Browsing Tag

Hinjilikatu

ହିଞ୍ଜିଳିକାଟୁରେ କୋର୍ଟର ସିଭିଲ୍ ଜଜ୍ ସିନିୟର ଡିଭିଜନର ଉଦଘାଟନ କଲେ ଓଡିଶା ହାଇକୋର୍ଟର ପ୍ରଧାନ ବିଚାରପତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତଥା ଓଡିଶା ହାଇକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍ ମୁରଲିଧର ଆଜି ଭିର୍ଚୁଆଲ୍ ପ୍ଲାଟଫର୍ମରେ ହିଞ୍ଜିଳିକାଟୁରେ କୋର୍ଟର ସିଭିଲ୍ ଜଜ୍ ସିନିୟର ଡିଭିଜନର ଉଦଘାଟନ କରିଛନ୍ତି । ଏହି କାର୍ୟ୍ୟକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ…
Read More...

ରୁଷିକୁଲ୍ୟା ଜଳସେଚନ ପ୍ରକଳ୍ପର କରନାଳ ପାଣିପଚାଁୟତ ନିର୍ବାଚନ

ହିଞ୍ଜିଳିକାଟୁ : ରିଷିକୁଲ୍ୟା ଜଳସେଚନ ପ୍ରଣାଳୀ ଅନ୍ତର୍ଗତ ୬ ନମ୍ବର କରନାଳ ନିର୍ବାହୀ କମିଟି ସଭାପତି ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି । ସରିତାରାଣୀ ପଟ୍ଟନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ହିଞ୍ଜିଳିକାଟୁ ଜଳସେଚନ ଉପବିଭାଜନ ସହକାରୀ…
Read More...

ସମସ୍ୟାର ସମାଧାନ ଦାବିରେ ହିଞ୍ଜିଳିକାଟୁ ବ୍ଲକସ୍ତରୀୟ ଗଣ ବିକ୍ଷୋଭ

ଗଞ୍ଜାମ / (ରଜନୀ କାନ୍ତ ପାତ୍ର ): ବିଭିନ୍ନ ଜ୍ୱଳନ୍ତ ସମସ୍ୟାର ସମାଧାନ ଦାବିରେ ଆଜି ହିଞ୍ଜିଳିକାଟୁ ବ୍ଲକରୁ ଏକ ଶୋଭାଯାତ୍ରକ୍ଷ ହିଞ୍ଜିଳିକାଟୁ ବଇଁଚ ବଣିଆ ଠାରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ହେବା ସହ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ୧୧ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରଯାଇଛି ।…
Read More...

ହିଞ୍ଜିଳିକାଟୁ ନୃତ୍ୟମ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଗଞ୍ଜାମ / ରଜନୀକାନ୍ତ ପାତ୍ର: ହିଞ୍ଜିଳିକାଟୁ ନୃତ୍ୟମ ଅନୁଷ୍ଠାନ ପକ୍ଷରୁ ସମ୍ୱର୍ଦ୍ଧନା ଉଶ୍ଚବ ଅନୁଷ୍ଠିତ ହୋଇଯାଇଛି । ଏହି  କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ହିଞ୍ଜିଳିକାଟୁ ପୌର ଅଧ୍ୟକ୍ଷ ସୁବାସ ପୋଲାଇ ସମ୍ମାନିତ ଅତିଥି ଭାବେ ଗୁରୁ ଉମା ଆଚାରି ପୌର ଉପାଧ୍ୟକ୍ଷ ସୁଚିତ୍ରା ପଣ୍ଡା…
Read More...

ବୀରପୁତ୍ରମାନଙ୍କ ଅବଦାନ ସମ୍ପର୍କରେ ଅବଗତ ପାଇଁ ପ୍ରସ୍ତୁତି ବୈଠକ

ହିଞ୍ଜିଳି କାଟୁ / ରଜନୀକାନ୍ତ ପାତ୍ର : ହିଂଜିଲିରେ ଅହିଂସା ରଥ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମହାତ୍ମାଙ୍କ ବାର୍ତ୍ତା ସହ ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ମହାନ୍‌ ଅବଦାନ ସମ୍ପର୍କରେ ସୂଚନା ଦେଉଥିବା ଏହି ରଥ ସମସ୍ତ ଜିଲା ପରିକ୍ରମା କରିବାର କାର୍ଯ୍ୟକ୍ରମ କରାଯାଇଛି ।…
Read More...

