Browsing Tag

kalahandi

ଶିକ୍ଷକଙ୍କୁ ବାଦଳି ନ କରିବା ପାଇଁ ଅଭିଭାବକ ତଥା ଛାତ୍ରଛାତ୍ରୀ ମାନଙ୍କ ବିକ୍ଷୋଭ ପ୍ରଦର୍ଶନ

କଳାହାଣ୍ଡି:- ନର୍ଲା ବ୍ଲକରେ ବିଭିନ୍ନ କ୍ଲଷ୍ଟରରେ କାର୍ଯ୍ୟରତ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯିବାକୁ ନେଇ ସାଧାରଣରେ ଆଲୋଚନା ହେଉଛି । ଶିକ୍ଷା ବିଭାଗ ଦ୍ଵାରା ବଦଳି କରାଯାଇଥିବା ଶିକ୍ଷକଙ୍କୁ ବାଦଳି ନ କରିବା ପାଇଁ ଅଭିଭାବକ ତଥା ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା…
Read More...

ଗ୍ରାହକଙ୍କ ଖାତାରୁ ଟଙ୍କା କାଟି ଜୋରିମାନା ଦେଲା ଜୋରିମାନା

ଭବାନୀପାଟଣା-: ଜଣେ ଗ୍ରାହକଙ୍କ ଖାତାରୁ ଅନଧିକୃତ ଭାବେ ଟଙ୍କା କାଟିବା ଘଟଣାରେ ଖାଉଟି ଅଦାଲତ ବ୍ୟାଙ୍କକୁ ୧୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଏକ ମାସ ମଧ୍ୟରେ ଜୋରିମାନା ଅର୍ଥ ଜମା ନକଲେ ବାର୍ଷିକ ୯ ପ୍ରତିଶତ ହାରରେ ସୁଧ ଦେବାକୁ ଖାଉଟି ଅଦାଲତ ନିର୍ଦ୍ଦେଶ…
Read More...

ପୂର୍ବତନ ଉପ ଜିଲ୍ଲାପାଳ ଧୀମାନ ଚକମାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ

ଭୁବନେଶ୍ୱର-: ପୂର୍ବତନ ଉପ ଜିଲ୍ଲାପାଳ ଧୀମାନ ଚକମାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ଲାଞ୍ଚ ନେବା ମାମଲାରେ ଗିରଫ ହେବା ପରେ ଏବେ ଜେଲରେ ଅଛନ୍ତି ଧୀମାନ । ଧର୍ମଗଡ଼ ଉପଜିଲ୍ଲାପାଳ ଥିବା ଧୀମାନ ୧୦ ଲକ୍ଷ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ…
Read More...

୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର-: ଭିଜିଲାନ୍ସ ଜାଲରେ ଆଇଏଏସ୍ ଅଫିସର। ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଜୟପାଟଣା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଉପଜିଲ୍ଲାପାଳଙ୍କୁ ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି। ସେ ବ୍ୟବସାୟୀଙ୍କ ଠାରୁ…
Read More...

ବାଇକ ମୁହାଁମୁହିଁ ଧକ୍କା ; ବାଇକ ଚାଳକଙ୍କ ମୃତ୍ୟୁ ଦୁଇ ଗୁରୁତର

ଥୁଆମୂଳ ରାମପୁର( ସୁଶାନ୍ତ ନାୟକ);- ବାଇକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର । ଏଭଳି ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର-ଭବାନୀପାଟଣା ମୁଖ୍ୟ ରାସ୍ତା ବାଲିସରା ଡମ ମସାଣି ନିକଟରେ । ସୂଚନା ମୁତାବକ , ମୃତ ବାଇକ୍…
Read More...

ପ୍ରବଳ ବର୍ଷା ଯୋଗୁଁ ବିଦ୍ୟୁତ ତାରରେ ଗଛ ପଡି ରାସ୍ତା ଅବରୋଧ

କଳାହାଣ୍ଡି-: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋପାଳପୁର ପଂଚାୟତ ଟୁନାପାରି ଗାଁ ମୁଖ୍ୟ ରାସ୍ତାରେ ଥିବା ବିଦ୍ୟୁତ ଖୁଣ୍ଟ ଉପରେ ଏକ ଆମ୍ବଗଛ ପଡି ବିଦ୍ୟୁତ ତାର ଛିଣ୍ଡିବା ସହିତ ରାସ୍ତା ଅବରୋଧ ହୋଇଛି । ଏହି ରାସ୍ତା ଭାରତ କେନ୍ଦ୍ର ପଡିଆ ଠାରୁ ଇନ୍ଦ୍ରାବତୀ ଛକ ପର୍ଯ୍ୟନ୍ତ ସଂଯୋଗ…
Read More...

