ସସପେଣ୍ଡ ହେଲେ ବଡଚଣା ଆଇଆଇସି,ଲକଡାଉନ ନିୟମ ଉଲଙ୍ଘନ କରିଥିଲେ
(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଲକଡାଉନ ନିୟମ ଉଲଙ୍ଘନ କରି ଚାକିରୀରୁ ବହିସ୍କୃତ ହେଲେ ଯାଜପୁର ଜିଲ୍ଲା ବଡ ଚଣା ଆଇଆଇସି ଦୀପକ କୁମାର ଜେନା । ଏ ନେଇ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି ପୋଲିସ ଡିଜିପି ଶ୍ରୀ ଅଭୟ ।
ସୁଚନାମୁତାବକ, କୋରୋନା ପାଇଁ ପୁରୀ ଶ୍ରୀମନ୍ଦିକୁ ଭକ୍ତଙ୍କ ପ୍ରବେଶ…
Read More...
Read More...