Browsing Tag

highcourt

ହାଇକୋର୍ଟ ଓକିଲଙ୍କୁ କଳା କୋର୍ଟ ଓ ଗାଉନ ମନା

(ରିପୋଟର୍ସ ଟୁଡ/ଭୁବନେଶ୍ୱର): ହାଇକୋର୍ଟ ଓକିଲଙ୍କୁ କଳା କୋର୍ଟ ଓ ଗାଉନ ମନା । ଶୁଣାଣି ସମୟରେ କଳା କୋର୍ଟ ଓ ଗାଉନ ନ ପିନ୍ଧିବାକୁ ହାଇକୋର୍ଟ ଓକିଲଙ୍କୁ ପରାମର୍ଶ ଦେଲେ ମୁଖ୍ୟ ବିଚାରପତି । ତେବେ କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆନଜୀବୀଙ୍କୁ ଏଭଳି ପରାମର୍ଶ ଦିଆଯାଇଛି । ଗତକାଲି…
Read More...

ଲକଡାଉନ ନ ବଢିଲେ ବାତିଲ ହେବ ଖରାଛୁଟି

(ରିପୋଟର୍ସ ଟୁଡେ/କଟକ): ଲକଡାଉନ ନ ବଢିଲେ ବାତିଲ ହେବ କୋର୍ଟ ଖରାଛୁଟି । ମେ ୩ ପରେ ଯଦି ଲକଡାଉନ ନ ବଢେ ତାହାଲେ ଉଭୟ ଓଡିଶା ହାେଇକୋର୍ଟ ଓ ତଳ କୋର୍ଟରେ ଖରାଛୁଟି ବାତିଲ ହେବ । ଏନେଇ ଓଡିଶା ହାଇକୋର୍ଟ ରେଜିଷ୍ଟାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ଓଡିଶା ହାଇକୋର୍ଟ ବାର…
Read More...

ହାଇକୋର୍ଟର ମୁଖ୍ୟ ବିଚାରପତି ବାବେ ସପଥ ନେଲେ ଜଷ୍ଟିସ ରଫିକ୍

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସପଥ ଗ୍ରହଣ କଲେ ଜଷ୍ଟିସ ମହମ୍ମଦ ରଫିକ୍ । ଆଜି ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ ଉତ୍ସବରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟ ଶପଥ ପାଠ କରାଯାଇଛନ୍ତି । ଏହି ସ୍ୱତନ୍ତ୍ର ଉତ୍ସବରେ ହାଇକୋର୍ଟର ସମସ୍ତ…
Read More...

ପଳାତକ ମାନେ ରହିବାର ଏକ ସୁରକ୍ଷିତ ସ୍ଥାନ ହେଉଛି ତିହାର ଜେଲ – ଲଣ୍ଡନ ହାଇକୋର୍ଟ

(ରିପୋର୍ଟସ ଟୁଡ଼େ): ଋଣ ଓ ଅନ୍ୟାନ୍ୟ ଅପରାଧିକ ମାମଲାରେ ଜଡ଼ିତ ଥିବା ବ୍ୟକ୍ତିମାନେ ବ୍ରିଟେନ୍‌ରେ ଆତ୍ମଗୋପନ କରିଥିବା ବେଳେ ସେମାନଙ୍କୁ ଭାରତ ସରକାର ପଳାତକ ଘୋଷଣା କରିଛନ୍ତି। ଏମାନଙ୍କ ମଧ୍ୟରେ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଏବଂ କ୍ରିକେଟ୍‌ରେ ଫିକ୍ସିଂ କରୁଥିବା କୁଖ୍ୟାତ ବୁକି ସଞ୍ଜୀବ…
Read More...