ସ୍କାଉଟ ଓ ଗାଇଡ୍ସର ଦୀକ୍ଷା ଗ୍ରହଣ ଉତ୍ସବ
ହିଞ୍ଜିଳି/ରଜନୀକାନ୍ତ ପାତ୍ର: ଆର୍ମି ପବ୍ଲିକ ସ୍କୁଲ ଗୋପାଳପୁର ପରିସରରେ ବୁଧବାର ଭାରତ ସ୍କାଉଟ୍ ଓ ଗାଇଡ୍ସ ପକ୍ଷରୁ ଦୀକ୍ଷା ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନୁଷ୍ଠିତ ଉତ୍ସବରେ ୧୬ ଜଣ…
Read More...
Read More...