Browsing Tag

Hocky Worldcup

ଆଜି ହକି ମହାକୁମ୍ଭର ଉଦଘାଟନୀ

ଓଡିଶା : ବାରବାଟୀରେ ଯୋଡି ହେବ ହକି ବିଶ୍ୱକପର ଇତିହାସ । ବାରବାଟୀ ରଚିବ ଇତିହାସ । କ୍ରିକେଟ ଗଡରେ ହେବାକୁ ଯାଉଛି ହକି ମହାକୁମ୍ଭର ଉଦଘାଟନୀ ଉତ୍ସବ । ପୁରୁଷ ହକି ବିଶ୍ୱକପ ଉଦଘାଟନୀ ପାଈ ମୈଦାନ ପ୍ରସ୍ତୁତ । ଉଲ୍ଲାସ, ଉତ୍ସାହ ଓ ଉତ୍ସବର ମହାପର୍ବରେ କମ୍ପିବ ବାରବାଟୀ ଷ୍ଟାଡିୟମ।…
Read More...

ଆନ୍ତର୍ଜାତୀୟ ହକି ଫେଡେରେସନର ଅଂଶୀଦାର ହେଲା ଜେଏସଡବ୍ଲ୍ୟୁ

ଓଡିଶା : ଓଡିଶା ପୁରୁଷ ହକି ବିଶ୍ୱକପ ୨୦୨୩ରେ ଆନ୍ତର୍ଜାତୀୟ ହକି ଫେଡେରେସନ ଜେଏସଡବ୍ଲ୍ୟୁକୁ ବିଶ୍ୱକପ ଅଂଶୀଦାର ଭାବେ ଚୟନ କରିଛନ୍ତି । ଏହି ବିଶ୍ୱକପ ଭୁବନେଶ୍ୱର-ରାଉରକେଲା ସହରରେ ଖେଳାଯିବ । ଏହି କମ୍ପାନୀ ଭାରତରେ ଅଲମ୍ପିକ୍ସକୁ ସମର୍ଥନ କରିବା, ପ୍ରେରଣା ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟରେ…
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ହକି ବିଶ୍ୱକପ ଜିତିଲେ ହେବ ଟଙ୍କା ବର୍ଷା

ଓଡିଶା : ଭାରତୀୟ ହକି ଖେଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ହକି ବିଶ୍ବକପ୍ ଜିତିଲେ ପ୍ରତି ଖେଳାଳିଙ୍କୁ ମିଳିବ କୋଟିଏ ଟଙ୍କା । ପୁରସ୍କାର ରାଶି ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଭାରତୀୟ ହକି ଖେଳାଳିଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ରାଜ୍ୟ…
Read More...

FIH ଓଡିଶା ହକି ପୁରୁଷ ବିଶ୍ୱକପ; ସାରା ରାଜ୍ୟରେ ଆୟୋଜନ ହେବ ସିଟି ଫେଷ୍ଟିଭାଲ

ଭୁବନେଶ୍ୱର: ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି FIH ଓଡିଶା ହକି ପୁରୁଷ ବିଶ୍ୱକପ । ଏ ନେଇ ଏବେ ଠାରୁ ହକି ପ୍ରେମିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିିଳିଛି । ସାରା ରାଜ୍ୟରୋ ଆୟୋଜନ ହେବ ସିଟି ଫେଷ୍ଟିଭାଲ । ଏ ନେଇ ସ୍କୁଲ ,କଲେଜରେ ହକି ବିଶ୍ୱକପ୍ର ପ୍ରମୋସନ କରାଯିବ । ଏ ନେଇ ମୁଖ୍ୟ ଶାସନ…
Read More...