Browsing Tag

IND vs NZ

ଅହମଦାବାଦ୍ ଷ୍ଟାଡିୟମରେ ଇତିହାସ ରଚିଲା ଭାରତ, ହେଲା ବିଶ୍ଵ ବିଜୟୀ

ଗୁଜୁରାଟ: ଅହମଦାବାଦରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍ ଫାଇନାଲରେ ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ ଅସାଧାରଣ ପ୍ରଦର୍ଶନ କରି ଦେଶର କୋଟିକୋଟି କ୍ରୀଡାପ୍ରେମୀଙ୍କ ହୃଦୟ ଜିତିଛି। ଷ୍ଟାଡିୟମରେ ଉପସ୍ଥିତ ଲକ୍ଷାଧିକ ଦର୍ଶକ ଯୁବ ଭାରତୀୟ ଖେଳାଳିମାନଙ୍କ ଖେଳ ଦେଖି ଉତ୍ସାହିତ ହୋଇଥିବାବେଳେ ଜମ୍ମୁ…
Read More...

ଫିକା ପଡିଗଲେ ଯାଦବ, ୦ରେ ହେଲେ ଆଉଟ୍, ନ୍ୟୁଜିଲାଣ୍ଡକୁ ୨୫୬ ରନ୍‌ର ବିଶାଳ ଲକ୍ଷ୍ୟ ଦେଲା ଭାରତ

ଗୁଜୁରାଟ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପରିଚାଳିତ ଟ୍ୱେଣ୍ଟି–୨୦ ବିଶ୍ୱକପ୍ ୨୦୨୬ର ଫାଇନାଲ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ଦର୍ଶକ ଓ କ୍ରିକେଟ୍ ପ୍ରେମୀଙ୍କ ହୃଦୟ ଜିତିଛନ୍ତି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତୀୟ ଦଳ ବିସ୍ଫୋରକ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦…
Read More...

ଭାରତ ବନାମ ନ୍ୟୁଜିଲାଣ୍ଡ ଟି୨୦ ବିଶ୍ୱକପ୍ ଫାଇନାଲ୍: ସୁପର ସଣ୍ଡେରେ ସୁପର୍ ଫାଇଟ୍

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ୍ ଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ। ସୁପର ସଣ୍ଡେରେ ହେବାକୁ ଥିବା ଏହି ମହାମୁକାବିଲାକୁ ନେଇ କ୍ରିକେଟ୍ ପ୍ରେମୀମାନଙ୍କ ମଧ୍ୟରେ ଭାରୀ ଉତ୍ସାହ ଦେଖାଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍…
Read More...

୪୬ ରନରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ୪-୧ରେ ଟି-୨୦ ସିରିଜ୍ କବଜା କଲା

ତିରୁବନନ୍ତପୁରମ: ପଞ୍ଚମ ଟି-୨୦ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ୪୬ ରନରେ ପରାସ୍ତ କରି ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌କୁ ୪-୧ରେ କବଜା କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ୨୦ ଓଭରରେ ୫ ୱିକେଟ୍ ହରାଇ ୨୭୧ ରନର ବିଶାଳ ସ୍କୋର କରିଥିଲା। ଏହା ଟି-୨୦…
Read More...

ଅନ୍ତିମ ଟି ଟ୍ବେଣ୍ଟି: ଭାରତର ୨୭୧ ରନ୍‌ର ବିଶାଳ ସ୍କୋର

କେରଳ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପଞ୍ଚମ ଟି-୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବ୍ୟାଟିଂରେ ଜବରଦସ୍ତ ପ୍ରଦର୍ଶନ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୫ ୱିକେଟ୍‌ ହାରାଇ ୨୭୧ ରନ୍‌ ସଂଗ୍ରହ କରିଛି। ଏହା ଟି-୨୦ ଆନ୍ତର୍ଜାତୀୟରେ ଭାରତର ତୃତୀୟ ସର୍ବାଧିକ…
Read More...

୫ମ ଟି-୨୦ ପୂର୍ବରୁ ବଦଳିପାରେ ପ୍ଲେଇଂ-୧୧, ଇଶାନ-ସାମସନ୍ ମଧ୍ୟରେ ସସ୍ପେନ୍ସ…

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ତିରୁଅନନ୍ତପୁରମରେ ହେବାକୁ ଥିବା ଏହି ମ୍ୟାଚ୍‌କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଜୋରଦାର ଉତ୍ସାହ ଦେଖାଯାଉଛି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ…
Read More...

ଭାରତ-ନ୍ୟୁଜିଲାଣ୍ଡ ଅନ୍ତିମ ଟି-୨୦, ଏହି ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର

ଥିରୁଅନନ୍ତପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଅନ୍ତିମ ଟି-୨୦ ମ୍ୟାଚ୍ ଖେଳାଯିବ। କେରଳର ଥିରୁଅନନ୍ତପୁରମରେ ରାତି ୭ଟାରୁ ମ୍ୟାଚ୍ ଆରମ୍ଭ ହେବ। ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ବର୍ତ୍ତମାନ ୩-୧ରେ ଆଗୁଆ ରହିଛି। ଯଦିଓ ସିରିଜ ଭାରତ ଜିତି ସାରିଛି, ତଥାପି ଶେଷ ମ୍ୟାଚ୍ ଜିତି…
Read More...

ଚତୁର୍ଥ ଟି-20: ଟିମ୍ ସିଫର୍ଟଙ୍କ ତୁଫାନି ଅର୍ଧଶତକ, ଭାରତ ବିରୋଧରେ ନ୍ୟୁଜିଲ୍ୟାଣ୍ଡ 215 ରନ୍

ଆନ୍ଧ୍ରପ୍ରଦେଶ: ବିଶାଖାପଟ୍ଟନାରେ ଖେଳାଯାଉଥିବା ଚତୁର୍ଥ ଟି-20 ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି 215 ରନ୍‌ର ବିଶାଳ ସ୍କୋର ଗଢ଼ିଛି। ଟସ୍ ଜିତି ଭାରତୀୟ ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ କୀୱି ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ଭାରି ଚାପରେ…
Read More...

ଟସ ଜିତିଲା ଭାରତ, ବୋଲିଂ କରିବାକୁ ନେଲା ନିଷ୍ପତ୍ତି

Andhra Pradesh: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଚତୁର୍ଥ ମ୍ୟାଚ୍ ଆଜି ବିଶାଖାପାଟଣାର ACA–VDCA କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।…
Read More...

IND vs NZ 4th T20I: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ, ବୁମରାହ–ଶ୍ରେୟସ ମିଳିପାରେ ସୁଯୋଗ

ବିଶାଖାପଟଣା: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍ ବୁଧବାର, ଜାନୁଆରୀ ୨୮ ତାରିଖରେ ଆନ୍ଧ୍ର ପ୍ରଦେଶର ACA-VDCA କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ତିନୋଟି ମ୍ୟାଚ୍ ଜିତି ଭାରତ ଆଗୁଆ ଭାବେ ସିରିଜ ଦାଖଲ କରିସାରିଥିବା ବେଳେ, ପରବର୍ତ୍ତୀ ଦୁଇଟି ମ୍ୟାଚ୍ ୨୦୨୬…
Read More...