Browsing Tag

hinjili

ଟେଲିଫୋନ ଟାୱାର ବ୍ୟାଟେରି ଚୋରି ଘଟଣାରେ ୪ ଅଭିଯୁକ୍ତ ଗିରଫ

ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର: ଟେଲିଫୋନ ଟାୱାର ବ୍ୟାଟେରି ଚୋରି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ସୂଚନା ଅନୁଯାୟୀ, ହିଂଜିଳି ଥାନା ରାମଚନ୍ଦ୍ର ପୁରୁଗ୍ରାମ ନିକଟସ୍ଥଏକ ଟେଲି ଫୋନ ଟାୱାର ରୁ ୨୪ ତାରିଖ ବିଳମ୍ବ ରାତ୍ରିରେ ବ୍ୟାଟେରି ଚୋରୀ ହୋଇଥିଲା । ଏନେଇ ବିଶ୍ଵନାଥ…
Read More...

ହିଂଜିଳିକାଟୁ ମ୍ୟୁନିସପାଲଟିର ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟ ଜୁନିୟର ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମଣ୍ଟେ

ଗଞ୍ଜାମ (ରଜନୀକାନ୍ତ ପାତ୍ର):- ଗଂଜାମ ଜିଲ୍ଲା ହିଂଜିଳିକାଟୁ ମ୍ୟୁନିସପାଲଟିର ଇଣ୍ଡୋର ଷ୍ଟାଡିୟମ ଠାରେ ଆଜି ଠାରୁ ଆରମ୍ଭ ହୋଇଯାଇଛି ଓଡିଶା ରାଜ୍ୟ ଜୁନିୟର ୧୯ବର୍ଷରୁ କମ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମଣ୍ଟେ । ଏହି ଟୁର୍ଣ୍ଣାମଣ୍ଟେ କୁ ଜିଲ୍ଲାପାଳ ଦିବ୍ୟଯ୍ୟୋତି ପରିଡା ବିଧିବଦ୍ଧ ଭାବେ ଉଦଘାଟନ…
Read More...

ଖେମୁଣ୍ଡିଖୋଲ ରାସ୍ତାରୁ ୧୫ ଫୁଟ ତଳକୁ ଖସି ବାଇକ ଆରୋହୀଙ୍କ ମୃତ୍ୟୁ

ହିଞ୍ଜିଳି;( ରଜନୀକାନ୍ତ ପାତ୍ର):-ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଗୋବିନ୍ଦପୁର ନିକଟ ଖେମୁଣ୍ଡିଖୋଲ ରାସ୍ତାରୁ ୧୫ଫୁଟ ତଳକୁ ଖସିଲା ବାଇକ । ବାଇକ ଚାଳକ ମୃତ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ଉଦ୍ଧାର କରି ଦିଗପହଣ୍ଡି ମେଡିକାଲକୁ ସ୍ଥାନାନ୍ତର କରାଇଛନ୍ତି । ବାଇକ ଚାଳକ…
Read More...

ପ୍ରଭାତ ହେଲେ ଗଞ୍ଜାମ ଜିଲ୍ଲା ବିଜେଡ଼ି ଯୁବ ସାଧାରଣ ସମ୍ପାଦକ

ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ମ୍ୟୁନିସିପାଲିଟିର ଘରେ ଘରେ ପରିଚିତ ଯୁବ ଚେହେରା ତଥା ୱାର୍ଡ ନଂ ୨୦ର ଅଧିବାସୀ ହେଉଛନ୍ତି ପ୍ରଭାତ ମହାରଣା।ପ୍ରଭାତ ଗଞ୍ଜାମ ଜିଲ୍ଲାର ଜଣେ ଜଣାଶୁଣା ନାମ।ସେ ପିଲାଟି ଦିନରୁ ସମାଜସେବାରେ ମନୋନିବେଶ କରି ସରକାର,ପ୍ରଶାସକ ତଥା ଗୁରୁଜନଙ୍କ ନିକଟରୁ ସାଧୁବାଦ…
Read More...

ହିଞ୍ଜିଳିକାଟୁ କୋର୍ଟର ୧୩ତମ ପ୍ରତିଷ୍ଠା ଦିବସ ପାଳିତ

ଗଞ୍ଜାମ/ରଜନୀକାନ୍ତ ପାତ୍ର: ହିଞ୍ଜିଳିକାଟୁ ଜେଏମଏଫସି କୋର୍ଟର ୧୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହା ଓକିଲ ସଙ୍ଘ କାର୍ଯ୍ୟାଳୟ ପରିସରରେ ସଙ୍ଘ ସଭାପତି ଦ୍ୟୁତିକୃଷ୍ଣ ସାବତଙ୍କ ପୌରହିତରେ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ରୂପେ ସବ ଜର୍ଜ ଅବକାଶ ଚୌଧୁରୀ, ସଂମାନିତ ଅତିଥି ରୂପେ…
Read More...

