Browsing Tag

Kandhamal

ଫୁଲବାଣୀରେ ପୋଲିସ ନିକଟରେ ୧୦ ମାଓବାଦୀଙ୍କ ଆତ୍ମସମର୍ପଣ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଆଜି ୧୦ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରେ ୭ ଜଣ ମହିଳା ଓ ୩ ଜଣ ପୁରୁଷ ରହିଛନ୍ତି। ଆଜି ଫୁଲବାଣୀ ରିଜର୍ଭ ପୋଲିସ ପଡ଼ିଆରେ ଏନେଇ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ପୋଲିସ…
Read More...

କନ୍ଧମାଳରେ KKBN ଡିଭିଜନ DVCM ଅନ୍ୱେଷ ହତ୍ୟା ଘଟଣା ସ୍ପଷ୍ଟ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ KKBN ଡିଭିଜନର DVCM ସଦସ୍ୟ ଅନ୍ୱେଷଙ୍କ ହତ୍ୟା ଘଟଣାକୁ ନେଇ ପୁଲିସ ପକ୍ଷରୁ ମହତ୍ତ୍ୱପୂର୍ଣ୍ଣ ଖୋଲାସା କରାଯାଇଛି। ପ୍ରେସ୍‌ମିଟ୍‌ରେ କନ୍ଧମାଳ SP ହରିଶ ବି. ସି ସ୍ପଷ୍ଟ କରିଥିଲେ ଯେ, ଅନ୍ୱେଷଙ୍କୁ ଶୁକ୍ରୁ ହତ୍ୟା କରିଥିବା ତଦନ୍ତରେ ପ୍ରମାଣିତ ହୋଇଛି।…
Read More...

କନ୍ଧମାଳ ଜିଲ୍ଲାରେ ବଡ଼ ମାଓ ବିରୋଧୀ ଅପରେସନ, ଟଳିଲା ଟପ୍ ମାଓ ନେତା

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ବଡ଼ ମାଓ ବିରୋଧୀ ଅପରେସନ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ କୁଖ୍ୟାତ ମାଓବାଦୀ। ଏନ୍‌କାଉଣ୍ଟରରେ ଟପ୍ ମାଓନେତା ଗଣେଶ ସମେତ ୪ ଜଣ ନିହତ ହୋଇଛନ୍ତି। ସେଣ୍ଟ୍ରାଲ କମିଟି ମେମ୍ବର ୬୯ ବର୍ଷୀୟ ଗଣେଶ ଉଇକେ ନିହତ ହୋଇଥିବା ସୂଚନା ମଳିଛି। ଗଣେଶ ନାଁରେ…
Read More...

୪୬ ଦିନ ପରେ କଳିଙ୍ଗା ଘାଟିରେ ଗଡ଼ିଲା ଗାଡ଼ି, ସେପ୍ଟେମ୍ୱର ୧୬ ଭୂସ୍ଖଳନ ପରେ ବନ୍ଦ ଥିଲା

ବାଲିଗୁଡ଼ା: ୪୬ ଦିନ ପରେ କଳିଙ୍ଗା ଘାଟିରେ ଗଡ଼ିଲା ଗାଡ଼ି । କଳିଙ୍ଗା ଯାଟି ଦେଇ ବାଇକ୍ ଓ ହାଲୁକା ଯାନ ଚଳାଚଳ କରୁଥିବା ବେଳେ ଭାରିଯାନ ନିଷେଧ ରହିଛି । ସେପ୍ଟେମ୍ୱର ୧୬ ଭୂସ୍ଖଳନ ପରେ ବନ୍ଦ ଥିଲା କଳିଙ୍ଗା ଘାଟି ।  ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁଁ ଗତ ସେପ୍ଟେମ୍ବର ୧୭…
Read More...

୫୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ନିଶ୍ୱାସ

ଭୁବନେଶ୍ୱର:- ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କର ପରଲୋକ । ୫୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। କିଡନୀ ରୋଗରେ ପୀଡ଼ିତ ହୋଇ ବହୁଦିନ ହେବ ସେ ଚିକିତ୍ସିତ ହେଉଥିଲେ ।…
Read More...

