Browsing Tag

IND vs SA T20

ସିରିଜ୍ କବଜା କଲା ଭାରତ, ୩୦ ରନରେ ହାରିଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ: ଭାରତ ପଞ୍ଚମ T-20 ମ୍ୟାଚ୍ 30 ରନରେ ଜିତିନେଇଛି । ଏହାସହିତ ଟିମ୍ ଇଣ୍ଡିଆ, ଦକ୍ଷିଣ ଆଫ୍ରିକାକୁ 3-1ରେ ପରାସ୍ତ କରି ଲଗାତାର ସପ୍ତମ ଟି-20 ସିରିଜ୍ ଜିତିଛି । ଆଜି(ଶୁକ୍ରବାର) ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି…
Read More...

ଟସ୍ ଜିତିଲା ଦକ୍ଷିଣ ଆଫ୍ରିକା, ବ୍ୟାଟିଂ କରିବ ଭାରତ

ଅହମ୍ମଦାବାଦ: ଅହମ୍ମଦାବାଦରେ ଅନୁଷ୍ଠିତ ୫ମ ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ଦକ୍ଷିଣ ଆଫ୍ରିକା ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ୪ର୍ଥ ମ୍ୟାଚ ଘନ କୁହୁଡ଼ି ଯୋଗୁ ବାତିଲ ହୋଇଯାଇଥିଲା।…
Read More...

ଘନ କୁହୁଡି ସାଜିଲା ବାଧକ, IND vs SA ଚତୁର୍ଥ ଟି୨୦ ବାତିଲ୍

ନୂଆଦିଲ୍ଲୀ: ,ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ T20 ସିରିଜର ଚତୁର୍ଥ ମ୍ୟାଚ୍ ଆଜି ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବାର ଥିଲା । ମାତ୍ର ବର୍ତ୍ତମାନ ମିଳିଥିବା ଖବର ମୁତାବକ ଆଜିର ମ୍ୟାଚକୁ ବାତିଲ କରାଯାଇଛି । ଟିମ୍…
Read More...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ T-20, ୨-୧ରେ ଆଗୁଆ ଭାରତ

ନୂଆଦିଲ୍ଲୀ: ଆଜି ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ T-20 । ଆଗୁଆ ସିରିଜ୍ କବଜା ଲକ୍ଷ୍ୟରେ ସୂର୍ଯ୍ୟ ସେନା । ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ଭାରତ । ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରି ନପାରେ ଭାରତ । ପରାଜୟରେ ବ୍ରେକ୍ ଲଗାଇବାକୁ ଦମ୍ ଖଟାଇବ ଦକ୍ଷିଣ ଆଫ୍ରିକା ।…
Read More...

ଗୌତମ ଗମ୍ଭୀର ଏବଂ ପାଣ୍ଡ୍ୟାଙ୍କ ମଧ୍ୟରେ ଖିଟପିଟ୍, ଭାଇରାଲ ହେଉଛି ଭିଡ଼ିଓ

ନୂଆଦିଲ୍ଲୀ: ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ୧-୧ରେ ବରାବର ରହିଛି। ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚ୍ ୯ ୱିକେଟରେ ଜିତିଥିଲା, କିନ୍ତୁ ମୁଲାନପୁରରେ ଦକ୍ଷିଣ ଆଫ୍ରିକା ଦଳ ୫୧ ରନର ବଡ଼ ବିଜୟ ସହିତ ପୁନରାଗମନ କରିଥିଲା। ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତର ପରାଜୟ ପରେ, ହାର୍ଦ୍ଦିକ…
Read More...

ବାରବାଟୀରେ ଭାରତର ଆକର୍ଷଣୀୟ ବିଜୟ, ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ

କଟକ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧମାକାଦାର ଅର୍ଦ୍ଧଶତକ ଏବଂ ତା’ପରେ ଘାତକ ବୋଲିଂ ଯୋଗୁଁ ଟିମ୍ ଇଣ୍ଡିଆ ପ୍ରଥମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନ୍ ରେ ପରାସ୍ତ କରିପାରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଟସ୍ ହାରିବା ପରେ ପ୍ରଥମେ…
Read More...