Browsing Tag

Jagatsinghpur

କମ୍ରେଡ ଲୋକନାଥ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକୀ

ଏରସମା ସଦର ମହକୁମାସ୍ଥିତ ତହସିଲ ପଡ଼ିଆରେ କମ୍ରେଡ ଲୋକନାଥ ଚୌଧୁରୀଙ୍କ ୨୩ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ଲୋକନାଥ ସ୍ମୃତି କମିଟି ତରଫରୁ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ନାଗୁଚରଣ ଦେବତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଶ୍ରୀ ଚୌଧୁରୀଙ୍କ ଜୀବନୀ ଉପରେ କବିତା ପାଠ କରାଯାଇଥିଲା।…
Read More...

ଆଗାମୀ ଓଡିଶା ଆନୁକୂଲ୍ୟରେ ଓଡ଼ିଆ ନବବର୍ଷ ଓ ବିଷୁବ ମିଳନ ସମାରୋହ ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଉପକଣ୍ଠ ଆଦର୍ଶ ଗ୍ରାମ କଲରାବାଙ୍କ ନିଳିମାରାଣୀ ସଭାଗୃହଠାରେ ଓଡ଼ିଆ ଭାଷାସାହିତ୍ୟ ଓ ସାହିତ୍ୟ ପ୍ରତିଷ୍ଠାନ ଆଗାମୀ ଓଡିଶା  ଆନୁକୂଲ୍ୟରେ ଓଡ଼ିଆ ନବବର୍ଷ ସହ ବିଷୁବ ମିଳନ ସମାରୋହ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଆଗାମୀ ଓଡିଶା ପ୍ରତିଷ୍ଠାତା ବରିଷ୍ଠ…
Read More...

ଜାତୀୟ ମାନବାଧିକାର ସଂଗଠନ ଜିଲା ଶାଖା ପକ୍ଷରୁ ସମ୍ମିଳନୀ

ଜଗତସିଂହପୁର ଜିଲା ରଘୁନାଥପୁର ଓଡପଡା ପ୍ରମିଳା ମଣ୍ଡପରେ ନ୍ୟାସନାଲ ହ୍ୟୁମାନ ରାଇଟସ ସଂଗଠନ ପକ୍ଷରୁ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଭଗବାନ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ରାଜ୍ୟ ଚେୟାରମ୍ୟାନ ଡକ୍ଟର ସ୍ବର୍ଣ୍ଣମୟୀ ରାଉତ…
Read More...

ନାବାଳିକା ସହ କୁକର୍ମ କରି ଦୁଇ ଭାଇ ଗିରଫ

କୁଜଙ୍ଗ:- ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ତାକୁ ୭ ମାସର ଗର୍ଭବତୀ କରିଥିବା ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ଏହି ଥାନା ଅନ୍ତର୍ଗତ ବାଣଶରା ଗ୍ରାମର ଭଗ୍ୟଧର ଦାଶ ଓ ପଞ୍ଚାନନ ଦାଶ । ଉଭୟଙ୍କୁ…
Read More...

ଜଗତସିଂହପୁରରେ 5T ସଚିବ:ମା’ ଶାରଳାଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କଲେ 5T ସଚିବ

ଜଗତସିଂହପୁର : ବିକାଶ ଅଭିମୁଖେ ଜଗତସିଂହପୁର ଜିଲ୍ଲା। ଦୁଇଦିନିଆ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ ବିକାଶ କାମର ସମୀକ୍ଷା କରୁଛନ୍ତି । ଆଜି ଗସ୍ତର ଦ୍ୱିତୀୟ ଦିନରେ ପ୍ରଥମେ ଜଗତସିଂହପୁର…
Read More...

ଅଜବ ଚିଠି : ଫେବ୍ରୁଆରି ୧୪ ପୂର୍ବରୁ ପ୍ରତ୍ୟେକ ଛାତ୍ରୀ ଜଣେ ଜଣେ ପୁରୁଷ ବନ୍ଧୁ କରିବାକୁ ବାଧ୍ୟ

ଜଗତସିଂହପୁର : କଲେଜରେ ଅଦ୍ଭୁତ ଚିଠି | ଫେବ୍ରୁଆରି ୧୪ ପୂର୍ବରୁ ପ୍ରତ୍ୟେକ ଛାତ୍ରୀ ଜଣେ ଲେଖାଏ ପୁରୁଷ ବନ୍ଧୁ କରିବାକୁ ବାଧ୍ୟ ବୋଲି ବାହାରିଲା ନୋଟିସ | ଏଭଳି ଘଟଣା ଦେଖିବାକୁ ମିଳିଛି ଏସଭିଏମ୍ ସ୍ବୟଂଶାସିତ ମହାବିଦ୍ୟାଳୟରେ | ଯାହାପରେ ଏହି ଜାଲ୍ ଚିଠିକୁ ନେଇ କର୍ତ୍ତୃପକ୍ଷ ତନାଘନା…
Read More...

