Browsing Tag

HIT WAVE

ଆଜିଠୁ ଭୟଙ୍କର ତାତି

ଭୁବନେଶ୍ୱର:ଆଜିରୁ ୨ଦିନ ରାଜ୍ୟରେ ବଢିବ ତାତି ।ଏପ୍ରିଲ ମାସରେ ଏହା ଦ୍ୱିତୀୟ ପର୍ଯ୍ୟୟ ତାତି ହେବାକୁ ହେବାକୁ ଥିବା ବେଳେ ଅନେକ ସ୍ଥାନରେ ଗ୍ରୀଷ୍ନ ଲହରୀ ସୃଷ୍ଟି ହେବ । ଆଜିରୁ ଆରମ୍ଭ ହୋଇ୧୮ ଯାଏ ତାପମାତ୍ର ଅଧିକ ରହିବ ।। ତାତି ବୃଦ୍ଧି ଯୋଗୁଁ କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ…
Read More...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବଢ଼ିପାରେ ଗ୍ରୀଷ୍ମ ପ୍ରବାହ

(ରିିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି ହୋଇଛି । ଆସନ୍ତା ୭ ଦିନ ପର୍ୟ୍ୟନ୍ତ ଅସହ୍ୟ ତାତି ଓ ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ହେବ ସମଗ୍ର ଓଡ଼ିଶା । ତେବେ, ଆଗାମୀ ୫ ଦିନ ପାଇଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବା ସହ ତାତିରୁ…
Read More...