Browsing Tag

Hirakud dam

ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍ : ଓୟୁଏଟି ଛାତ୍ରଙ୍କ ଏପରି କାର୍ଯ୍ୟ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଛି। ଜଣେ ଓୟୁଏଟି ତୃତୀୟ ବର୍ଷର ଛାତ୍ର ଏସବୁ କରିଥିବା ଜଣାପଡିଛି । ଗୋଟିଏ ଆଇଫୋନ ଓ ଡ୍ରୋନ୍ ଜବତ କରିଛି ହୀରାକୁଦ ପୋଲିସ। ଆଜି ଥାନାକୁ ଛାତ୍ର ଜଣଙ୍କୁ ଡକାଇ ପୋଲିସ ତଦନ୍ତ କରିବା। ସାମାଜିକ ଗଣମାଧ୍ୟମରେ…
Read More...

ଆସନ୍ତା ୨୮ ତାରିଖରେ ଖୋଲିବ ହୀରାକୁଦ ଡ୍ୟାମ ଗେଟ୍

ହୀରାକୁଦ :ଖୋଲିବ ହୀରାକୁଦ ଡ୍ୟାମ ଗେଟ୍ । ଆସନ୍ତା ୨୮ ତାରିଖରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହେବ ନିଷ୍କାସନ । ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ହେଉଛି । ଜଳସ୍ତର ବୃଦ୍ଧି ପାଉଥିବାରୁ ହୀରକୁଦ ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେଳ ରବିବାର ହୀରାକୁଦରୁ…
Read More...

ଚଳିତ ବର୍ଷ ହିରାକୁଦରେ ୨୦ ପ୍ରଜାତିର ନୂଆ ପକ୍ଷୀ

ସମ୍ବଲପୁର: ହିରାକୁଦରେ ୨୦ ପ୍ରଜାତିର ନୂଆ ପକ୍ଷୀ । ଚଳିତବର୍ଷ ହୀରାକୁଦକୁ ଆସିଛନ୍ତି ୧୧୩ ପ୍ରଜାତିର ୩ଲକ୍ଷ ୪୨ ହଜାର ପକ୍ଷୀ । ଜଳଭଣ୍ଡାରରେ ପକ୍ଷୀଗଣନା ଶେଷ ପରେ ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଲଫଓ ଅଂଶୁପ୍ରଜ୍ଞା ଦାଶ । ସୂଚନା ଅନୁଯାୟୀ, ଗତବର୍ଷ ୧୦୮ ପ୍ରଜାତିର ୩…
Read More...

ଚଳିତ ବର୍ଷ ପ୍ରଥମ କରି ହୀରକୁଦ ଡ୍ୟାମରେ ସର୍ବୋଚ୍ଚ ଜଳସ୍ତର

ସମ୍ବଲପୁର: ପାଣିରେ ଉବୁଟୁବୁ  ହୀରକୁଦ ଜଳ ଭଣ୍ଡାର । ଚଳିତ ବର୍ଷ ପ୍ରଥମ କରି ହୀରକୁଦ ଡ୍ୟାମ ଅପରାହ୍ନ ୩ଟା ସୁଦ୍ଧା ସର୍ବୋଚ୍ଚ ଜଳସ୍ତର ଛୁଇଁଛି  । ଅପରାହ୍ନ ୩ଟା ସୁଦ୍ଧା ହୀରାକୁଦ ଡ୍ୟାମ ଜଳସ୍ତର ୬୩୦ ଫୁଟ ଛୁଇଁଛି । ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା…
Read More...

ହୀରାକୁଦ ଡ୍ୟାମର ବନ୍ଦ ହେଲା ଆଉ ୪ଟି ଗେଟ୍

ସମ୍ବଲପୁର: ବନ୍ଦ ହେଲା ଆଉ ୪ଟଇ ଗେଟ୍ । ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି । ଏବେ ମୋଟ ୧୦ ଗେଟ ଦେଇ ହୀରାକୁଦ ଡ୍ୟାମରୁ ଚାଲିଛି ଜଳ ନିଷ୍କାସନ । ଉପର ମୁଣ୍ଡରେ ବର୍ଷାର ପରିମାଣ କମିବାରୁ ଖୋଲାଯାଇଥିବା ଗେଟ ଗୁଡିକ ପୁଣି ଥରେ ବନ୍ଦ କରାଯାଉଥିବା କୁହାଯାଉଛି । ଏବେ ୧୦ଟି ଗେଟ…
Read More...

