ବର୍ଷାରେ ଭିଜୁଛି ସାରା ଓଡିଶା
ଲଘୁଚାପ ସକ୍ରିୟ , ବଢ଼ିଲା ବର୍ଷା । ବର୍ଷାରେ ଭିଜୁଛି ସାରା ଓଡିଶା ।ଏହି ସବୁ ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି ।
ଆଜି ସକାଳୁ ସକାଳୁ ପାଗରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ତେବେ ବଙ୍ଗୋପସାଗର ରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବାରେ ଲାଗିଛି…
Read More...
Read More...