Browsing Tag

India

ବିଜୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ବିସିସିଆଇ ଘୋଷଣା କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଚେନ୍ନାଇ ଟେଷ୍ଟରେ ଟିମ୍ ଇଣ୍ଡିଆର ବିଜୟ ହୋଇଛି | ଏହାରି ମଧ୍ୟରେ କାନପୁରରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି। ଭାରତର ବିଜୟ ପରେ ତୁରନ୍ତ ଦ୍ୱିତୀୟ ଟେଷ୍ଟ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି। ପ୍ରକାଶ ଯେ, ଭାରତ ଏବଂ…
Read More...

ଚେନ୍ନାଇ ଟେଷ୍ଟରେ ଅଶ୍ୱିନୀଙ୍କ ଡବଲ୍‌ ଧମାକା ସହ ୨୮୦ ରନ୍‌ରେ ହାରିଲା ବାଂଲାଦେଶ

ଚେନ୍ନାଇ : ଭାରତ ଜିତିଲା ପ୍ରଥମ ଟେଷ୍ଟ | ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଚେନ୍ନାଇ ଟେଷ୍ଟରେ ଅଶ୍ୱିନୀଙ୍କ ଡବଲ୍‌ ଧମାକା ସହ ୨୮୦ ରନ୍‌ରେ ହାରିଲା ବାଂଲାଦେଶ | ଫଳରେ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳରେ ଭାରତ ୧-୦ରେ ଆଗୁଆ ହୋଇଛି। ତେବେ ପ୍ରଥମେ ଟସ ଜିତି…
Read More...

ଶୁଭମନ ଗିଲ ଓ ରିଷବ ପନ୍ତଙ୍କ ଦମଦାର ଶତକ

ବ୍ୟୁରୋ : ଶୁଭମନ ଗିଲ ଓ ରିଷବ ପନ୍ତଙ୍କ ଦମଦାର ଶତକ । ବିଜୟର ଦ୍ବାରଦେଶରେ ଟିମ ଇଣ୍ଡିଆ । ଜିତିବାକୁ ଭାରତକୁ ଦରକାର ଆଉ ୬ ୱିକେଟ । ବାଂଲାଦେଶକୁ ବିଜୟ ପାଇଁ ଆବଶ୍ୟକ ୩୫୭ । ଚେନ୍ନାଇରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ହୋଇଛି । ପାଖାପାଖି ୬୩୪ ଦିନ ପରେ ଟେଷ୍ଟ୍…
Read More...

ମହିଳା T-20 ବିଶ୍ୱକପ: ଭାରତ ଏବଂ ପାକିସ୍ଥାନ ମଧ୍ୟରେ କେଉଁ ଦିନ ହେବ ଲଢେଇ

ନୂଆଦିଲ୍ଲୀ: 3 ଅକ୍ଟୋବରରୁ ମହିଳା ଟି -20 ବିଶ୍ୱକପ 2024 ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ବାଂଲାଦେଶ ଏବଂ ସ୍କଟଲ୍ୟାଣ୍ଡ ମଧ୍ୟରେ ଶାରଜାଠାରେ ଖେଳାଯିବ। ଏହି ପୁରା ଟୁର୍ଣ୍ଣାମେଣ୍ଟ ୟୁଏଇରେ ଖେଳାଯିବ। ଭାରତୀୟ ମହିଳା ଦଳର ପ୍ରଥମ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହେବ।…
Read More...

ରାତି ଅଧରେ ଦିଅରଙ୍କୁ ସ୍ନେହରେ ଡାକିଲେ ଭାଉଜ, ଆଉ ତା ପରେ କିଛି ଏପରି କଲା ଯାହା ଶୁଣିଲେ ଆପଣ ବି ହୋଇଯିବେ ଅବାକ

ସିଦ୍ଧି: ରାତିଅଧରେ ଦିଅରଙ୍କୁ ସ୍ନେହରେ ଡାକିଲେ ଭାଉଜ | ଆଉ ତା ପରେ କିଛି ଏପରି କଲା ଯାହା ଶୁଣିଲେ ଆପଣ ବି ହୋଇଯିବେ ଅବାକ | ଭାଉଜର ଏଭଳି କାଣ୍ଡ ପରେ ଚିଲ୍ଲାଇ ଚିଲ୍ଲାଇ ଦୌଡିଲା ଦିଅର | ମଧ୍ୟପ୍ରଦେଶରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ସିଦ୍ଧି ଜିଲାରେ ଜଣେ ଭାଉଜ ତାଙ୍କ ଦିଅରଙ୍କ…
Read More...