ଗଣେଶ ମୂର୍ତ୍ତି ଭସାଣୀକୁ ନେଇ ଦୁଇ ସାହି  ମଧ୍ୟରେ ଗଣ୍ଡଗୋଳ

ହିଞ୍ଜିଳିକାଟୁ : ଗଣେଶ ମୂର୍ତ୍ତି ଭସାଣୀକୁ ନେଇ ଦୁଇ ସାହି  ମଧ୍ୟରେ ଗଣ୍ଡଗୋଳ। ଏ ଭଳି  ଘଟଣା ଦେଖିବାକୁ ମିଳିଛି ହିଞ୍ଜିଳି ଥାନା ଅନ୍ତର୍ଗତ ବୁରୁପଡ଼ା ଗ୍ରାମରେ ଗଣେଶ ମୂର୍ତ୍ତି ଭସାଣୀକୁ ନେଇ କାଳି ମନ୍ଦିର ସାହି ଧୋବା ସମୁଦାୟ ଓ ଗ୍ରାମ ଦେବତୀ ସାହି ମଧ୍ୟରେ। ସୂଚନାନୁସାରେ , ଦୁଇ ସାହି…
Read More...

ଆସିକା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଅବିନାଶ ମୁନୀ

ହିଞ୍ଜିଳି କାଟୁ/ରଜନୀକାନ୍ତ ପାତ୍ର : ତିନିଦିନ ଧରି ବ୍ରହ୍ମପୁରରେ ଚାଲିଥିବା ବେଡ଼ମିଣ୍ଟନ ଚମ୍ପିୟାନସିପ ୨୦୨୨ ରେ ଆସିକା ପାଇଁ ଗୌରବ ଆଣିଛନ୍ତି ଅବିନାଶ ମୁନୀ। ବାଳକ ଦଳରେ ୧୭ ବର୍ଷ ବର୍ଗରେ ସିଙ୍ଗଲସ ଓ ଡ଼ବଲସରେ ଚମ୍ପିୟାନ ହୋଇ ଏହି କୃତିତ୍ବ ହାସଲ କରିଛନ୍ତି।ଏପରିକି ସେ ଓଡିଶା…
Read More...

ହିଂଜିଲିକାଟୁ ମାଣିକ ନଗର ଛକ ନିକଟରେ ଦୁର୍ଘଟଣା

ହିଞ୍ଜିଳିକାଟୁ(ରଜନୀକାନ୍ତ ପାତ୍ର):ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ମାଣିକ ନଗର ଛକରେ ଗତକାଲି ସନ୍ଧ୍ୟା ୬ ଟା ସମୟରେ ଏକ ଦୁର୍ଘଟଣା ଘଟିଛି। ସିଳ୍କ ସିଟି ବସ ଟି ବ୍ରହ୍ମପୁର ଠାରୁ ରାଉରକେଲା ଯିବା ସମୟରେ ଦୁର୍ଘଟଣା ଘଟିଛି।ଏହି ଦୁର୍ଘଟଣାରେ ହିଂଜିଲିକାଟୁର ଅତୁଲ କୁମାର ସ୍ୱାଇଁ, ପ୍ରଭୁଦତ୍ତ…
Read More...

ଭିଜିଲାନ୍ସ ପଞ୍ଝାରେ ତହସିଲ କାର୍ଯ୍ୟାଳୟର ରେଭେନ୍ୟୁ ଆସିଷ୍ଟାଣ୍ଟ

ହିଞ୍ଜିଳି କାଟୁ / ରଜନୀକାନ୍ତ ପାତ୍ର: ଭିଜିଲାନ୍ସ ପଞ୍ଝାରେ ତହସିଲ କାର୍ଯ୍ୟାଳୟର ରେଭେନ୍ୟୁ ଆସିଷ୍ଟାଣ୍ଟ । ଗଂଜାମ ଜିଲ୍ଲା ହିଞ୍ଜିଳି କାଟୁ ର ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ଏନ ଜଗଦୀଶ ରାଓ ଭିଜଲାନ୍ସ ହାତରେ ଗିରଫ ହୋଇଛନ୍ତି । ଲାଞ୍ଚ ନେବା ମହଙ୍ଗା ପଡିଲା କିରାଣୀ ବାବୁଙ୍କୁ । ଜଣେ…
Read More...

ନନ୍ଦିକ ଗ୍ରାମରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ହିଞ୍ଜିଳି କାଟୁ / (ରଜନୀକାନ୍ତ) :-ପାତ୍ରଲୋକଙ୍କ ବୟସ ବଢିଲେ ଆଖିରେ ପରଳ ପଡିବା ସହିତ ବିଭିନ୍ନ ପ୍ରକାର ସମସ୍ୟା ଆଖିରେ ଦେଖା ଯାଇଥାଏ।କିନ୍ତୁ ଅନେକ ଲୋକ ଅର୍ଥ ଅଭାବରୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ସମସ୍ତେ ମେଡିକାଲ ଯାଇ ଚିକିତ୍ସା ହୋଇ ଯାଇ ପାରୁ ନାହାଁନ୍ତି।ଏହାକୁ ଦୃଷ୍ଟିରେ ରଖି…
Read More...