ନାଉଗାଁ ଝିଅ ଓ.ଏ.ଏସ. ପରୀକ୍ଷାରେ ସଫଳ

ଜଗତସିଂହପୁର: ନାଉଗାଁ ବ୍ଲକ ଧୂଆଁ ପଦା ଗ୍ରାମର କଳ୍ପନା ଦାସ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଉର୍ତ୍ତିଣ୍ଣ କରିଛନ୍ତି । ସେ ସଫଳତା ସହ ୨୫ତମ ର‌୍ୟାଙ୍କର ଅଧିକାରିଣୀ ହୋଇଛନ୍ତି । ଏହି କୃତିତ୍ୱ ଅର୍ଜନ ପାଇଁ ଜିଲ୍ଲା ତଥା ନାଉଗାଁ ବ୍ଲକର ଗୌରବ ବୃଦ୍ଧି କରିଛନ୍ତି କଳ୍ପନା । ଏଥିପାଇଁ ତାଙ୍କୁ…
Read More...

ଆମ୍ବୁଲାନ୍ସ ଚାଲାକ ଅସାବଧାନତା ଯୋଗୁଁ ଚାଲିଗଲା ନବଜାତ ଶିଶୁର ଜୀବନ

ଜଗତସିଂହପୁର/ ଦିଲ୍ଲିପ ସାହୁ : ଆମ୍ବୁଲାନ୍ସ ଚାଲାକ ଅସାବଧାନତା ଯୋଗୁଁ ଚାଲିଗଲା ନବଜାତ ଶିଶୁର ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ । ଜଗତସିଂପୁର ଜିଲ୍ଲା ମଣ୍ଡାସାହି ନଛିପୁର ବାଲିସାହି ଗାଁର ରମେଶ ସେଠୀଙ୍କ ବୋହୁ ସାବିତ୍ରୀ ସେଠୀ ଗର୍ଭବତୀ ଥିଲେ।…
Read More...

କଟକ-ପାରାଦ୍ୱୀପ ରାସ୍ତାରେ ଦୁର୍ଘଟଣା : ତିନିଜଣ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି

ଜଗତସିଂହପୁର/ଦିଲ୍ଲିପ ସାହୁ : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା। ତିନିଜଣ ବାଇକ୍ ଆରୋହୀ ଗୁରୁତର ଆହତ।ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦ୍ୱୀପ ରାସ୍ତା ତେରମାଣପୁର ଗଡା ଠାରେ ଘଟିଛି ଦୁର୍ଘଟଣା।ସାଇଲୋ ପଞ୍ଚାୟତ ଛୋଟିବର ଗ୍ରାମର କ୍ରିର୍ଷ୍ଣା ସାହୁ ନିଜ ବାଇକରେ…
Read More...

ଆଶାକର୍ମୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ କଲେ ୪ ଯୁବକ

ପାରାଦୀପ : ଆଶାକର୍ମୀଙ୍କୁ ଅପହରଣ ସହିତ କରି ଗଣଦୁଷ୍କର୍ମ କଲେ ୪ ଯୁବକ ।  ଏ ଭଳି ଘଟଣା ଘଟିଛି ଜଗତସିଂହପୁରରେ । ପାରାଦୀପ ଏମ୍ପାୟାର୍ସ ହୋଟେଲ ନିକଟରୁ ଚାରିଜଣ ଯୁବକ ଏକ କାରରେ ଉକ୍ତ ଆଶାକର୍ମୀଙ୍କୁ ନେହେରୁବଙ୍ଗଳା ଅପହରଣ କରିନେଇଥିଲେ , ପରେ ସେଠାରେ ତାଙ୍କୁ ବଳାତ୍କାର କରିଥିବା ନେଇ…
Read More...