Browsing Tag

jharsuguda #burla #bhimsar

ଦେଶପ୍ରେମ ଆଗରେ ନବଜାତ ଶିଶୁ ଓ ରୋଗିଣା ସ୍ତ୍ରୀଙ୍କୁ ପଛରେ ପକାଇଲେ ଯବାନ…

ଘରେ ମାତ୍ର ୧୨ ଦିନର କଅଁଳା ଛୁଆ । ସେପଟେ ଫୁସଫୁସ ସଂକ୍ରମିତ ରୋଗରେ ପିଡିତ ସ୍ତ୍ରୀ ପଡିଛି ଆଇସିୟୁରେ । ଏଭଳି ସମୟରେ ବାତିଲ ହେଲା ଯବାନଙ୍କ ଛୁଟି । ଯୁଦ୍ଧ ଭୂଇଁରୁ ଆସିଲା ଡକରା । ଏହି ମୁଷୁର୍ତ୍ତରେ ପରିବାର ସହ ରହିବାକୁ ଥିଲେ ବି ଦେଶପ୍ରେମ ଆଗରେ ସବୁ ଯେପରି ତୁଚ୍ଛ । ତେଣୁ ସ୍ତ୍ରୀ ଏବଂ…
Read More...