ଡାଟା ଚୋରି କରୁଛି ଟେଲିଗ୍ରାମ! ପ୍ରମାଣିତ ହେଲେ ଭାରତରେ ହେବ ବ୍ୟାନ୍‌…

ନୂଆଦିଲ୍ଲୀ : ବଢୁଛି ଟେଲିଗ୍ରାମ ମେସେଜିଂ ଆପର ଅଡୁଆ | ଡାଟା ଚୋରି ଅଭିଯୋଗରେ ଭାରତରେ ହୋଇପାରେ ବ୍ୟାନ୍‌ | ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ମେସେଜିଂ ଆପ୍ ଉପରେ ଭାରତ ସରକାର ଯାଞ୍ଚ କରୁଛନ୍ତି । ଟେଲିଗ୍ରାମର ସିଇଓ ପାୱେଲ୍ ଡୁରୋବ ଡାଟା ଚୋରି କିମ୍ବା ଜୁଆ କାରବାରରେ ଆପ୍ ଜଡ଼ିତ…
Read More...

ସେଦିନ ରାତିରେ ସେମିନାର୍ ହଲ୍‌କୁ ଯାଇନଥିଲେ ସଞ୍ଜୟଙ୍କ ବ୍ୟତୀତ ଆଉ ୪ ଜଣ!

ଧୀରେ ଧୀରେ ଖୋଲୁଛି ଗୁମର | ସାମ୍ନାକୁ ଆସୁଛି କୋଲକାତା RG କର ମେଡିକାଲ କଲେଜ ବିରୋଧରେ ଚାଞ୍ଚଲ୍ୟକର ତଥ୍ୟ । ଏହାରିଭିତରେ ସାମ୍ନାକୁ ଆସିଛି କୋଲକାତା ଲଜ୍ଜାର ବଡ଼ ପ୍ରମାଣ । ଏହି ସମୟରେ ଅଗଷ୍ଟ ୯ ତାରିଖ ରାତିରୁ ସିସିଟିଭି ଫୁଟେଜ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ…
Read More...

ଶିଖର ଧୱନଙ୍କ କ୍ରିକେଟ ଯାତ୍ରାରେ ପଡିଲା ପୂର୍ଣ୍ଣଚ୍ଛେଦ, କ୍ରିକେଟରୁ ଅବସର ଘୋଷଣା କଲେ ଧୱନ

ନୂଆଦିଲ୍ଲୀ : ଶିଖର ଧୱନଙ୍କ କ୍ରିକେଟ ଯାତ୍ରାରେ ପଡିଲା ପୂର୍ଣ୍ଣଚ୍ଛେଦ | ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଧୱନ | ଆଜି ସକାଳୁ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଧୱନ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ନେଇଥିବା ନେଇ ଘୋଷଣା କରିଛନ୍ତି। କ୍ରିକେଟର କୌଣସି ବି…
Read More...

ଲୋକସେବା ଭବନରେ ଭାରତୀୟ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଆଜି ଓଡିଶା ଆସିଛନ୍ତି ଭାରତୀୟ ହକି ଦଳର ଖେଳାଳି | ପ୍ୟାରିସ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଅଣିଥିବାରୁ ଓଡ଼ିଶାରେ ସେମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି | ଭୁବନେଶ୍ୱରରେ ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଭୁବନେଶ୍ୱର…
Read More...

ମୃତ୍ୟୁକୁ ଆତ୍ମହତ୍ୟାର ରୂପଦେବା ପ୍ରଚେଷ୍ଟାକୁ ଓ ପୀଡିତାଙ୍କ ପରିବାରକୁ ବିଳମ୍ବରେ ଶବ ଦେଖାଇବା ନେଇ ପ୍ରଶ୍ନ କଲେ…

ନୂଆଦିଲ୍ଲୀ: କୋଲକାତାରେ ଡାକ୍ତରଙ୍କୁ ରେପ ଓ ମର୍ଡର ଘଟଣାରେ ଚାଲିଛି ଷ୍ଟାଟସ ରିପୋର୍ଟ ତଲବ । ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ସୁପ୍ରିମ କୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ । ଗୁରୁବାର ସୁଦ୍ଧା ଷ୍ଟାଟସ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ ହୋଇଛି । ଏଥିସହ ଘଟଣାର ବହୁ ବିଳମ୍ବରେ…
Read More...