Browsing Tag

ITISHREE SETHI

ପରିବହନ ଗାଡିରେ ଲାଗିବ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇଜ

ଭୁବନେଶ୍ୱର: ପରିବହନ ଗାଡିରେ ଲାଗିବ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇଜ ବା ଭିଏଲଟିଡି। କଡାକଡି ହେବ ସେଣ୍ଟ୍ରାଲ ମୋଟର ଭେଇକିଲ ରୁଲ । ଯାତ୍ରୀଙ୍କ ନିରାପତ୍ତକୁ ଦୃଷ୍ଟିରେ ରଖି ଗାଡିରେ ଭିଏଲଟିଡ଼ି ଡିଭାଇସ୍ ଖଞ୍ଜିବା ବାଧ୍ୟତାମୂଳକ କରାଯାଇଛି। ଏନେଇ ରାଜ୍ୟ ପରିବହନ ଆୟୁକ୍ତଙ୍କ ପକ୍ଷରୁ ଏକ…
Read More...

ରାଜ୍ୟ ସରକାରଙ୍କ ଷ୍ଟାର୍ଟଅପ ବ୍ୟବସ୍ଥା ଜରିଆରେ ପିଲାଙ୍କୁ ଉଦ୍ୟୋଗୀ କରିବାକୁ ପ୍ରୟାସ

ଭୁବନେଶ୍ୱର: ଓଡିଆ ପିଲାଙ୍କୁ ଉଦ୍ୟୋଗୀ କରିବାକୁ ପ୍ରୟାସ । ରାଜ୍ୟ ସରକାରଙ୍କ ଷ୍ଟାର୍ଟଅପ ବ୍ୟବସ୍ଥା ଜରିଆରେ ଏପରି ଉଦ୍ୟମ କରାଯାଉଛି । ଆସନ୍ତା ୧୧ ତାରିଖରୁ ଷ୍ଟାର୍ଟଅପ ଭ୍ୟାନ କ୍ୟାମ୍ପ ଆରମ୍ଭ ହେବ । ଆଉ ଏହାକୁ ଶୁଭାରମ୍ଭ କରିିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏଥିରେ ୨୫ ହଜାର…
Read More...

ଚାଲିଛି ଭୋଟ୍ ଗଣନା: ବାହାରିବ ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: ସେପ୍ଟମ୍ବର ୫ ମଙ୍ଗଳବାର ଦିନ ୬ ରାଜ୍ୟର ୭ ବିଧାନସଭା ଆସନପାଇଁ ଭୋଟ୍ ଗ୍ରହଣ ହୋଇଥିବାବେଳେ ଆଜି ଉପନିର୍ବାଚନ ଫଳାଫଳ ଏହି ବାହାରିବ । ବିଜେପି ନେତୃତ୍ଵାଧୀନ ଏନଡିଏ ଓ ନବଗଠିତ ବିରୋଧୀ ମେଣ୍ଟ ଇଣ୍ଡିଆ ମଧ୍ୟରେ ଏହା ପ୍ରଥମ ନିର୍ବାଚନ ଲଢେଇ ହୋଇଥିବାବେଳେ କାହା ସପକ୍ଷରେ ଜନମତ…
Read More...

ଜୁଆ ଆଡ୍ଡା ଉପରେ ଚଢ଼ଉ : ୫ ଜୁଆଡି ଗିରଫ

ଗଞ୍ଜାମ/ ରଜନୀକାନ୍ତ ପାତ୍ର: ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଜୁଆଡି ମାନଙ୍କୁ ସାବାଡ କରିବାକୁ ହିଞ୍ଜିଳି ପୋଲିସ ସଜାଗ ହେବାକୁ ଲାଗିଲାଣି। ଆଜି ହିଞ୍ଜିଳି ଥାନା ଅନ୍ତର୍ଗତ ଘୋଡେ଼ଇଶୁଣି ମନ୍ଦିର ନିକଟରେ ଜୁଆ ଖେଳ ଚାଲୁଥିବା ସମୟରେ ହିଞ୍ଜିଳି ପୋଲିସ ଖବର ପାଇ ହିଞ୍ଜିଳି ଥାନା ଅଧିକାରୀ…
Read More...

ଜୟପୁରରେ ବଜ୍ରକାପ୍ତା ଡିଲ୍ ବେଳେ ୨ ଗିରଫ

ଜୟପୁର: ବଜ୍ରକାପ୍ତା ଡିଲ୍ ବେଳେ ୨ ଗିରଫ । ଏଭଳି ଘଟଣା ଘଟିଛି ଜୟପୁରରେ । ସାଧାରଣତଃ ବଜ୍ରକାପ୍ତାର ବହୁ ମୂଲ୍ୟ ହୋଇଥିବାବେଳେ ବହୁ ସମୟରେ ଏହାର ବିକ୍ରିର ଘଟଣା ସାମ୍ନାକୁ ଆସିଥାଏ । ତେବେ ପୁଣି ଏପରି ଡିଲର ଘଟଣା ସାମ୍ନାକୁ ଆସିଛି । ଡିଲ୍ ବେଳେ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି…
Read More...

