Browsing Tag

highcourt

ଛଅ ସପ୍ତାହ ମଧ୍ୟରେ ଗାଇଡ଼ ଲାଇନ ଆଣିବାକୁ ନିର୍ଦେଶ

ଡିଜେ ସାଉଣ୍ଡ ବ୍ୟବହାର କୁ ନେଇ ସରକାର ଙ୍କ ବଡ ନିଷ୍ପତ୍ତି । ଏହାର ବ୍ୟବହାର କୁ ନେଇ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ତେବେ ୬ ସପ୍ତାହ ମଧ୍ୟରେ ଗାଇଡ଼ ଲାଇନ ଆଣିବା ନେଇ ଜଗତସିଂହପୁର ଏସ ଡ଼ିଏମ ଙ୍କୁ ନିର୍ଦେଶ ଦିଆଯାଇଛି ।ଜଷ୍ଟିସ ଆର୍ .କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ…
Read More...

ବଢିଲା ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଅଡୁଆ, ଖାରଜ ହେଲା ଆବେଦନ

କଟକ; ବଢିଲା ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ  । ବିଷ୍ଣୁପଦଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ  । ୧୦ ଲକ୍ଷ ଲାଞ୍ଚ ଘଟଣାରେ ବିଷ୍ଣୁପଦଙ୍କ ଘରେ ରେଡ୍‌ କରିଥିଲା ସିବିଆଇ  । ଓଡ଼ିଶା ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେସନ ଲାଞ୍ଚ ମାମଲାରେ ରେଡ୍‌ କରିଥିଲା ସିବିଆଇ  । ସିବିଆଇ ରେଡ୍‌କୁ ବିରୋଧ…
Read More...

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଜାରି ରହିଛି

ବ୍ୟୁରୋ-: ଶ୍ରୀମନ୍ଦିର ରତ୍ନଭଣ୍ଡାର କମିସନ ରିପୋର୍ଟ ସାର୍ବଜନୀନ କରିବା ସମ୍ପର୍କିତ ମାମଲାର ଶୁଣାଣି ସୋମବାର ଉଚ୍ଚ ନ୍ୟାୟାଳୟରେ ହୋଇଛି। ଏଥିରେ କୁହାଯାଇଛି ଯେ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଗଠିତ ଜଷ୍ଟିସ୍‌ ରଘୁବୀର ଦାଶ କମିସନଙ୍କ ରିପୋର୍ଟ ବିଧାନସଭା ତଥା କ୍ୟାବିନେଟ୍‌ ବୈଠକରେ…
Read More...

ଅବୈଧ ବିବାହରୁ ଜନ୍ମିତ ପିଲା ସମ୍ପତ୍ତିର ଭାଗ ପାଇବେ

ବ୍ୟୁରୋ-: ଯେଉଁ ପିଲାମାନେ ଅବୈଧ ବା ମାନ୍ୟତା ପାଇ ନଥିବା ବିବାହରୁ ଜନ୍ମ ହୋଇଛନ୍ତି, ସେମାନେ ମଧ୍ୟ ବାପା ମା’ଙ୍କ ସମ୍ପତ୍ତିର ଭାଗ ପାଇବାକୁ ହକଦାର ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି । ଏପରି ବିବାହରୁ ଜନ୍ମିତ ପିଲାମାନଙ୍କୁ ଆଜି ସୁପ୍ରିମକୋର୍ଟ ବୈଧତା ପ୍ରଦାନ କରି ଆଇନଗତ ଅଧିକାର…
Read More...

ବିନା ପ୍ରମାଣରେ ସ୍ତ୍ରୀର ପବିତ୍ରତାକୁ ନେଇ ଭୁଲ୍ ମନ୍ତବ୍ୟ ଦେବେ ନାହିଁ ସ୍ୱାମୀ ; ହାଇକୋର୍ଟ

ବ୍ୟୁରୋ : ନାରୀ ପାଇଁ ପବିତ୍ରତା ହେଉଛି ସବୁଠାରୁ ଦାମୀ ସମ୍ପଦ । ଯଦି ସ୍ୱାମୀ ବିନା ପ୍ରାମାଣିକ ତଥ୍ୟରେ ପତ୍ନୀଙ୍କ ପବିତ୍ରତା ଉପରେ ଆପତ୍ତି ଉଠାଏ ଓ ବ୍ୟଭିଚାର ଅଭିଯୋଗ ଆଣେ । ତେବେ ସେଭଳି ସ୍ୱାମୀଙ୍କ ସହିତ ରହିବା ପାଇଁ ପତ୍ନୀ ମନା କରିବା ସ୍ୱାଭାବିକ ବୋଲି ହାଇକୋର୍ଟ ରାୟ ପ୍ରଦାନ…
Read More...

