Browsing Tag

Hinjilikatu

ହିଂଜିଲିକାଟୁ ମାଣିକ ନଗର ଛକ ନିକଟରେ ଦୁର୍ଘଟଣା

ହିଞ୍ଜିଳିକାଟୁ(ରଜନୀକାନ୍ତ ପାତ୍ର):ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ମାଣିକ ନଗର ଛକରେ ଗତକାଲି ସନ୍ଧ୍ୟା ୬ ଟା ସମୟରେ ଏକ ଦୁର୍ଘଟଣା ଘଟିଛି। ସିଳ୍କ ସିଟି ବସ ଟି ବ୍ରହ୍ମପୁର ଠାରୁ ରାଉରକେଲା ଯିବା ସମୟରେ ଦୁର୍ଘଟଣା ଘଟିଛି।ଏହି ଦୁର୍ଘଟଣାରେ ହିଂଜିଲିକାଟୁର ଅତୁଲ କୁମାର ସ୍ୱାଇଁ, ପ୍ରଭୁଦତ୍ତ…
Read More...

ଭିଜିଲାନ୍ସ ପଞ୍ଝାରେ ତହସିଲ କାର୍ଯ୍ୟାଳୟର ରେଭେନ୍ୟୁ ଆସିଷ୍ଟାଣ୍ଟ

ହିଞ୍ଜିଳି କାଟୁ / ରଜନୀକାନ୍ତ ପାତ୍ର: ଭିଜିଲାନ୍ସ ପଞ୍ଝାରେ ତହସିଲ କାର୍ଯ୍ୟାଳୟର ରେଭେନ୍ୟୁ ଆସିଷ୍ଟାଣ୍ଟ । ଗଂଜାମ ଜିଲ୍ଲା ହିଞ୍ଜିଳି କାଟୁ ର ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ଏନ ଜଗଦୀଶ ରାଓ ଭିଜଲାନ୍ସ ହାତରେ ଗିରଫ ହୋଇଛନ୍ତି । ଲାଞ୍ଚ ନେବା ମହଙ୍ଗା ପଡିଲା କିରାଣୀ ବାବୁଙ୍କୁ । ଜଣେ…
Read More...

ନନ୍ଦିକ ଗ୍ରାମରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ହିଞ୍ଜିଳି କାଟୁ / (ରଜନୀକାନ୍ତ) :-ପାତ୍ରଲୋକଙ୍କ ବୟସ ବଢିଲେ ଆଖିରେ ପରଳ ପଡିବା ସହିତ ବିଭିନ୍ନ ପ୍ରକାର ସମସ୍ୟା ଆଖିରେ ଦେଖା ଯାଇଥାଏ।କିନ୍ତୁ ଅନେକ ଲୋକ ଅର୍ଥ ଅଭାବରୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ସମସ୍ତେ ମେଡିକାଲ ଯାଇ ଚିକିତ୍ସା ହୋଇ ଯାଇ ପାରୁ ନାହାଁନ୍ତି।ଏହାକୁ ଦୃଷ୍ଟିରେ ରଖି…
Read More...

ଭାରସାମ୍ୟ ହରାଇ ଓଲଟିଲା ବସ୍; ଅଳ୍ପକେ ବର୍ତ୍ତିଲେ ଲୋକେ

ହିଞ୍ଜିଳିକାଟୁ: ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତଲେ ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି :ଗଞ୍ଜାମ ଜିଲ୍ଲା ବୁଗୁଡା ନିକଟସ୍ତ ପାଙ୍ଗିଡି ଗାଁ ନିକଟରେ । ବୁଗୁଡା ଠାରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ବାପାଙ୍ଗି ନାମକ ଏକ ଘରୋଇ ବସ୍ ନିଜେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇ ବିଲ…
Read More...

ମୃତକଙ୍କ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ପ୍ରଦାନ

ହିଞ୍ଜିଳି କାଟୁ /ରଜନୀକାନ୍ତ ପାତ୍ର : ମୃତକଙ୍କ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ପ୍ରଦାନ। ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁରେ ଗତ ୩୧ତାରିଖରେ ଜଗନ୍ନାଥ ପଟ୍ଟନାୟକ (୩୫) ନାମକ ଯୁବକଙ୍କ ଅଚାନକ ମୃତ୍ୟୁ ହୋଇଥିଲା। ସୂଚନା ଯୋଗ୍ୟ ଯେ ନିଜ ଫଳ  ଦୋକାନରେ କାମ କରୁଥିବା ସମୟରେ…
Read More...

