Browsing Tag

ICC

ଗଲା ଭିସା ଟେନସନ୍, ବିଶ୍ଵକପ୍ ପାଇଁ ଭାରତ ଆସିବେ ୪୨ ପାକିସ୍ତାନୀ

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ICC ପୁରୁଷ T20 ବିଶ୍ୱକପ୍ ୨୦୨୬ ଫେବୃଆରୀ ୭ରେ ଆରମ୍ଭ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟ ପୂର୍ବରୁ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଭିସା ସମ୍ବନ୍ଧୀୟ ସମସ୍ୟାର…
Read More...

ଘନେଇବାରେ ଲାଗିଛି ଆଇସିସି ଓ ବିସିବି ବିବାଦ ।

ନିକଟରେ ଆଇପିଏଲରୁ ବାଂଲାଦେଶୀ କ୍ରିକେଟ ଖେଳାଳି ମୁସ୍ତାଫିଜୁର ରେହେମାନଙ୍କୁ ବାଦ ଦିଆଯିବା ପରେ ଭାରତ ଓ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମଧ୍ୟରେ ଯେଉଁ ବିବାଦ ଆରମ୍ଭ ହୋଇଥିଲା, ତାହା ପରେ ଆଇସିସି ଓ ବିସିବି ବିବାଦକୁ ସଂପ୍ରସାରିତ ହୋଇଥିଲା। ଏସବୁ ମଧ୍ୟରେ ଖୋଦ୍ ବାଂଲାଦେଶ କ୍ରିକେଟ…
Read More...

ବାଂଲାଦେଶ କ୍ରିକେଟ୍ ବୋର୍ଡ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଶୁଣିଲାନି ଆଇସିସି ।

ଆଗାମୀ ଟି-୨୦ ବିଶ୍ୱକପ୍‌ରେ ବାଂଲାଦେଶ ସ୍ଥାନ ଚିହ୍ନଟକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ମଧ୍ୟରେ ପ୍ରତିବନ୍ଧକ ଲଢ଼େଇରେ ଫସି ରହିଥିବା ପରି ମନେ ହେଉଛି। ଆଉ ଏହାରି ମଧ୍ୟରେ ଭାରତରେ ଟି୨୦ବିଶ୍ୱକପ୍ ନଖେଳିବା ନେଇ…
Read More...

ବାଂଲାଦେଶ କ୍ରିକେଟ ବୋର୍ଡ (BCB)ର ଅନୁରୋଧକୁ ICCର ଖାରଜ

ବାଂଲାଦେଶ କ୍ରିକେଟ ବୋର୍ଡ (BCB)ର ଅନୁରୋଧକୁ ICCର ଖାରଜ। ଟି-ଟ୍ଵେଣ୍ଟି ବିଶ୍ଵକପ୍‌ ଖେଳିବାକୁ ବାଂଲାଦେଶକୁ ଭାରତ ଆସିବାକୁ ପଡ଼ିବ । ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ବୋର୍ଡ (BCB)ର ଆଗାମୀ T20 ବିଶ୍ୱକପ୍ ମ୍ୟାଚ୍ ଗୁଡ଼ିକୁ ଭାରତରୁ ବାଂଲାଦେଶକୁ ସ୍ଥାନାନ୍ତର…
Read More...

ଭାରତୀୟ ଖେଳାଳୀଙ୍କ ବିରୋଧରେ ଅଭିଯୋଗ କରିବେ ନକଭି

ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ୨୦୨୫ ମସିହାରେ ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲ୍ ପରେ ଭାରତୀୟ ୧୯ ବର୍ଷରୁ କମ୍ ଖେଳାଳିଙ୍କ ବିରୋଧରେ ଆଇସିସି ନିକଟରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିବାକୁ ଯୋଜନା କରୁଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ୍ ନକଭି,…
Read More...

ICC ନେଲା ବଡ଼ ଆକ୍ସନ, ତଣ୍ଡ ଗଣିବ ଭାରତୀୟ ଦଳ

ନୂଆଦିଲ୍ଲୀ: ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ODI ସିରିଜକୁ ୨-୧ରେ ଜିତି ନିଜ ନାଁରେ କରିଛି। ଭାରତ ସିରିଜର ପ୍ରଥମ ମ୍ୟାଚ୍ ୧୭ ରନରେ ଜିତିଛି। ତା’ପରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆରେ ଚାଲ ବଦଲାଇ ଦେଲା ଏବଂ ଚାରି ୱିକେଟରେ ମ୍ୟାଚ୍ ଜିତିଲା। ତା’ପରେ ଭାରତ ତୃତୀୟ ଏବଂ…
Read More...

ରୋହିତ ଶର୍ମାଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଦୁଇଥର ଟି୨୦ ବିଶ୍ବକପ ବିଜେତା ରୋହିତ ଶର୍ମାଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ । ରୋହିତ ଶର୍ମାଙ୍କୁ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବରେ ଘୋଷଣା କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ । ଜୟ ଶାହ କହିଛନ୍ତି…
Read More...

ଏସିଆ କପ ବିବାଦକୁ ନେଇ କାର୍ଯ୍ୟାନୁଷ୍ଠାନ ନେଲା ଆଇସିସି

ଦୁବାଇରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବୈଠକ ଆରମ୍ଭ ହୋଇଛି। ବୈଠକ ସମୟରେ ଏସିଆ କପ୍ ବିବାଦ ଉଠିଥିଲା। ଏହାପରେ ଆଇସିସି ପାକିସ୍ତାନୀ କ୍ରିକେଟରଙ୍କୁ ନୋଟିସ ଜାରି କରିଛି। ଏସିଆ କପ୍ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫାଇନାଲ ସମେତ ତିନୋଟି ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ ସମୟରେ…
Read More...

୩୭ତମ ଜନ୍ମଦିନ ପାଳୁଛନ୍ତି ବିରାଟ କୋହଲି

କ୍ରିକେଟର କଥା ଆସିଲେ ଯେଉଁ କେତେଜଣ ଆଗଧାଡିର ଖେଳାଳୀଙ୍କ ନାଁ ଆସେ ଯେଉଁମାନେ କ୍ରିକେଟକୁ ଏକ ନୂଆ ରୂପ ଦେଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିରାଟ କୋହଲି । ଆଜି ସେ ନିଜର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କୁ କେବଳ ଭାରତର ନୁହେଁ, ପୁରା ବିଶକବର ଜଣେ ସଫଳ ଖେଳାଳୀ ଭାବେ…
Read More...

ସେପ୍ଟେମ୍ବର ୩୦ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ପାଇଁ…

ନୂଆଦିଲ୍ଲୀ-: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆନୁଷ୍ଠାନିକ ଭାବରେ ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ପାଇଁ ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି, ଯାହା ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ସେପ୍ଟେମ୍ବର ୩୦ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି।…
Read More...