କରୋନା ପାଇଁ ମାସ୍କ ପିନ୍ଧିବା ଓ ସାବୁନରେ ବାରମ୍ବାର ହାତ ଧୋଇବାକୁ ମେଡିକାଲ ଆସୋସିଏସନର ପରାମର୍ଶ
ଭୁବନେଶ୍ୱର : କାୟା ମେଲାଉଛି କରୋନା । ଫେରିଛି ମାସ୍କ । କରୋନା ପାଇଁ ସତର୍କ କରାଇଲା ଇଣ୍ଡିଆନ ମେଡିକାଲ ଆସୋସିଏସନ୍ । ମାସ୍କ ପିନ୍ଧିବା ଓ ସାବୁନରେ ବାରମ୍ବାର ହାତ ଧୋଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଭିଡରୁ ଦୁରେଇ ରହିବା ସହ ବିଦେଶ ଯାତ୍ରା ଏଡାଇବାକୁ ଉପଦେଶ ମଧ୍ୟ ଦିଆଯାଇଛି ।…
Read More...
Read More...