ଦୁର୍ଗମ ଅଞ୍ଚଳରୁ ଭାରରେ ୫ କିଲୋମିଟର ବୋହି ଆଣିଲେ ରୋଗୀଙ୍କୁ
ମାଲକାନଗିରି:- ଦେବଦୂତ ସାଜିଲେ ସ୍ୱାସ୍ଥ୍ୟ ସୁପରଭାଇଜର । ଦୁର୍ଗମ ଅଞ୍ଚଳରୁ ଭାରରେ ୫ କିଲୋମିଟର ବୋହି ଆଣିଲେ ରୋଗୀଙ୍କୁ । ଏପରି ଚିତ୍ର ନଜର ଆସିଥିଲା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ଗାଁରୁ । ଗାଁର ଜଣେ ଅସୁସ୍ଥ ଥିବା ମହିଳାଙ୍କୁ ରାସ୍ତା ଖରାପ ଯୋଗୁଁ ଭାର କରି ବୋହି…
Read More...
Read More...