Browsing Tag

jagannath

ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ୪ଘଣ୍ଟା ବନ୍ଦ

(ମମତା ସାମଲ)ରିପୋର୍ଟସଟୁଡେ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନ ୪ଘଣ୍ଟା ବନ୍ଦ ରହିବ । ଅପରାହ୍ନ ୪ଟାରୁ ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ହେବ । ଦ୍ୱିପ୍ରହର ଧୂପ ପରେ ବନକଲାଗି ନୀତି ଆରମ୍ଭ ହେଉଥିବାରୁ ଦର୍ଶନ ବନ୍ଦ ରହିବ । ସାଧାରଣ ଦର୍ଶନ ବନ୍ଦ ରହିବା…
Read More...

ଶ୍ରୀ ମନ୍ଦିରରେ ବରାଦି ଭୋଗ ରଖିବା ପାଇଁ ପ୍ଲାଟଫର୍ମ ନିର୍ମାଣ କରାଯିବ

(ରିପୋର୍ଟସ ଟୁଡ଼େ): ପୁରୀ ଶ୍ରୀ ମନ୍ଦିରରେ ବରାଦି ଭୋଗ ବାହାରିବା ପରେ ତାକୁ ରଖିବା ନେଇ ଚିନ୍ତା ପ୍ରକଟ ହୋଇଛି । ତେଣୁ ବରାଦି ଭୋଗ ରଖିବା ପାଇଁ ଏକ ପ୍ଲାଟଫର୍ମ ନିର୍ମାଣ କରାଯିବ। କୋଇଲି ବୈକୁଣ୍ଠ ନିକଟ ସୁଆର ମହାସୁଆର ନିଯୋଗରେ ଗୃହ ନିକଟରେ ଏହି ପ୍ଲାଟଫର୍ମ ନିର୍ମାଣ କରିବାକୁ…
Read More...

ଆଜି ଶ୍ରୀ ଜିଉଙ୍କ ପଇତାଲାଗି ନୀତି , ୪ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ

(ରିପୋର୍ଟସ ଟୁଡ଼େ): ଆଜି ପଇତାଲାଗି ନୀତି ଅନୁଷ୍ଠିତ ହେବ । ଏନେଇ ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କିଛି ସମୟ ପାଇଁ ବନ୍ଦ ରହିବ । ଏଥି ନିମନ୍ତେ ଶ୍ରଦ୍ଧାଳୁମାନେ ୪ ଘଂଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ । ନୀତି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ…
Read More...