ଭୋଗମଣ୍ଡପ ନୀତିରେ ୩ ଘଣ୍ଟାରୁ ଅଧିକ ବିଳମ୍ବ, ଭକ୍ତ ହନ୍ତସନ୍ତ
ପୁରୀ: ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତିରେ ୩ ଘଣ୍ଟା ଊର୍ଦ୍ଧ୍ୱ ସମୟ ବିଳମ୍ବ ହେବାରୁ ଭକ୍ତମାନେ ହନ୍ତସନ୍ତ ହୋଇପଡ଼ିଛନ୍ତି। ଦ୍ବାଦଶୀ ଅବସରରେ ମହାପ୍ରସାଦ ପାଇବା ପାଇଁ ସକାଳୁଠାରୁ ଶ୍ରୀମନ୍ଦିର ପରିସରରେ ଭକ୍ତମାନଙ୍କ ଭିଡ଼ ଜମିଥିଲା। କିନ୍ତୁ ନୀତିରେ ବିଳମ୍ବ ହେବାରୁ ମହାପ୍ରସାଦ ବଣ୍ଟନ ମଧ୍ୟ…
Read More...
Read More...