Browsing Tag

IPS Officer

ଓଡ଼ିଶାର ରାଜ୍ୟପାଳଙ୍କ ପ୍ରଥମ ମହିଳା ADC ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍ ଅନନ୍ୟା ଅବସ୍ଥୀ

ଆଇପିଏସ୍ ଅଧିକାରୀ ଅନନ୍ୟା ଅବସ୍ଥୀ ଓଡ଼ିଶାର ରାଜ୍ୟପାଳଙ୍କ ପ୍ରଥମ ମହିଳା ଏଡ୍-ଡି-କ୍ୟାମ୍ପ (ADC) ଭାବେ ଦାୟିତ୍ୱ ଗ୍ରହଣ କରି ଏକ ଐତିହାସିକ ମାଇଲଖୁଣ୍ଟ ସୃଷ୍ଟି କରିଛନ୍ତି। IPS officer Ananya Awasthi ସଂଘର୍ଷରୁ ସଫଳତାର ଐତିହାସିକ ଯାତ୍ରା. ଭାରତୀୟ ପୁଲିସ ସେବା (IPS) ଅଧିକାରୀ…
Read More...

ବଦଳିଲେ IPS ଅଫିସର ଦୟାଲ ଗଙ୍ଗୱାର

ବଦଳିଲେ IPS ଅଫିସର ଦୟାଲ ଗଙ୍ଗୱାର। ADGP କମ୍ୟୁନିକେସନ ପଦରୁ ହଟିଲେ ଦୟାଲ ଗଙ୍ଗୱାର। ଗୃହ ବିଭାଗ OSD ଭାବେ ମିଳିଛି ନିଯୁକ୍ତି । ଓଡିଶାର କ୍ୟାଡରର ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ ଦୟାଲ ଗଙ୍ଗୱାର । ଦୟାଲ ଗଙ୍ଗୱାରଙ୍କ ବଦଳିର କାରଣ କଣ ତାହା ସରକାରୀ ଭାବେ କୁହାଯାଇନାହିଁ ।  ତେବେ…
Read More...

ବରିଷ୍ଠ ପୋଲିସ ଅଧିକାରୀଙ୍କ ପାଇଁ ଖୁସି ଖବର, ପଦୋନ୍ନତି ଦେଲେ ରାଜ୍ୟ ସରକାର

ଭୁବନେଶ୍ଵର: ବରିଷ୍ଠ ପୋଲିସ ଅଧିକାରୀଙ୍କ ପାଇଁ ଖୁସି ଖବର। ପଦୋନ୍ନତି ଦେଲେ ରାଜ୍ୟ ସରକାର। କେନ୍ଦ୍ରୀୟ ଡେପ୍ୟୁଟେସନରେ ଥିବା ଆଇପିଏସ୍‍ ଅଧିକାରୀମାନେ ମଧ୍ୟ ପଦୋନ୍ନତି ହାସଲ କରିଛନ୍ତି ।IPS ସତ୍ୟଜିତ ନାୟକ, IPS ଉମାଶଙ୍କର ଦାସଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ସେହିପରି…
Read More...

କେନ୍ଦ୍ରକୁ ଡେପୁଟେଶନରେ ଯିବେ ରବି କାନ୍ତ ଓ ମିତ୍ରଭାନୁ ମହାପାତ୍ର

ଭୁବନେଶ୍ୱର-: କେନ୍ଦ୍ରକୁ ଡେପୁଟେଶନରେ ଯିବେ ଆଉ ୨ ବରିଷ୍ଠ ଆଇପିଏସ୍‌ ଅଫିସର। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ନୋଟିସ ଜାରି ହୋଇଛି । ୧୯୯୮ ବ୍ୟାଚ୍ ଆଇପିଏସ୍‌ ଅଧିକାରୀ ରବି କାନ୍ତ ଡେପୁଟେସନରେ ଯାଇ ବିଏସ୍‌ଏଫ୍‌ ଇନ୍ ସ୍ପେକ୍ଟର ଜେନେରାଲ ଆଇଜି ଭାବେ ଯୋଗଦେବେ । ଆଇପିଏସ୍‌…
Read More...

ଠକାମୀର ଶିକାର ହେଲେ ଆଇପିଏସ, ଗୋଟିଏ ଦୋସା ଖାଇ ଗଣିଲେ ଦୁଇଟି ଦୋସାର ପଇସା

ବ୍ୟୁରୋ: ଠକାମୀର ଶିକାର ହେଲେ ଆଇପିଏସ । ରେଷ୍ଟୁରାରେ ଗୋଟିଏ ଦୋସା ଖାଇଲେ, କିନ୍ତୁ ପାଖକୁ ଆସିଲା ଦୁଇଟି ଦୋସାର ବିଲ । ଯାହାକୁ ଦେଖିବା ପାରେ ଚକିତ ହୋଇଗଲେ ଆଇପିଏସ ଅଫିସର ଅରୁଣ ବୋଥ୍ରା । ତେବେ ଗୋଟିଏ ଦୋସା ଖାଇ ଦୁଇଟି ଦୋସାର ବିଲ ଦେଇଥିବା ନିଜେ ଟ୍ୱିଟ କରିଛନ୍ତି ଅରୁଣ ବୋଥ୍ରା । ସେ…
Read More...