Browsing Tag

heavy rain alert

ବଜ୍ରପାତ ସହ ଝଡ଼ବର୍ଷା ସତର୍କତା: ଓଡ଼ିଶାର ୧୪ଟି ଜିଲ୍ଲା ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଜାରି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶାର ୧୪ଟି ଜିଲ୍ଲାରେ ଆଗାମୀ ତିନି ଦିନ ପାଇଁ କାଳବୈଶାଖୀ ବା ଘଡ଼ଘଡ଼ି ସହ ବର୍ଷା ନେଇ 'ୟେଲୋ ୱାର୍ଣ୍ଣିଂ' (ହଳଦିଆ ସତର୍କତା) ଜାରି କରିଛି। ପ୍ରଥମ ଦିନ ପାଇଁ (୩୦ ସେପ୍ଟେମ୍ବର ସକାଳ ୮:୩୦ ପର୍ଯ୍ୟନ୍ତ): ବାଲେଶ୍ୱର, ଭଦ୍ରକ, ଯାଜପୁର,…
Read More...

ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲା ଗୁଡିକରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ଦ୍ୱାରା କୋରାପୁଟ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ…
Read More...