେ ପୋତିଦେଇଥିଲେ ମୃତଦେହ ।ଏହି ଘଟଣା ରେ ଅଭିଯୁକ୍ତ ମାନେ ହେଉଛନ୍ତି ନାବାଳିକାଙ୍କ ପୀଉସା…
Read More...

ସରକାରୀ ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟରେ ‘ଆମେ ଜାଣିବା ଆମେ ଜିଣିବା’ କାର୍ଯ୍ୟକ୍ରମ

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ନିର୍ଦେଶକ୍ରମେ ଆଜି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ ସଦର ମହକୁମା ସ୍ଥିତ ସରକାରୀ ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟ ଠାରେ ଆମେ ଜାଣିବା, ଆମେ ଜିଣିବା କାର୍ଯ୍ୟକ୍ରମ…
Read More...

ଅନ୍ତରଙ୍ଗ ଗୋପବନ୍ଧୁ ଯୁବ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ

କନ୍ଧମାଳ/ ମୃତ୍ୟୁଞ୍ଜୟ ଦିଗାଲ: ପାଳିତ ହୋଇଯାଇଛି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ । ବେଶ ଉତ୍ସାହ ଉଦିପର୍ଣ୍ଣା ସହ ପାଳନ କରିଛନ୍ତି ଜନସାଧାରଣ । ଏହା କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ଲଣ୍ଡାଗାଁ ଗ୍ରାମ ପଞ୍ଚାୟତ ର ଯୁବ ସଂଘ ପକ୍ଷରୁ ଆୟୋଜିତ ହୋଇଛି…
Read More...

ନିଆରା ଢଙ୍ଗରେ ପ୍ରଧାନ ଶିକ୍ଷକଙ୍କୁ ଗ୍ରାବବାସୀଙ୍କ ବିଦାୟକାଳିତ ସମ୍ବର୍ଦ୍ଧନା ସଭା

କନ୍ଧମାଳ ଜିଲ୍ଲା / ମୃତ୍ୟୁଞ୍ଜୟ ଦିଗାଲ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନୀପଦର ପଞ୍ଚାୟତ ଶାସିପଦର ପ୍ରଥମିକ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ରଙ୍କୁ ବିଦ୍ୟାଳୟର ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ତରଫରୁ ଅବସର କାଳିନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I…
Read More...

ଅସୁସ୍ଥ ବୃଦ୍ଧାଙ୍କୁ ଖଟିଆରେ ବୋହିଲେ ଏସ ଓ ଜି ଜବାନ

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ : କନ୍ଧମାଳ ଜିଲ୍ଲାରେ ମାଓ ସମସ୍ୟାକୁ ପ୍ରତିହତ କରିବା ପାଇଁ ନିୟୋଜିତ ହୋଇଛନ୍ତି ସୁରକ୍ଷା ବାହିନୀ। ତେବେ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ସହ ଅନେକ ସମୟରେ ବିଭିନ୍ନ ସାମାଜିକ ଓ ଜନକଲ୍ୟାଣ କାର୍ଯ୍ୟରେ ସାମିଲ ହୋଇ ସ୍ଥାନୀୟ ଲୋକଙ୍କ ପ୍ରଶଂସା ଭାଜନ ହେଉଛନ୍ତି…
Read More...

୨୧୨ କିଲୋ ଗଞ୍ଜେଇ ଜବତ କଲା ଫିରିଙ୍ଗିଆ ପୋଲିସ , ମାଫିଆ ଫେରାର

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ବେଆଇନ ଗଂଜେଇ କାରବାର ବୃଦ୍ଧି ପାଇଥିବା ବେଳେ ପୋଲିସ ମଧ୍ୟ କିଛିଦିନ ହେଲା ଏହି ଗଂଜେଇ କାରବାର ଉପରେ ରୋକ ଲଗେଇବା ପାଇଁ ଜିଲ୍ଲା ପୋଲିସ ମୁଖିଆ ଙ୍କ ନିର୍ଦେଶ କ୍ରମେ ଏହି ଅଂଚଳରେ ଅପରେସନ ନୀଳ ଜହର ଅଭିଯାନ ଜାରି…
Read More...

