Browsing Tag

Jagatsinghpur

ଭୋଟ୍ ବାକ୍ସ ମିଳିଲା

ଜଗତସିଂହପୁର: ମତଦାନବେଳେ ଉଠାଇ ନେଇଥିବା ଭୋଟ୍ ବାକ୍ସ ମିଳିଲା । ଏ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ପଟସରା ପଂଚାୟତ ଢୋଲବନ୍ଧ ପ୍ରାଥମିତ ବିଦ୍ୟାଳୟ ବୁଥ୍ ତଥା ପଟସରା ୨ନଂ ବୁଥରୁ ଭୋଟ୍ ବାକ୍ସ ଦୁର୍ବୃତ୍ତ ଉଠାଇ ନେଇଥିଲେ । ଶୁକ୍ରବାର ମତଦାନ ବେଳେ ଦୁର୍ବୃତ୍ତ ଉଠାଇ ନେଇଥିବା ଭୋଟ୍ ବାକ୍ସ…
Read More...

SUCIର ବିକ୍ଷୋଭ

ଜଗତସିଂହପୁର(ଦିଲ୍ଲୀପ ସାହୁ): ଜଗତସିଂହପୁର ଏରସମା ବ୍ଲକ ଢିଙ୍କିଆଠାରେ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପକୁ ନେଇ ଆନ୍ଦୋଳନ ଚାଲିଛି । ତେବେ ଗତ ଦୁଇ ଦିନ ତଳେ ଆନ୍ଦୋଳନକାରୀମାନଙ୍କ ଉପରେ ପୋଲିସର ଲାଠି ଚାର୍ଜକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଏହି ଘଟଣାକୁ ନେଇ ଆଜି ଏସୟୁସିଆଇ…
Read More...

ଧର୍ମାନୁଷ୍ଠାନରେ କୋରୋନା ପ୍ରଭାବ

ଜଗତସଂହପୁର: ରାଜ୍ୟରେ ଓମିକ୍ରନ ସଂକ୍ରମଣ ଏବେ ଭୟର ବାତାବରଣ ସୃଷ୍ଟି କରିଛି । ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି କୋରୋନାର ନୂଆ ଭାରିଏଣ୍ଟ । ତେଣୁ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ନେଇଛି ବଡ ନିଷ୍ପତ୍ତି । ଆସନ୍ତା ୫ ଦିନ ଜିଲ୍ଲାର ଧର୍ମାନୁଷ୍ଠାନ…
Read More...

ମହାନାୟକଙ୍କ ଶୁଭ ଜନ୍ମ ଦିବସ

ଭୁବନେଶ୍ୱର: ଓଡିଶାରେ ଓଡିଆକୁ ରାଜ୍ୟ ଭାଷାର ସମ୍ମାନ ଦେଇଥିବା ମହାନ ବ୍ୟକ୍ତି ତଥା ବିପ୍ଳବୀ ପୁରୁଷ ନବକୃଷ୍ଣ ଚୌଧୁରୀଙ୍କର ଆଜି ଜନ୍ମ ଜୟନ୍ତୀ । କେବଳ ବିପ୍ଳବୀ ନୁହେଁ ସ୍ୱାଧୀନତା ସଂଗ୍ରାମର ମଧ୍ୟ ସେ ଥିଲେ ଗୋଟିଏ ଅଂଶ ଆଉ ମୁଖ୍ୟମନ୍ତ୍ରୀ ଭାବରେ ସେଥିଲେ ନିସ୍କଳଙ୍କ । ୨ ବର୍ଷର ମନ୍ତ୍ରୀ…
Read More...

ସରପଞ୍ଚଙ୍କ ନାମରେ ମହିଳା ଆଣିଲେ ସାଙ୍ଘାତିକ ଅଭିଯୋଗ

ଦିଲ୍ଲିପ୍ ସାହୁ (ଜଗତସିଂହପୁର) : ସରପଞ୍ଚଙ୍କୁ ମିଥ୍ୟା ମାମଲାରେ ଫସାଇବା ପାଇଁ ଚାଲିଛି ଷଡ଼ଯନ୍ତ୍ର । ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଠକୋଟ ପଞ୍ଚାୟତର ବାସିନ୍ଦା । ଜନୈକା ମହିଳାଙ୍କ ଚକ୍ରାନ୍ତର ଜାଲରେ ଫସିଯାଇଛନ୍ତି ସ୍ଥାନୀୟ…
Read More...

