Browsing Tag

ICC

୩୭ତମ ଜନ୍ମଦିନ ପାଳୁଛନ୍ତି ବିରାଟ କୋହଲି

କ୍ରିକେଟର କଥା ଆସିଲେ ଯେଉଁ କେତେଜଣ ଆଗଧାଡିର ଖେଳାଳୀଙ୍କ ନାଁ ଆସେ ଯେଉଁମାନେ କ୍ରିକେଟକୁ ଏକ ନୂଆ ରୂପ ଦେଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିରାଟ କୋହଲି । ଆଜି ସେ ନିଜର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କୁ କେବଳ ଭାରତର ନୁହେଁ, ପୁରା ବିଶକବର ଜଣେ ସଫଳ ଖେଳାଳୀ ଭାବେ…
Read More...

ସେପ୍ଟେମ୍ବର ୩୦ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ପାଇଁ…

ନୂଆଦିଲ୍ଲୀ-: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆନୁଷ୍ଠାନିକ ଭାବରେ ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ପାଇଁ ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି, ଯାହା ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ସେପ୍ଟେମ୍ବର ୩୦ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି।…
Read More...

ଦକ୍ଷିଣ ଆଫ୍ରିକାର ଷ୍ଟାର୍ ୱିକେଟ୍ କିପର ବ୍ୟାଟର ହେନରିକ୍ କ୍ଲାସେନ ଇଣ୍ଟରନ୍ୟାସନାଲ୍ କ୍ରିକେଟରରୁ ସନ୍ନ୍ୟାସ…

ଦକ୍ଷିଣ ଆଫ୍ରିକା-: ଦକ୍ଷିଣ ଆଫ୍ରିକାର ଷ୍ଟାର୍ ୱିକେଟ୍ କିପର ବ୍ୟାଟର ହେନରିକ୍ କ୍ଲାସେନ ଇଣ୍ଟରନ୍ୟାସନାଲ୍ କ୍ରିକେଟରରୁ ସନ୍ନ୍ୟାସ ନେଇଛନ୍ତି । ଏନେଇ କ୍ଲାସେନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏହି ଘୋଷଣା କରିଛନ୍ତି । ୩୩ ବର୍ଷୀୟ କ୍ଲାସେନ ଇନଷ୍ଟାଗ୍ରାମରେ ନିଜ ପରିବାର ସହିତ ଫଟୋ…
Read More...

ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ସେହବାଗ, ଏଦୁଲଜି, ଡି’ସିଲ୍‌ଭା

ନୂଆଦିଲ୍ଲୀ : ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନ ପାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍‌ ଡାଏନା ଏଦୁଲଜି, ବୀରେନ୍ଦ୍ର ସେହବାଗ ଓ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍‌ ଅରବିନ୍ଦ ଡି’ସିଲ୍‌ଭା। ଏହି ତିନିଜଣଙ୍କୁ ମୁମ୍ବାଇରେ ଆଇସିସି ପକ୍ଷରୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯିବ। ବୁଧବାର…
Read More...

‘ଟସ୍’ ଜିତିବା ପରେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛ ଶ୍ରୀଲଙ୍କା

ନୂଆଦିଲ୍ଲୀ: ଆଇସିସି’ କ୍ରିକେଟ୍ ବିଶ୍ବକପ୍ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ରେ  ‘ଟସ୍’ ଜିତିବା ପରେ ଶ୍ରୀଲଙ୍କା ଟିମ୍ର ଅଧିନାୟକ କୁଶଳ ମେଣ୍ଡିସ୍ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମ୍ୟାଚ ଟି ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ଇକାନା…
Read More...

