ଅଘୋଷିତ ଏବଂ ବାରମ୍ଵାର ବିଦ୍ୟୁତ କାଟ ପ୍ରତିବାଦରେ ଦାବିପତ୍ର
ହିଞ୍ଜିଳିକାଟୁ: ଅଘୋଷିତ ଏବଂ ବାରମ୍ଵାର ବିଦ୍ୟୁତ କାଟ ପ୍ରତିବାଦରେ ଆଜି ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ହିଞ୍ଜିଳିକାଟୁ ଆଞ୍ଚଳିକ କମିଟି ପକ୍ଷରୁ ପରିବା ବଜାର ଛକ ନିକଟରେ ଏକ ବିକ୍ଷୋଭ ସମେତ ବିଭାଗୀୟ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଥାଉକି ହିଞ୍ଜିଳିକାଟୁ ସହରରେରେ…
Read More...
Read More...