ଝାଡଖଣ୍ଡରେ ଜିଲା ଜଜ୍ ଙ୍କୁ ହତ୍ୟା
ଋାଞ୍ଚି: ଧାନବାଦର ଅତିରିକ୍ତ ଜିଲା ଜଜ୍ ଙ୍କୁ ଅଟୋ ସାହାଯ୍ୟରେ ଧକ୍କା କରି ହତ୍ୟା କରାଯିବା ଘଟଣାରେ ଜଣେ ଅଟୋ ଡ୍ରାଇଭର ଏବଂ ତାଙ୍କ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣା ଘଟିବାର ଦିନକ ପରେ ପୁଲିସ ଦୁଇଜଣଙ୍କୁ ଗିରଫ କରିବା ସହିତ ଏକ ହତ୍ୟା ମାମଲା ରୁଜ୍ଜୁକରି ତଦନ୍ତ ଆରମ୍ଭ କରିଛି।…
Read More...
Read More...