ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ବିଜୁଳିର ପ୍ରକୋପ
ପାଣିପାଗ: ରାଜ୍ୟରେ ପ୍ରବଳ ବର୍ଷା । ବିଶେଷ ଭାବରେ ଭୁବନେଶ୍ୱର ଓ କଟକରେ ପ୍ରବଳ ମାତ୍ରାରେ ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ବିଜୁଳିର ପ୍ରଭାବ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ପାଣି ଜମିଥିବା ଦେଖିବାକୁ ମିଳିଛି । ସ୍ଥାନେ ସ୍ଥାନେ ଜଳବନ୍ଧୀର ସମସ୍ୟ ମଧ୍ୟ ସୃଷ୍ଟି ହୋଇଛି…
Read More...
Read More...