ଅର୍ଚ୍ଚନା ନାଗଙ୍କ ପ୍ରମୁଖ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟରୁ ଝଟକା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଅର୍ଚ୍ଚନା ନାଗଙ୍କ ପ୍ରମୁଖ ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟରୁ ଝଟକା ମିଳିଛି । ଓକିଲ ଜରିଆରେ ହାଜର ହେବା ନିମନ୍ତେ ଶ୍ରଦ୍ଧାଞ୍ଜଳି କରିଥିବା ଆବେଦନକୁ ଖାରଜ କଲେ କୋର୍ଟ । ଆବେଦନ ଖାରଜ କରିବା ସହ ସିବିଆଇ…
Read More...

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା; ହାଇକୋର୍ଟରୁ ବିଦ୍ୟାଭାରତୀଙ୍କୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ଏବେ ପତ୍ନୀ ବିଦ୍ୟା ଭାରତୀଙ୍କୁ ହାକୋର୍ଟରୁ ଆଶ୍ୱସ୍ଥି ମିଳିଛି । ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ସମେତ ୩ ଜଣଙ୍କ ନାମରେ ଏନବିଡବ୍ଲୁ ଜାରି ହୋଇଥିଲା । ଏନବିଡବ୍ଲୁ ବାହାରିବା ପରେ ବିଦ୍ୟାଭାରତୀଙ୍କ ପାଇଁ…
Read More...

ପରୀ ହତ୍ୟା ମାମଲା: ଅଭିଯୁକ୍ତ ସରୋଜ ସେଠୀଙ୍କୁ ମିଳିଲା ଅନ୍ତରୀଣ ଜାମିନ୍

କଟକ: ପରୀ ହତ୍ୟା ମାମଲାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ମିଳିଲା ଅନ୍ତରୀଣ ଜାମିନ୍ । ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ପରୀ ହତ୍ୟା ମାମଲାର ଅଭିଯୁକ୍ତକୁ ମିଳିଲା ଜାମିନ । ହାଇକୋର୍ଟ ୧୦ ଦିନ ପାଇଁ ସରୋଜକୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ଜାମିନରେ ଯିବା ପୂର୍ବରୁ କଣ ସବୁ ସର୍ତ୍ତ…
Read More...

ବିନା ପ୍ରମାଣରେ ସ୍ୱାମୀଙ୍କୁ କହିପାରିବେନି ମଦ୍ୟପ

ପୁଣେ: ବିନା ପ୍ରମାଣରେ ସ୍ୱାମୀ କୁ କହିପାରିବେନି ମଦ୍ୟପ । ସ୍ୱାମୀଙ୍କୁ ବଦନାମ କରିବା କିମ୍ବା ମଦ୍ୟପ କହିବା ପାଇଁ ପ୍ରମାଣ ଆବଶ୍ୟକ । ବମ୍ବେ ହାଇାକୋର୍ଟ ଏ ନେଇ ୧୨ ଅକ୍ଟୋବର ଦିନ ରାୟ ଦେଇଛନ୍ତି । ପୁଣେ ସହରର ଏକ ପାରିବାରିକ ମାମଲାକୁ ନେଇ ଏପରି ନିଷ୍ପର୍ତ୍ତି ଶୁଣାଇଛି ହାଇକୋର୍ଟ । ଜଣେ…
Read More...

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ଵର ଟୁଡୁଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା

ଭୁବନେଶ୍ୱର: ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ଵର ଟୁଡୁଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ହାଇକୋର୍ଟ । ମାର୍ଚ୍ଚ ୪ରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ସହ ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ…
Read More...