କ’ଣ ଏହି ଅଧରପଣା ନୀତି, କାହିଁକି ରଥ ଉପରେ ଅଧରହାଣ୍ଡି ଭଙ୍ଗାଯିବାର ପରମ୍ପରା ରହିଛି?
ବ୍ୟୁରୋ : ଓଡ଼ିଆ ଜାତିର ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଯାହାଙ୍କ ର ଅଧର ମଧୂର , ଵଚନ ମଧୁର ଓ ରୂପ ମଧ୍ୟ ମଧୁର । ତାଙ୍କର ଚକା ଆଖି ପାଇଁ ଅନୁଷ୍ଠିତ ହୁଏ ନେତ୍ରୋତ୍ସବ ଆଉ ନାଲୀ ଓଠ ପାଇଁ ଅନୁଷ୍ଠିତ ହୁଏ ଅଧର ପଣା । ଆଜି ହେଉଛି ମହାପ୍ରଭୁଙ୍କ ଅଧରପଣା ନୀତି । ଅତୃପ୍ତ…
Read More...
Read More...