ବିଦ୍ୟାଳୟ ପରିଚାଳନା କମିଟି ଗଠିତ
(ସୋନପୁର / ଓମ ପ୍ରକାଶ ମିଶ୍ର) ; ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ କରମଚନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନବନିର୍ବାଚିତ କମିଟିର ୧୨ଜଣ ସଭ୍ୟ ସଭ୍ୟାଙ୍କୁ ସ୍ବାଗତ କରାଯାଇଥିଲା।…
Read More...
Read More...