ମାନବ ଜାତି ପାଇଁ ଆସୁଛି ଘୋର ବିପଦ

ଜଗତସିଂହପୁର: ଜନବସତି ଆଡକୁ ମାଡି ଆସୁଛି ମହାବିପଦ । କେବେ ଜଙ୍ଗଲୀ ଜୀବଜନ୍ତୁ, କେବେ ଦୈବି ଦୁର୍ବିପାକ ତ ଆଉ କେତେବେଳେ ଅଶାନ୍ତ ସମୁଦ୍ର । ପ୍ରକୃତି ଏବେ ସାରା ମାନବ ସମ୍ବଳ ଉପରେ ଦାଉ ସାଧିଛି । ବାଲେଶ୍ୱର ଏବଂ ବରଗଡ ଆଦି ଅଞ୍ଚଳରେ ହାତୀ ଆତଙ୍କ ଦେଖାଯାଉଥିବା ବେଳେ ଜଗତସଂହପୁରରେ…
Read More...

କୁଜଙ୍ଗ ବ୍ଲକ୍ ଜନ ପ୍ରତିନିଧି ସ୍ୱାମୀଙ୍କ ଗୁଣ୍ଡାରାଜ

(ଦିଲ୍ଲୀପ ସାହୁ): ସରକାର ନାରୀମାନଙ୍କ ପାଇଁ ସୁରକ୍ଷା ଓ ସଶସ୍ତ୍ରୀକରଣ ଯୋଜନାମାନ କରୁଛନ୍ତି । ତଥାପି ନାରୀଙ୍କୁ ସୁରକ୍ଷା ଯୋଗାଇଦେବାରରେ ବିଫଳ ହେଉଛନ୍ତି । ମହିଳା ଘର ବାହାରେ ଯେ କେବଳ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ତା ନୁହେଁ । ମହିଳା ନିଜ ଘର ଭିତରେ ମଧ୍ୟ ସୁରକ୍ଷିତ ନୁହଁନ୍ତି ।…
Read More...

ଦୁର୍ଗା ମା’ଙ୍କ ମାଟି ଅନୁକୂଳ କାର୍ଯ୍ୟ

(ଦିଲ୍ଲିପ୍ ସାହୁ ): ଆଗକୁ ଆସୁଛି ଓଡ଼ିଶାର ଗଣପର୍ବ ଦଶହରା । ଏ ନେଇ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଚାଲିଥିବା ବେଳେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ରାହାମା ଦୁର୍ଗା ପୂଜା ମଣ୍ଡପ ଠାରେ ମଧ୍ୟ ଚାଲିଛି ଯୋରଦାର ପ୍ରସ୍ତୁତି । ତେବେ ପବିତ୍ର ମୂଳା ଅଷ୍ଟମୀରେ ମାଆଙ୍କର ମାଟି…
Read More...

ଜନସେବା ନାଁରେ ନିସା କାରବାର

(ଦିଲ୍ଲୀପ୍ କୁମାର ବେହେରା) : ଗଞ୍ଜେଇ ଚାଲାଣ ବେଳେ ଚଢାଉ । ଗତ କାଲି ରାତିରେ ପୁଣି ଆମ୍ବୁଲାନ୍ସରେ ବୁହା ହେଲା ଗଞ୍ଜେଇ । ଗଞ୍ଜେଇ ମାଫିଆମାନେ ଏବେ ଚତୁରତାର ସହ ଚାଲାଣ କରୁଛନ୍ତି ଗଞ୍ଜେଇ । ମାଲକାନଗିରିରୁ ଦିଲ୍ଲୀ ଚୋରା ଚାଲାଣ ବେଳେ ଗତକାଲି ବିଳମ୍ବିତ ରାତିରେ ଏକ ପିକଅପ୍ ଭ୍ୟାନ ଓ…
Read More...

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

( ଦିଲ୍ଲିପ ସାହୁ) : ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ପ୍ରଶାସନ ଓ ସର୍ବଶିକ୍ଷା ଅଭିଯାନ ଆନୁକୂଲ୍ୟରେ ତିର୍ତୋଲ ଆଦିକବି ଶାରଳା ଦାସ କଲେଜ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରକୁ ଜଗତସିଂହପୁର ସାଂସଦ ଡାକ୍ତର କୁଳମଣୀ ସାମଲ ଓ…
Read More...