Browsing Tag

jyoti

ପୌର ନିର୍ବାଚନ: ୩ଟା ସୁଦ୍ଧା ୪୫% ମତଦାନ, ଭୋଟ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବିଏମସି ମହାନଗର ନିଗମ ନିର୍ବାଚନରେ ମତଦାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ତାଙ୍କ ପତ୍ନୀ ଦେବାୟନୀ ନନ୍ଦ ମଧ୍ୟ ଭୋଟ ଦେଇଛନ୍ତି। ସେ ଭୁବନେଶ୍ୱର ସ୍ଥିତ ୟୁନିଟ ୧ ୱାର୍ଡ ନମ୍ୱର ୪୦ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୪୧୬ ନମ୍ବର ବୁଥରେ ଭୋଟ…
Read More...

୨୭ରୁ ଫେରିବ ତାତି, ଅସହ୍ୟ ଗରମରେ ଆଉଟୁପାଉଟୁ ଓଡ଼ିଶା

ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ କଲବଲ କଲାଣି ତାତି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ,ଆସନ୍ତା ୨୭ ତାରିଖ ପରେ ରାଜ୍ୟରେ ବଢ଼ିବ ଖରାର ପ୍ରକୋପ।ତେବେ କେତେକ ଜିଲ୍ଲାରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ୍‌ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।…
Read More...

ରାଜଧାନୀରେ ଚାଞ୍ଚଲ୍ୟ: ଅଖାବସ୍ତା ଭିତରୁ ମିଳିଲା ଏକାଧିକ ଖପୁରୀ ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ମିଳିଲା ନର କଙ୍କାଳ । ତେବେ ସୂଚନା ଅନୁଯାୟୀ ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଠାବ ହୋଇଛି ଏହି ନର କଙ୍କାଳ ଏବଂ ଖପୁରୀ । ପାଖାପାଖି ୧୫ଟି ଖପୁରୀ ସହ ବହୁ ହାଡ଼ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ତେବେ…
Read More...

ମିଳିଲା ମାଷ୍ଟର ମାଇଣ୍ଡ ଶର୍ମିଷ୍ଠାଙ୍କ କାର: ଅପହରଣ ପଛରେ ଗାଡ଼ି ବ୍ୟବହାର ହୋଇଥିବା ଅନୁମାନ

ଭୁବନେଶ୍ୱର: କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୋଲିସକୁ ମିଳିଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ରାଜଧାନୀ ଭୁବନେଶ୍ୱରରୁ ମିଳିଲା ଫେରାର ଶର୍ମିଷ୍ଠା ରାଉତଙ୍କ କାର । ଏୟାରଫିଲଡ ଥାନା ସ୍କାଏ ଟାୱର ଆପାର୍ଟମେଣ୍ଟ ଗ୍ୟାରେଜରୁ ଗାଡ଼ି ମିଳିଥିବା ସୂଚନା ।ତେବେ ଗାଡ଼ିଟି…
Read More...

ସ୍କ୍ରାପ୍ ଗୋଦାମରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୧୧ ଶ୍ରମିକ

ହାଇଦ୍ରାବାଦ: ହାଇଦ୍ରାବାଦର ବୋଇଗୁଡା ଅଞ୍ଚଳରେ ଏକ ସ୍କ୍ରାପ୍ ଗୋଦାମରେ ନିଆଁ ଲାଗିଯିବାରୁ ୧୧ ଶ୍ରମିକ ଜୀବନ୍ତ ଦଗ୍ଧ | ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଭୋଇଗୁଡାଠାରେ କବାଡ଼ି ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ କାରଣରୁ ଏହିଭଳି ଘଟିଥିବା ସୂଚନା ମିଳିଛି । ଏହି ବଡ଼ ଧରଣର ଅଗ୍ନିକାଣ୍ଡରେ…
Read More...

କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା ମାମଲାରେ ଫେରାର ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ବହୁଚର୍ଚ୍ଚିତ ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା ମାମଲାରେ ଫେରାର ୪ ଅଭିଯୁକ୍ତ ଗିରଫ । ଟୁଟୁ ମହାପାତ୍ର, ହରି ପଣ୍ଡା, କୁନମୁନି ସୁଆର ଓ ଜଗନ ଖଟେଇକୁ ଗିରଫ କରିଛି ପୋଲିସ । ତେବେ ସୂଚନା ଅନୁଯାୟୀ ଏମାନଙ୍କ ମଧ୍ୟରୁ ଟୁଟୁ ହିଁ କୃଷ୍ଣ…
Read More...

ଚାଇନାରେ ବଡ଼ ବିମାନ ଦୁର୍ଘଟଣା: ୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଚାଇନା ଇଷ୍ଟର୍ଣ୍ଣର ଏକ ଯାତ୍ରୀବାହୀ ବିମାନ ଦକ୍ଷିଣ-ପଶ୍ଚିମ ଚୀନରେ ଦୁର୍ଘଟଣାଗ୍ରସ୍ତ ହୋଇଛି | ବିମାନରେ ୧୩୨ ଜଣ ଯାତ୍ରୀ ଥିଲେ । ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଏବଂ ସମୁଦାୟ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ଜଣା ପଡିନାହିଁ। ଚାଇନାର ସରକାରୀ ଟିଭି ଚ୍ୟାନେଲର ରିପୋର୍ଟ…
Read More...

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମାଷ୍ଟର ମାଇଣ୍ଡ ଗିରଫ, ଏବେବି ଫେରାର ଶର୍ମିଷ୍ଠା

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଆଉ ୨ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ । ମାନସ ହତ୍ୟା ମାମଲାରେ ଅବସରପ୍ରାପ୍ତ ଓଆଇଏସ୍ ନିରଞ୍ଜନ ସେଠୀ ଓ ରାଜ କମ୍ୟୁନିକେସନ ମାଲିକ…
Read More...

ପୌର ନିର୍ବାଚନ: ୨୪ ତାରିଖ ସକାଳ ୮ରୁ ପଡ଼ିବ ଭୋଟ୍, କାଲି ସନ୍ଧ୍ୟା ୫ଟା ପରେ ପ୍ରଚାର ବନ୍ଦ

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ନିର୍ବାଚନ କମିଶନରଙ୍କ ଜରୁରୀ କାଳୀନ ସୂଚନା । ଆଗକୁ ହେବାକୁ ଥିବା ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିସନରଙ୍କ ପ୍ରେସମିଟ୍‌ । ପୌର ନିର୍ବାଚନ ନିମନ୍ତେ ଆସନ୍ତା ୨୪ ତାରିଖ ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଅନ୍ୟପକ୍ଷେ…
Read More...

ନବୀନଙ୍କ ମାଷ୍ଟର ପ୍ଲାନ ସମଲେଇ ଯୋଜନାର ଅଗ୍ରଗତି ସମୀକ୍ଷା କଲେ 5T ସଚିବ

ଭୁବନେଶ୍ୱର: ସମ୍ବଲପୁର ଗସ୍ତରେ ଯାଇ ସମଲେଇ ଯୋଜନାର ଅଗ୍ରଗତି ସମୀକ୍ଷା କରିଛନ୍ତି 5T ସଚିବ । ଆଜି ସକାଳୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, 5T ସଚିବ ଭି.କେ ପାଣ୍ଡିଆନଙ୍କ ନେତୃତ୍ୱରେ ସଚିବ ସ୍ତରୀୟ ଟିମ୍ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କରିବା ସହ ସମଲେଇ ଯୋଜନାରେ ହେଉଥିବା…
Read More...