ଖୋଲିଛି ହିରାକୁଦ ଡ୍ୟାମର ଆଉ ୧୦ଟି ଗେଟ୍

ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଗେଟ । । ହିରାକୁଦ ଡ୍ୟାମର ଆଉ୧୦ ଟି ଗେଟ୍ ଖୋଲାଯାଇଛି । ଏବେ ୧୬ ଟି ଗେଟ ଦେଇ ନିଷ୍କାସିତ ହେଉଛି ଜଳ । ପୂର୍ବରୁ ଉପର ମୁଣ୍ଡରେ ବର୍ଷା କମି ଯାଇଥିବା ହେତୁ ସମସ୍ତ ଗେଟ ବନ୍ଦ କରାଯାଇଥିଲା । ଏବେ ପୁଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି…
Read More...

କମୁଛି ହୀରକୁଦକୁ ଜଳ ପ୍ରବାହ : ୪ଟି ଗେଟ ବନ୍ଦ

ସମ୍ବଲପୁର: କମୁଛି ହୀରକୁଦକୁ ଜଳ ପ୍ରବାହ ଫଳରେ ଆଉ ୪ଟି ଗେଟ ବନ୍ଦ କରାଯାଇଛି । ବର୍ତ୍ତମାନ ୧୦ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ । ଉପରମୁଣ୍ଡରେ ପର୍ଷାର ପରିମାଣ କମିବାରୁ କମୁଛି ହୀରକୁଦକୁ ଜଳ ପ୍ରବାହ । ଭତକାଲି ୮ଟି ଗେଟ ବନ୍ଦ କରାଯାଇଥିବା ବେଳେ ଆଜି ଆଉ ୪ଟି ଗେଟ୍ କୁ ବନ୍ଦ…
Read More...

ହୀରାକୁଦକୁ ଜଳ ପ୍ରବାହ କମିବାରୁ ବନ୍ଦ ହେଲା ୮ଟି ଗେଟ୍

ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଡ୍ୟାମର ୮ଟି ଗେଟ୍ । କମୁଛି ହୀରାକୁଦକୁ ଜଳ ପ୍ରବାହ ଫଳରେ ୮ଟି ଗେଟକୁ ବନ୍ଦ କରାଯାଇଛି । ବର୍ତ୍ତମାନ ହିରାକୁଦରେ ୧୪ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ । ଉପରମୁଣ୍ଡରେ ବର୍ଷା କମିବାରୁ ଗେଟ୍ ବନ୍ଦ କରାଯାଇଥିବା କୁହାଯାଉଛି ।
Read More...

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ କିନ୍ତୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେତୁ ତଳି ଅଞ୍ଚଳରେ ପାଣି ପଶିଛି

ଭୁବନେଶ୍ୱର: ବର୍ତ୍ତମାନ ହୀରାକୁଦ ୪ ଲକ୍ଷ ୫୦ ହଜାର କ୍ୟୁସେକ ଇନ ଫ୍ଲୋ ଆଉଟ ଫ୍ଲୋ ୪ ଲକ୍ଷ ୫୫ ହଜାର କ୍ୟୁସେକ ହେଉଛି। ବର୍ତ୍ତମାନ ହୀରାକୁଦରେ ୨୬ ଟି ଗେଟ ଖୋଲା ହୋଇଛି । ମୁଣ୍ଡଳୀରୁ ୭ ଲକ୍ଷ ବନ୍ୟା ଜଳ ପ୍ରଭାବିତ ହେଉଛି । ଆଉ ଦୁଇ ତିନି ଦିନ ଏମିତି ପାଣି ପାସ କରିବ । ତଳି ଅଞ୍ଚଳରେ ପାଣି…
Read More...

ହିରାକୁଦ ଡ୍ୟାମରେ ୨୬ ଗେଟ୍ ଦେଇ ଜଳ ଦିଷ୍କାସନ

ସମ୍ବଲପୁର: ହିରାକୁଦ ଡ୍ୟାମର ଖୋଲିଲା ଆଉ ୪ଟି ଗେଟ । ଉପରମୁଣ୍ଡରେ ପ୍ରବଳ ବର୍ଷା ପାଇଁ ହିରାକୁଦରେ ଖୋଲାଯାଇଛି ଗେଟ ।ଏବେ ମୋଟ ୨୬ ଗେଟ ଦେଇ ଜଳ ଦିଷ୍କାସନ ହେଉଛି । ସ୍ଥିତିକୁ ଦୃଷ୍ଟିରେ ରଖି ଆଗକୁ ଅହୁରି ଗେଟ କୋଲାଜିବ ବୋଲି କୁହାଯାଉଛ । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ୬ଟାରେ…
Read More...