ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାରୁ ଖୋଲିଲା କାଳ ଡ୍ୟାମ ଗେଟ
ଉଦଳା:- ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ବୃଦ୍ଧି ପାଇବାରେ ଲାଗିଛି ନଦୀର ଜଳସ୍ତର। କପ୍ତିପଦା ବ୍ଲକ ଅଧୀନରେ ଥିବା କାଳ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାରୁ ଡ୍ୟାମ କର୍ତୃପକ୍ଷ ଗୋଟିଏ ଗେଟ ଖୋଲିଛନ୍ତି। ଡ୍ୟାମରେ ଜଳ ଧାରଣ କ୍ଷମତା ୭୭. ୭ ଥିବା ବେଳେ ଡ୍ୟାମରେ ଜଳ…
Read More...
Read More...