ହିଂଜିଳିକାଟୁ ଗସ୍ତରେ ୩୮ ଯୁବ IAS

ହିଞ୍ଜିଳି କାଟୁ/ରଜନୀକାନ୍ତ ପାତ୍ର : ଭାରତୀୟ ପ୍ରଶାସନିକ ସେବା ଏବଂ ରୟାଲ ଭୁଟାନ୍ ସିଭିଲ ସର୍ଭିସର ୨୦୨୧ ବ୍ୟାଚ୍ ଅଧିକାରୀ ଗଣ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ ହୋଇଥିଲେ । ଏଠାରେ ପ୍ରକାଶ…
Read More...

ସ୍ୱତନ୍ତ୍ର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ହିଞ୍ଜିଳି କାଟୁ /ରଜନୀକାନ୍ତ ପାତ୍ର : ସ୍ୱତନ୍ତ୍ର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ।  ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ବ୍ଳକ କାର୍ଯ୍ୟାଳୟ ସଭା ଗୃହରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରସ୍ବତୀ ସେଠିଙ୍କ ସଭାପତିତ୍ବରେ ଏବଂ ବିଡ଼ିଓ ଶ୍ରୀ ସୁବ୍ରତ ଜେନାଙ୍କ ଅଧ୍ୟକ୍ଷତାରେ  ନବ ନିର୍ବାଚିତ ପଞ୍ଚାୟତ…
Read More...

ସାଢ଼େ ୪ମାସ ପରେ ପୋଲିସ ଫେରାଇଲା ସୁନା

ହିଞ୍ଜିଳି କାଟୁ/ରଜନୀକାନ୍ତ ପାତ୍ର : ୪ମାସ ପରେ ଫେରିପାରିଲେ ସୁନା ।ଚୋରୀ ହୋିଥିବା ସୁନାକୁ ଫେରାଇଳେ ପୋଲିସ । ସୂଚନା ଅନୁସାରେ, ଚୋରି ହୋଇଥିବା ସୁନାକୁ ଲୁଟେରାଙ୍କ ଠାରୁ ଠାବକରି ଦୀର୍ଘ ସାଢ଼େ ୪ମାସ ପରେ ସୁନା ଫେରାଇଲେ ପରିବାରଙ୍କୁ। ବ୍ରହ୍ମପୁର ଗୋପାଳପୁର ଥାନା ପୁଲିସ ୪ ଜଣିଆ ଡକାୟତ…
Read More...

ଦୁଇ ବାଇକ ଲୁଟେରା  ଅଟକ

ହିଞ୍ଜିଳିକାଟୁ : ହିଞ୍ଜିଳି ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ସନ୍ଦେହ ଘେରରେ ଦ୍ରୁତଗତିରେ ଯାଉଥିବା ଦୁଇ ବାଇକ୍ ଲୁଟେରାଙ୍କୁ ଅଟକ ରଖି ପଚରା ଉଚରା କରିବାସହ ତାଙ୍କଠାରୁ ତିନୋଟି ବାଇକ୍ ଉଦ୍ଧାର କରିଥିବା ସୂଚନା ମିଳିଛି । ଉଭୟ ଅଭିଯୁକ୍ତ ଏସ୍.କେ ସାମିମ୍ ଗ୍ରାମ -ଅରୁଆଲ୍ , ଥାନା-…
Read More...

ହିଞ୍ଜିଳିକାଟୁ ପୌରକାର୍ଯ୍ୟାଳୟ ଠାରେ ଲକ୍ଷ୍ମୀନୃସିଂହ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ହିଞ୍ଜିଳିକାଟୁ/ ରଜନୀ କାନ୍ତ ପାତ୍ର : ହିଞ୍ଜିଳିକାଟୁ ର ପ୍ରସିଦ୍ଧ ଲକ୍ଷ୍ମୀନୃସିଂହ ଯାତ୍ରା ପାଇଁ  ପୌର ପରିଷଦ ପକ୍ଷରୁ କାର୍ଯ୍ୟାଳୟ ଠାରେ ପୌର ପରିଷଦ ନଗରପାଳ ସୁବାସ ପୋଲାଇ ସଭାପତିତ୍ବ ଅନୁଷ୍ଠିତ ବୈଠକ ରେକାର୍ଯ୍ଯନିର୍ବାହ ଅଧିକାରୀ ମନୋରଞ୍ଜନ ସାହୁ ପରିଚାଳନା କରିଥିଲେ ।  ବୈଠକ ରେ…
Read More...