ଅକ୍ଟୋବର ୪ ତାରିଖରୁ ଦଶମ ଷାଣ୍ମାସିକ ପରୀକ୍ଷା

ଓଡିଶା: ଅକ୍ଟୋବର ୪ ତାରିଖରୁ ଦଶମ ଷାଣ୍ମାସିକ ପରୀକ୍ଷା ହେବ । ଏନେଇ ଷାଣ୍ମାସିକ ପରୀକ୍ଷା ସୂଚୀ ଜାରି କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ । ପିଲାମାନେ ଦିନ ୧୦ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂ ଓ ସାଢେ ୧ଟାରୁ ୪ଟା ପର୍ଯ୍ୟନ୍ତ ଦିତୀୟ ସିଟିଂ ପରୀକ୍ଷା ହେବ । ୪ ତାରିଖ ପ୍ରଥମ ସିଟିଂରେ…
Read More...

ରୁଷ ପକ୍ଷରୁ ପୂର୍ବ ୟୁକ୍ରେନର ଗୋଟିଏ ଜନଗହଳୀପୂର୍ଣ୍ଣ ମାର୍କେଟ ଉପରେ ମିସାଇଲ ମାଡ଼ କରିଛି

ସରୁନି ରୁଷ-ୟୁକ୍ରେନ ଯୁଦ୍ଧ । ଦିର୍ଘ ଦେଢ଼ ବର୍ଷ ହେଲା ଏହି ଯୁଦ୍ଧ ଲାଗି ରହିଥିବାବେଳେ ପୁଣି ରୁଷ ଏବେ ୟୁକ୍ରେନର ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି। ଆଜି ରୁଷ ପକ୍ଷରୁ ପୂର୍ବ ୟୁକ୍ରେନର ଗୋଟିଏ ଜନଗହଳୀପୂର୍ଣ୍ଣ ମାର୍କେଟ ଉପରେ ମିସାଇଲ ମାଡ଼ କରିଛି। ଫଳରେ ଅନେକ ମୃତାହତ…
Read More...

ସେପ୍ଟେମ୍ବର ୨୦ ବୁଧବାର ଦିନ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ

ଓଡିଶା: ନୂଆଖାଇ ପାଇଁ ଧାର୍ଯ୍ୟ ହୋଇଛି ଲଗ୍ନ । ସେପ୍ଟେମ୍ବର ୨୦ ବୁଧବାର ଦିନ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ସକାଳ ୧୦ଟା ୨୭ରୁ ୧୦ଟା ୪୨ ମଧ୍ୟରେ ଶୁଭ ଲଗ୍ନ ରହିଥିବାବେଳେ ଏହି ଦିନ ମାଁ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗିହେବ । ବ୍ରହ୍ମପୁରା ପଣ୍ଡିତ ମହାସଭାରେ ରହି ଶୁଭ ଲଗ୍ନ…
Read More...

ଭୁବନେଶ୍ୱରର ଜଣେ ବ୍ୟବସାୟୀଙ୍କ ଘରୁ ଜବତ ହୋଇଛି ସୁନା ବିସ୍କୁଟ୍

ଭୁବନେଶ୍ୱର: ବେଆଇନ୍ ସୁନା ଚାଲାଣ ଘଟଣାରେ ଡିଆରଆଇକୁ ବଡ ସଫଳତା । ଭୁବନେଶ୍ୱରର ଜଣେ ବ୍ୟବସାୟୀଙ୍କ ଘରୁ ଏହି ବିସ୍କୁଟ୍ ଜବତ ହୋଇଛି । ଗତ ୨ ଦିନ ଧରି ବ୍ୟବସାୟୀଙ୍କ ଘରେ ରେଡ୍ ହୋଇଥିଲା । ରାଜଧାନୀ ଭୁବନେଶ୍ୱରରେ ଜବତ ହୋଇଛି ୨ କେଜି ୪୬୫ ଗ୍ରାମର ସୁନା ବା ପ୍ରାୟ ଅଢେଇ କିଲୋ ସୁନା…
Read More...

ଓଲଟିଲା ଯାତ୍ରୀବାହୀ ଡଙ୍ଗା: ୫ ଜଣ ବୁଡି ପ୍ରାଣ ହରାଇଥିବା ସୂଚନା

ବିହାର: କାଳ ହେଲା ଝଡତୋଫାନ । ଓଲଟିଲା ଯାତ୍ରୀବାହୀ ଡଙ୍ଗା । ଆଉ ବୁଡିଗଲେ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ । ଏମିତି ଅଘଟଣର ଚିତ୍ର ସାମ୍ନାକୁ ଆସିଛି ବିହାରର ଦରଭଙ୍ଗାରୁ । ବିହାର ଦରଭଙ୍ଗା ଜିଲ୍ଲାର କୁଶେଶ୍ୱରସ୍ଥାନ ପୂର୍ବ ପ୍ରଖଣ୍ଡ ଶହାପୁର ଅଞ୍ଚଳରେ ବୁଧବାର ଘଟିଛି ଏପରି ଅଘଟଣ । ଝାଝରା…
Read More...