ଘର ଘର ତିରଙ୍ଗା ଶୋଭାଯାତ୍ରାରେ ଯୋଗଦେଲେ ବିଜେପି ରାଜ୍ୟ ସଭାପତି

ଦଶପଲ୍ଲା:- ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ଏକ ଭବ୍ୟ ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଶୋଭାଯାତ୍ରା ନୁଆଗାଁ ନିକଟସ୍ଥ ପଞ୍ଚୁପାଣ୍ଡବ ଠାରୁ ଆରମ୍ଭ ହୋଇ ଦଶପଲ୍ଲା ର କୁଆଁରିଆ ପର୍ଯ୍ୟନ୍ତ…
Read More...

କନ୍ଧମାଳରେ ଗତ ୫ ବର୍ଷରେ ଯକ୍ଷ୍ମାଜନିତ ମୃତ୍ୟୁ ସଂଖ୍ୟା ୩୧୭ରେ ପହଞ୍ଚିଛି

କନ୍ଧମାଳ:- କନ୍ଧମାଳକୁ ଘାରିଲାଣି ଯକ୍ଷ୍ମା ରୋଗ ଚିନ୍ତା । କନ୍ଧମାଳରେ ଗତ ୫ ବର୍ଷରେ ଯକ୍ଷ୍ମାଜନିତ ମୃତ୍ୟୁ ସଂଖ୍ୟା  ୩୧୭ରେ ପହଞ୍ଚିଛି । ମୃତକଙ୍କ ସଂଖ୍ୟା ବଢ଼ିବା ସହ ସଂକ୍ରମିତଙ୍କ ସଂଖ୍ୟା ସେହି ତୁଳନାରେ ବଢୁଛି ।  ଜିଲ୍ଲା ଯକ୍ଷ୍ମା ରୋଗ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ , ଗତ ୨୦୨୦…
Read More...

ମାଓବାଦୀ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ପୋଲିସକୁ ସୋମବାର ଏକ ବଡ଼ ସଫଳତା

କନ୍ଧମାଳ-: ମାଓବାଦୀ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ଏହି ଅଭିଯାନରେ ୨ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ନିପାତ ହୋଇଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ରିଭଲଭର, ଜୀବନ୍ତ ଗୁଳି, ୱାକି ଟକି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ…
Read More...

ସରକାରୀ ଟଙ୍କା ଆତ୍ମସାତ କରି ଗିରଫ ହେଲେ ପିଇଓ

ଭୁବନେଶ୍ୱର-: ୫୩ ଲକ୍ଷ ଟଙ୍କା ହଡ଼ପ କରି ଗିରଫ ହେଲେ ପିଇଓ । ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ସରମୁଳି ପଞ୍ଚାୟତ ପୂର୍ବତନ ପିଇଓ ହେଲେ ଅକ୍ରୁର ମାଝୀ । ପଞ୍ଚାୟତର କାମ ନ କରି ୫୩ ଲକ୍ଷ ୩୮ ହଜାର ୮୦୯ ଟଙ୍କା ହଡପ କରିଥିବା…
Read More...

ଟିକାବାଲି ହାଟପଦା ଠାରେ ଧାନମଣ୍ଡି ଉଦଘାଟିତ

କନ୍ଧମାଳ;(ମୃତ୍ୟୁଞ୍ଜୟ ଦିଗାଲ )ଚଳିତ ବର୍ଷ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଟିକାବାଲି ବ୍ଲକର ହାଟପଦା  ପରିସରରେ  ଧାନମଣ୍ଡି  ଉଦଘାଟିତ ହୋଇଯାଇଛି। ଟିକାବାଲି ସମବାୟ ବିଭାଗର ସହକାରୀ ପ୍ରବନ୍ଧକ  କାର୍ଯ୍ୟକ୍ରମକୁ  ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି। ଟିକାବାଲି ବୃହଦାକାର ବହୁମୁଖୀ…
Read More...