Browsing Tag

Jatani

ଜଟଣୀ ନାଗରିକ କମିଟି ପକ୍ଷରୁ ସାଧାରଣ ଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତା

ଜଟଣୀ : ଜଟଣୀ ନାଗରିକ କମିଟି ପକ୍ଷରୁ ଶ୍ରୀବତ୍ସ ପାଠାଗାର ପରିସରରେ ସାଧାରଣ ଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନଅଟି ଅନ୍ତଃମହାବିଦ୍ୟାଳୟ ଓ ବିଦ୍ୟାଳୟର ପ୍ରାୟ ୩୬ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବିଚାରପତି ଭାବେ ଅଧ୍ୟାପକ , ଅଧ୍ୟାପିକା, ଶିକ୍ଷକ ଓ…
Read More...

ପାଣିରେ ବୁଡିଲା ‘ମୋ ବସ୍‌’

ଖୋର୍ଦ୍ଧା: ପାଣିରେ ବୁଡିଲା ‘ମୋ ବସ୍‌’ । ବର୍ଷା ଯୋଗୁଁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଖୋର୍ଦ୍ଧା ଜଟଣୀ ଅଣ୍ଡରପାସରେ 5 ଫୁଟ ଉପରେ ପାଣି ପ୍ରବାହିତ ହେଉଛି । ଅଣ୍ଡରଗ୍ରାଉଣ୍ଡରେ ପାଣି ଜମିଥିବାରୁ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଯାହାଫଳରେ ବସ୍‌ରେ ଥିବା…
Read More...

ଜଟଣୀରୁ ୧କେଜିରୁ ଅଧିକ ବ୍ରାଉନସୁଗାର ଜବତ : ୩ ଗିରଫ

ଭୁୁବନେଶ୍ୱର- ରାଜ୍ୟରେ ଦିନକୁ ଦିନକୁ ବଢିବାରେ ଲାଗିଛି  ଧଳାଜହର କାରବାର ।କୋଟିଏ ଟଙ୍କାରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ । ବ୍ରାଉନସୁଗାର କାରବାର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ସୂଚନା ଅନୁଯାୟୀ, ବ୍ରାଉନସୁଗାର କାରବାର ନେଇ…
Read More...