ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳିତ
(ଚିତରଞ୍ଜନ ସାହୁ / ଜୟନ୍ତ କୁମାର) : ବରଗଡ ଜିଲ୍ଲାରେ ବିଭିନ୍ନ ବ୍ଲକ ଓ ସଦର ମହକୁମାଠାରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ହୋଇଯାଇଛି । ବରପାଲିଠାରେ ଯାଦବ ସମାଜ ପକ୍ଷରୁ ଗଙ୍ଗାଧର ସ୍ନତଭବନଠାରେ ମହାଆଡମ୍ବ ସହ ନନ୍ଦୋତ୍ସବ ପାଳିତ ହୋଇଯାଇଛି ।
ସେହିପରି ପୁରୀ ଜିଲ୍ଲା ସାକ୍ଷୀଗୋପାଳ…
Read More...
Read More...