ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ
(ଜାମ୍ମୁ କାଶ୍ମୀର) : ଦିନକୁ ଦିନ ସେନା ଓ ଆତଙ୍କୀବାଦୀଙ୍କ ମଧ୍ୟରେ ଗୁଳିବିନିମୟ ବୃଦ୍ଧି ପାଇବାରେ ଲାଗିଛି । ସେନାଙ୍କ ଗୁଳିରେ ଲଗାତାର ଭାବେ ଆତଙ୍କବାଦୀମାନେ ପ୍ରାଣ ହରାଉଥିବା ଦେଖିବାକୁ ମିଳିଛି । ଜାମ୍ମୁ କାଶ୍ମୀରରେ ପୁଣି ସୁରକ୍ଷା ବଳକୁ ବଡ ଧରଣର ସଫଳତା ମିଳିଛି । କୁଲଗାମ ଜିଲ୍ଲାରେ…
Read More...
Read More...