Browsing Tag

indian-cricket-team

ଆଜିଠୁ ଆରମ୍ଭ ଭାରତ-ଶ୍ରୀଲଙ୍କା ଲଢେଇ

କଲମ୍ବୋ(ରିପୋର୍ଟର୍ସ ଟୁଡେ): ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ । ୧୩ ଜୁଲାଇରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ କୋରୋନା ପାଇଁ ବିଳମ୍ବରେ ଆରମ୍ଭ ହେଉଛି। ଗୋଟିଏ ପଟେ ଶିଖର ଧୱନଙ୍କ ନେତୃତ୍ଵାଧୀନ ଭାରତ ଦଳ ସୁସଜ୍ଜିତ ହୋଇ ଥିବାବେଳେ ଅନ୍ୟ ପଟେ…
Read More...

କୋରୋନାରେ ଭାରତୀୟ ଖେଳାଳୀ

ଲଣ୍ଡନ(ରିପୋର୍ଟର୍ସ ଟୁଡେ): ଭାରତ-ଇଂଲଣ୍ଡ ସିରିଜ ପୂର୍ବରୁ ଭାରତୀୟ ଦଳର ଜଣେ ଖେଳାଳୀ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ ଆକ୍ରାନ୍ତ ହୋଇଥିବା ଖେଳାଳୀଙ୍କ ନାମ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । କିନ୍ତୁ ଏବେ ସେ ଇଂଲଣ୍ଡରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ହୋମ…
Read More...

ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କ ପରଲୋକ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ଭାରତର ପୂର୍ବତନ କ୍ରିକେଟର ତଥା ୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟ ଯଶପାଲ ବର୍ମାଙ୍କର ହୃଦଘାତରେ ଦେହାନ୍ତ ହୋଇଛି । ମାତ୍ର ୬୬ ବର୍ଷ ବୟସରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁରେ ଭାରତୀୟ କ୍ରିକେଟ ଜଗତରେ ଖେଳିଯାଇଛି ଶୋକର ଛାୟା । ୧୯୫୪…
Read More...

ଭାରତ-ଶ୍ରୀଲଙ୍କା ସିରିଜ ବ୍ୟାଘାତ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ଆସନ୍ତା ୧୩ରେ ହେବାକୁ ତିବା ଭାରତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଲାଗିଲା ବ୍ରେକ । ପୁଣି ସିରିଜ ଉପରେ କାରୋନାର ପ୍ରଭାବ ଦେଖାଦେଇଛି । କୋରୋନାରେ ଶ୍ରୀଲଙ୍କାର କିଛି ସଦସ୍ୟ ଆକ୍ରାନ୍ତ ହୋଇଥିବାରୁ ଏହି ସିରିଜର କାର୍ଯ୍ୟସୂଚୀରେ ଆସିଛି ପରିବର୍ତ୍ତନ…
Read More...

କ୍ୱାରାଣ୍ଟାଇନ ପରେ ପ୍ରାକ୍ଟିସ ଆରମ୍ଭ କଲା ଟିମ ଇଣ୍ଡିଆ

କଲମ୍ବୋ(ରିପୋର୍ଟର୍ସ ଟୁଡେ): ଆସନ୍ତା ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଯାଉଛି ଭାରତ ଶ୍ରୀଲଙ୍କା ସିରିଜ । ଶିଖର ଧୱନଙ୍କ ଅଧିନାୟକତ୍ୱରେ ଦଳ ପ୍ରସ୍ତୁତ ହୋଇଛି ଶ୍ରୀଲଙ୍କା ବପକ୍ଷରେ ଲଢେଇ କରିବା ପାଇଁ । ସେଥିପାଇଁ ଭାରତୀୟ ଦଳ ଅଭ୍ୟାସ ମଧ୍ୟ ଆରମ୍ଭ ମଧ୍ୟ କରିଦେଇଛି । ବାଧ୍ୟତାମୂଳକ…
Read More...

ଭାରତୀୟ କ୍ରିକେଟ ଏବେ ଅନିୟନ୍ତ୍ରିତ – ସୌରଭ ଗାଙ୍ଗୁଲି

(ରିପୋର୍ଟସ ଟୁଡ଼େ): ଭାରତୀୟ କ୍ରିକେଟ ଏବେ ଅନିୟନ୍ତ୍ରିତ । ଦ୍ୱନ୍ଦ୍ୱରେ ରହି ବିସିସିଆଇ ନିଷ୍ପତ୍ତି ନେଉଛି । ସିଇଓଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯ୍ୟାତନା ଅଭିଯୋଗ ମାମଲାରେ ଦୁଇ ଜଣ ସଦସ୍ୟ ବିଶିଷ୍ଟ ପ୍ରଶାସନିକ ସମିତି (ସିଓଏ)ରେ ମତଭେଦ ରହିଛି। ଏହି ମାମଲାକୁ ସମିତି ଯେଉଁଭଳି ଭଳି ଭାବେ…
Read More...