କନ୍ଧମାଳ ଜିଲ୍ଲା ରେ ଚାଳିଛି ପାରମ୍ପାରିକ ଦଣ୍ଡ ଯାତ୍ରା

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ : କନ୍ଧମାଳ ଜିଲ୍ଲା ଫରିଙ୍ଗିଆ ବ୍ଳକରେ ପାରମ୍ପାରିକ ଦଣ୍ଡ ଯାତ୍ରା ଆରମ୍ଭ ହୋଇଛି । ଗତ ଏକ ତାରିଖ ଠାରୁ ଏହି ଦଣ୍ଡ ପର୍ବ ଆରମ୍ଭ ହୋଇଥିବା ବେଳେ ଅଞ୍ଚଳରେ ଭକ୍ତ ଓ ଶ୍ରଦ୍ଧାଳୁ ଏହି ପର୍ବକୁ ସ୍ବଚ୍ଛ ଓ ନିର୍ମଳ ସହ ପରିବାର ସମସ୍ତେ ତେର ଦିନ ପଯ୍ୟନ୍ତ ସ୍ବଚ୍ଛ…
Read More...

ଅଟୋ ସହ ୭୮ କିଲୋ ୭୦୦ ଗ୍ରାମ ଗଂଜେଇ ଜବତ , ୫ ମହିଳାଙ୍କ ସହ ୯ ଜଣ ଗିରଫ

କନ୍ଧମାଳ/ ମୃତ୍ୟୁଞ୍ଜୟ ଦିଗାଲ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳରେ ଗଂଜେଇ କାରବାର ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଲଗାତାର ଭାବରେ ପୋଲିସ ଭିଭିନ୍ନ ଜାଗାରେ ଚଢ଼ାଉ କରି ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ୍ୟ କରୁଛି ।…
Read More...

ମୃତ ଶରୀର ନେଇ ଯାଉଥିବା ସମୟରେ ଓଲଟିଲା ଆମ୍ବୁଲାନ୍ସ

ବାଲିଗୁଡା /ବନବାସୀ ପ୍ରଧାନ: ମୃତ ପରେ ଦୁର୍ଘଟଣା । ଝିଅ ମୃତ୍ୟୁ ହେବା ପରେ ବ୍ରହ୍ମପୁର ଏମ କେ ସି ଜି ଡାକ୍ତରଖାନାରୁ ନିଜ ଗାଁକୁ ବେସରକାରୀ ଆମ୍ବୁଲାନ୍ସ ଯୋଗେ ମୃତ ଶରୀର ନେଇ ଆସିବା ସମୟରେ କ. ନୂଆଙ୍ଗା ଥାନା ଅନ୍ତର୍ଗତ କାନ୍ଦିବାନ୍ଦା ଓ ଲକଟି ଘାଟିରେ ଭାରସାମ୍ୟ ହରେଇ ଓଲିଟିଲା…
Read More...

ଚେନ୍ନାଇରେ କନ୍ଧମାଳ ଯୁବକଙ୍କ ମୃତଦେହ ଆଣିବାରେ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ

କନ୍ଧମାଳ/ମୃତ୍ୟୁଞ୍ଜୟ ଦିଗାଲ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ରତଙ୍ଗ ପଞ୍ଚାୟତ ପୋଡାପଡା ଗ୍ରାମର ବସନ୍ତ ଭୁକ୍ତାଙ୍କ ପୁଅ ଭଗବାନ ଭୁକ୍ତା(୨୦) ରୋଜଗାର ପାଇଁ ଚେନ୍ନାଇ ଯାଇ କାମ କରୁଥିବା ବେଳେ ସେଠାରେ ମୃତ୍ୟୁ ହୋଇଛି । ଅର୍ଥାଭାବରୁ ମୃତଦେହ ଫେରାଇ ଆଣି ପାରୁନାହାନ୍ତି…
Read More...