ରାତିର ଅନ୍ଧାରରେ ଶତ୍ରୁକୁ ଟାର୍ଗେଟ କରି ଆକ୍ରମଣ କରିପାରିବେ ଆପାଚି ହେଲିକପ୍ଟର
ନୂଆଦିଲ୍ଲୀ-: ଭାରତ ତା’ର ସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ଯାଉଛି । ଆସନ୍ତା ସପ୍ତାହରେ ଭାରତ ୬ AH-64E ଆପାଚି ଲଢୁଆ ହେଲିକପ୍ଟର ମଧ୍ୟରୁ ପ୍ରଥମ ତିନୋଟି ପାଇବ । ଏହା ଭାରତର ବାୟୁ ପ୍ରତିରକ୍ଷାକୁ ସୁଦୃଢ଼ କରିବ । ବିଶେଷକରି ପାକିସ୍ତାନ ସୀମାରେ ଏହି ହେଲିକପ୍ଟରଗୁଡ଼ିକ ଭାରତୀୟ ସେନାର…
Read More...
Read More...