Browsing Tag

hindol

ହାତୀ ଆକ୍ରମଣର ଶିକାର ଚୈତନ୍ୟ ନାଏକ

ହିନ୍ଦୋଳ : ହିନ୍ଦୋଳ ବନାଞ୍ଚଳ କର୍ଣପୁର ବିଟ ଅଧିନସ୍ଥ ବରଡାପାଳ ଗ୍ରାମ ହରିଜନ ସାହିର ଚୈତନ୍ୟ ନାଏକ ଆଜି ସକାଳ ୬:୩୦ ସମୟରେ ଗ୍ରାମର ନିକଟସ୍ଥ ପଖରେ ଥିବା ଏକ ନାଳକୁ ଶୌଚ ନିମନ୍ତେ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି। ମୃତ ଚୈତନ୍ୟଙ୍କ ବୟସ ୫୫ ବର୍ଷ ହୋଇଥିବା ବେଳେ…
Read More...

ଭିଜିଲାନ୍ସ ଜାଲରେ ହିନ୍ଦୋଳ ବିଇଓ ଶାନ୍ତନୁ ମଲ୍ଲିକ

ହିନ୍ଦୋଳ : ଭିଜିଲାନ୍ସ ଜାଲରେ ହିନ୍ଦୋଳ ବିଇଓ ଶାନ୍ତନୁ ମଲ୍ଲିକ | ଜଣେ ଶିକ୍ଷକଙ୍କ ପାଖରୁ ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ବ୍ଲକ୍ ଶିକ୍ଷା ଅଧିକାରୀ | ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସର ମିଳିତ ଟିମ୍ । ଶାନ୍ତନୁଙ୍କ ଭଡ଼ା ଘରୁ ନଗଦ ୯୧ ହଜାର ଟଙ୍କା ଜବତ କରିଛି…
Read More...