ଫିଲ୍ମ ‘ଅଦ୍ୱିତୀୟ’ର ନିର୍ମାତାଙ୍କୁ ସମ୍ୱର୍ଦ୍ଧିତ କଲେ ରାଜ୍ୟପାଳ

ଗଞ୍ଜାମ/ରଜନୀକାନ୍ତ ପାତ୍ର : ଗୁରୁ କ୍ରୀଷ୍ଣା ଡିକେ ଓ ସୀମାଞ୍ଚଳଙ୍କୁ ସମ୍ୱର୍ଦ୍ଧିତ କଲେ ରାଜ୍ୟପାଳ | ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଗଞ୍ଜାମ ଜିଲ୍ଲା ହିଂଜିଳି କାଟୁର ଫିଲ୍ମ 'ଅଦ୍ୱିତୀୟ'ର ନିର୍ମାତାଙ୍କୁ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ସମ୍ୱର୍ଦ୍ଧିତ କରିଛନ୍ତି । ପ୍ରକାଶ ଥାଉ କି,…
Read More...

ମୋ ଘର ଯୋଜନାର ସଫଳ ରୂପାୟନ ପାଇଁ ଆରମ୍ଭ ହେଲା ସଚେତନତା କର୍ମଶାଳା

ଗଞ୍ଜାମ /ରଜନୀକାନ୍ତ ପାତ୍ର: ରାଜ୍ୟରେ ଥିବା ଗରିବ ଓ ନିମ୍ନ ମଧ୍ୟବିତ ଲୋକଙ୍କ କୋଠା ଘର ସ୍ୱପ୍ନକୁ ସାକାର କରିବା ପାଇଁ ଓଡିଶା ସରକାର ମୋ ଘର ନାମକ ଏକ ଯୋଜନା ଆରମ୍ଭ କରିଛନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲା  ହିଂଜିଲିକାଟୁ ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓ ସୁବ୍ରତ କୁମାର ଜେନାଙ୍କ…
Read More...

ଯୁବ ସମାଜସେବୀ ବିଦେଶୀଙ୍କୁ ସହାୟତାର ହାତ ବଢେ଼ଇଲା ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ୍ କଇଠ ସାହି ଗ୍ରାମର ସଞ୍ଜୟ ପ୍ରଧାନଙ୍କ ବଡ଼ ପୁଅ ବିଦେଶୀ ପ୍ରଧାନ । ସେ ଗୋପବନ୍ଧୁ ଚାରି ଟେବୁଲ୍ ଟ୍ରଷ୍ଟର ଜଣେ ଆଗଧାଡିର ସ୍ବେଚ୍ଛାସେବୀ । ଦିନ ଥିଲା ଯିଏ ଅସହାୟ ଦୁଃଖି ଦରିଦ୍ରଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅହରହ ପ୍ରୟାସ କରୁଥିଲେ ।…
Read More...

ହତ୍ୟାକାରୀ ଗୋପାଳର ବଡ ଭାଇକୁ ଉଠାଇନେଲା କ୍ରାଇମବ୍ରାଞ୍ଚ ଟିମ୍‌

ଜଳେଶ୍ୱର : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ ଏଏସଆଇ ଗୋପାଳ ଦାସର ବଡ ଭାଇକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ ଟିମ୍‌ । ଗଞ୍ଜାମ ଜଳେଶ୍ୱରଖଣ୍ଡି ସ୍ଥିତ ବାସଭବନରୁ ଉଠାଇନେଲା କ୍ରାଇମବ୍ରାଞ୍ଚ । ଆଜି ଗୋପାଳଙ୍କ ଘରେ ହେଉଥିଲା ଛାନଭିନ । କ୍ରାଇମବ୍ରାଞ୍ଚର ଏକ ଟିମ ଗୋପାଳର ବଡ ଭାଇଙ୍କ…
Read More...

ଗୋଷ୍ଠୀ ସଂଘର୍ଷର କରୁଣ ପରିଣତି : ଜଣେ ମୃତ, ଦୁଇ ଗୁରୁତର

ଗଞ୍ଜାମ/ରଜନୀକାନ୍ତ ପାତ୍ର : ସର୍ଵ ସମ୍ମୁଖରେ ହଣାମରା। ଗୋଟାଏ ଗୋଷ୍ଠୀର ଜଣେ ମୃତ,ଦୁଇଜଣ ଗୁରୁତର ଆହତ । ଘଟଣା ଘଟିଛି ପାତ୍ରପୁର ବ୍ଲକ ଜରଡ଼ା ଥାନା ସାମନ୍ତିଆପଲ୍ଲୀ ପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖରେ। ମୃତକ ହେଲେ ଏମ ରାମା ରାଓ,ଗୁରୁତର ଦୁଇଜଣ ହେଲେ ଏମ କ୍ରୀଷ୍ଣା ଏବଂ ଏମ ନର୍ସୟା। ଗୋଷ୍ଠୀ…
Read More...