Browsing Tag

Hinjilikatu

ଭିଜିଲାନ୍ସ ଜାଳରେ ଭଂଜନଗରର କ୍ଷୁଦ୍ର ଜଳସେଚନ ବିଭାଗର ସରକାରୀ ଯନ୍ତ୍ରୀ

ହିଞ୍ଜିଳୁକାଟୁ: ଭିଜିଲାନ୍ସ ଜାଳରେ ସରକାରୀ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କ୍ଷୁଦ୍ର ଜଳସେଚନ ବିଭାଗର ଏମ୍ଆଇ ଡିଭିଜନ୍ କାର୍ତ୍ତିକେଶ୍ୱର ରାଉଳ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ଅନୁସାରେ, ଓଡିଶା ଭିଜିଲାନ୍ସ କାର୍ଯ୍ୟାଳୟର ପରାମର୍ଶ କ୍ରମେ ୫ ଜଣ ଡିଏସପିଙ୍କ…
Read More...

ବିଜେଡ଼ି ପ୍ରଚାର ଦେଖି ବିରୋଧୀ ଛାନିଆ

ହିଞ୍ଜିଳି କାଟୁ /ରଜନୀକାନ୍ତ ପାତ୍ର: ବିଜେଡ଼ି ଆଗରେ ପିକା ପଡ଼ିଛି ବିଜେପି ଓ କଂଗ୍ରେସ । ପୌର ନିର୍ବାଚନରେ ଜୋରଦାର ପ୍ରଚାର କରୁଛି ବିଜେଡ଼ି । ହିଂଜିଳିକାଟୁରେ ମଧ୍ୟ ବିଜୁଜନତା ଦଳର ପ୍ରାର୍ଥୀ ମାନେ ପ୍ରଚାର ମଇଦାନରେ ପ୍ରଚାର କରୁଛନ୍ତି । ବିଜେଡି ତାର ଶତାଧିକ କର୍ମୀ ଓ ନେତାଙ୍କୁ ନେଇ…
Read More...

ପ୍ରଥମ   ରାଷ୍ଟ୍ରୀୟ ଲୋକ ଅଦାଲତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଜେଏମଏଫସି କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ବିଚାରପତି ଦୀପ୍ତିମୟୀ ସାହୁଙ୍କ ତତୁଧାନରେ ଅନୁଷ୍ଠିତ ହୋଇଯାଇଛି । ଲୋକଅଦାଲତରେ ଜେଏମଏଫସି କୋର୍ଟର ୧୧ଟି କେଶର ଫଇସଲା ହୋଇଥିଲା । ହିଞ୍ଜିଳିକାଟୁ ଷ୍ଟେଟବେଙ୍କ ଅଫ ଇଣ୍ଡିଆର ଶାଖା ତରଫରୁ…
Read More...

ବିପଦର ବନ୍ଧୁ, ଓଡ଼ିଶା ସଂଗଠନ

ହିଞ୍ଜଳିକାଟୁ: ବିଭିନ୍ନ ସମୟରେ ସୁବିଧା ଅସୁବିଧାରେ ଲୋକଙ୍କ ବିପଦର ବନ୍ଧୁ ଭାବେ ସେବା ଯୋଗାଇ ଆସୁଥିବା ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ "ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନ " ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ରାଳବ…
Read More...

ସ୍ୱରର ସାମ୍ରାଜ୍ଞି ଲତାଜିଙ୍କ ଉଦେଶ୍ୟରେ ଶୋକ ସଭା

ହିଂଜିଲିକାଟୁ/ରଜିନୀକାନ୍ତ ପାତ୍ର :- ବିଗତ ୭ ଦଶନ୍ଧିରୁ ଉଦ୍ଧ୍ୱର୍ ସମୟ ଧରି ସ୍ୱର ଜଗତରେ କୋକିଲା କଣ୍ଠ ରୂପେ ପରିଚିତ ଥିଲେ । ପବିତ୍ର ବସନ୍ତ ପଞ୍ଚମୀରେ ଇହ ଜଗତରୁ ବିଦାୟ ନେଲେ,ଏ ସୃଷ୍ଟି ଚିର ଦିନ ମନେ ରଖିବ ଏଭଳି ଏକ ଅଦ୍ଵିତୀୟ ବ୍ୟକ୍ତିତ୍ୱ । ସ୍ଥାନୀୟ ଲଷ୍ମୀ ନୃସିଂହ କଲା ମନ୍ଦିର…
Read More...