ଆଇସିସିର ନୂଆ ବିତ୍ତୀୟ ମଡେଲ: ବିସିସିଆଇର ବାର୍ଷିକ ଆୟ ହେବ ୨୩୦ ମିଲିଅନ୍ ଡଲାର

ମୁମ୍ବାଇ: ଆନ୍ତର୍ଜାତିକ କ୍ରିକେଟ୍ ପରିଷଦଠାରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡକୁ ମିଳିବାକୁ ଥିବା ରାଜସ୍ବରେ ୭୨ ପ୍ରତିଶତ ବୃଦ୍ଧି ହୋଇଛି। ଆଇସିସିର ନୂଆ ବିତ୍ତୀୟ ମଡେଲ୍ ଅନୁସାରେ ବର୍ଷ ୨୦୨୪ ରୁ ୨୦୨୭ ମଧ୍ୟରେ ବର୍ଷକୁ ୬୦୦ ମିଲିଅନ୍ ଡଲାରରୁ ବିସିସିଆଇ ୩୮.୫ ପ୍ରତିଶତ ଅର୍ଥ…
Read More...

ଆଇସିସି ଇଭେଣ୍ଟରେ ପୁରୁଷ ଏବଂ ମହିଳା ଟିମକୁ ମିଳିବ ସମାନ ପୁରଷ୍କାର ରାଶି

ନୂଆଦିଲ୍ଲୀ: ପୁରୁଷ ଓ ମହିଳା କ୍ରିକେଟ୍ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଏକ ବଡ଼ ନିଷ୍ପତ୍ତି ନେଇଛି। ଏବେ ଆଇସିସି ଇଭେଣ୍ଟରେ ପୁରୁଷ ଓ ମହିଳା କ୍ରିକେଟ ଦଳକୁ ସମାନ ପୁରସ୍କାର ରାଶି ମିଳିବ। ଦକ୍ଷିଣ ଆଫ୍ରିକାର ଡର୍ବାନରେ ଆୟୋଜିତ ଆଇସିସି…
Read More...

ଆଇସିସି ସେୟାର କଲା ବିଶ୍ୱକପ ପୋଷ୍ଟର

ବିଶ୍ୱକପ ୨୦୨୩ ପାଇଁ ଆସିସ ରିଲିଜ କରିଛି ଆନିମେଟେଡ ପୋଷ୍ଟର । ଯେଉଁଥିରେ ୧୦ଟି ଟିମର ଅଧିନାୟକ ବିଶ୍ୱକପ୍ ଟ୍ରଫି ନିକଟରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ଟ୍ରଫି ସାମ୍ନାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ଅଧିନାୟକ ଜୋସ ବଟଲର ଏବଂ ପାଟ୍ କେମିନ୍ସ ନଜର ଆସିଛନ୍ତି ।…
Read More...

କେମିତି ବୁକ କରିବେ ୱାର୍ଲଡ କପ ଟିକେଟ ?

ନୂଆଦିଲ୍ଲୀ : ଆଇସିସି ବିଶ୍ୱକପ ୨୦୨୩ ପାଇଁ ଭାରତରେ ଆୟୋଜିତ ହେବାକୁ ଯାଉଛି | ଯାହାକୁ ନେଇ ଫୁଲ ଜୋସରେ ଅଛନ୍ତି ଫ୍ୟାନ୍ସ | ଟିକେଟ ପାଇବା ପାଇଁ ବ୍ୟାକୁଳ ହେଉଛନ୍ତି କ୍ରିକେଟ ପ୍ରେମୀ । ସେପଟେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୧୫ ତାରିଖରେ ମଇଦାନକୁ ଓହ୍ଲାଇବ…
Read More...

ଆଇସିସି ‘ଟି-୨୦ ଟିମ ଅଫ ଦି ଇଅର୍-୨୦୨୨’ ପାଇଁ ୩ ଭାରତୀୟ ଖେଳାଳି ସାମିଲ; ସ୍ଥାନ ପାଇଲେନି ବାବର

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି ପକ୍ଷରୁ ୨୦୨୨ର ଟି-୨୦ ଟିମ୍ ଅଫ୍ ଦି ଇୟର ପୁରସ୍କାରର ଘୋଷଣା ଆରମ୍ଭ ହୋଇସାରିଛି । ଏଥିରେ ଭାରତୀୟ ଟିମର ଦବଦବା ଦେଖିବାକୁ ମିଳିଛି । ଆଇସିସିର ଏହି ଟିମରେ ତିନି ଭାରତୀୟ ଖେଳାଳି ସାମିଲ ହୋଇଛନ୍ତି । ବିରାଟ କୋହଲି, ହାର୍ଦ୍ଦିକ…
Read More...