ମାସ ମାସ ଧରି ପୋଷ୍ଟ ଅଫିସକୁ ଯାଉନାହାନ୍ତି ପୋଷ୍ଟ ମାଷ୍ଟର

କଳାହାଣ୍ଡି : ମାସ ମାସ ଧରି ପୋଷ୍ଟ ଅଫିସକୁ ଯାଉନାହାନ୍ତି ପୋଷ୍ଟ ମାଷ୍ଟର l ପୋଷ୍ଟ ଅଫିସ କାମ ଛାଡି ଡାକ୍ତର ସାଜି ବୁଲୁଛନ୍ତି ପୋଷ୍ଟ ମାଷ୍ଟର ବାବୁ l ଏଭଳି ଘଟଣା ଦେଖିବାକୁ ମିଳିଛି ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଠାରେ, ସୂଚନା ଅନୁସାରେ ଆଜକୁ ପ୍ରାୟ ସାତ ଆଠ ମାସ ଧରି ପୋଷ୍ଟ…
Read More...

କଳାହାଣ୍ଡିରେ ବିଜେଡି ର ଜୋରଦାର ପ୍ରଚାର

କଳାହାଣ୍ଡି : କଳାହାଣ୍ଡି ରେ ବିଜେଡି ର ଜୋରଦାର ପ୍ରଚାର । ଲାଞ୍ଜିଗଡ଼ ରେ କାର୍ତ୍ତିକ ପାଣ୍ଡିଆନ । ସେଠାରେ ସେ କହିଛନ୍ତି ଯେ , ନବୀନ ସରକାର ଲୋକଙ୍କ ସରକାର । ଲୋକଙ୍କ ଦାବୀ ପୂରଣ ହେଲେ ମୁଖ୍ୟମନ୍ତ୍ରୀ ସବୁଠାରୁ ବେଶୀ ଖୁସି ହୁଅନ୍ତି । ଜନଶୁଣାଣୀ ରେ ମିଳିଥିବା ଅଭିଯୋଗ ର ୮୦% ସମାଧାନ…
Read More...

ବୃଦ୍ଧଙ୍କୁ ପିଟି ପିଟି ହତ୍ୟା, ପୋଲିସର ତଦନ୍ତ ଜାରୀ

କଳାହାଣ୍ଡି : ନର୍ଲା ଥାନା ଅନ୍ତର୍ଗତ ଭାଟେଲ୍ ଗାଁ ରେ ଅଭାବନୀୟ ଘଟଣା ଘଟିଛି । ଗାଁର ଚଚରା ପଡାର ରାମକୃଷ୍ଣ ରଣାଙ୍କୁ ପିଟି ପିଟି ହତ୍ୟା କରି ଥିବା ବେଳେ ଆଜି ସକାଳେ ତାଙ୍କ ମୃତଦେହ ଗାଁ ବିଲରେ ପଡ଼ିଥିବା ଦେଖି ବାକୁ ମିଳିଥିଲା । ତେବେ ଗାଁ ଦାଣ୍ଡରେ ତାଙ୍କର ଦୁଇ ଚପଲ ପଡ଼ିଥିବା ବେଳେ…
Read More...

ହାଇଡ୍ରା ଗାଡି ଓଲଟି ଡ୍ରାଇଭର ମୃତ 

(କଳାହାଣ୍ଡି/ଜନକ ପୋଡ଼) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଧିନସ୍ତ ଯୋଲକୋ ରେତ ନଦୀରେ ପାଖରେ  ଅଭାବନୀୟ ଘଟଣା । ତେବେ ସୁନୀଲ କୁମାର ଅଗ୍ରୱାଲ ନାମକ ଠିକା ସଂସ୍ଥାରେ କାର୍ଯ୍ୟ କରୁଥିବା ସମୟରେ ହାଇଦ୍ରା ମେସିନ ଓଲଟି ଯିବା ଫଳରେ ଉକ୍ତ ହାଇଦ୍ରା ଡ୍ରାଇଭର ସୁମନ ସାହୁଙ୍କ ମୃତ୍ୟୁ…
Read More...