Browsing Tag

habishyali

ଦିନ ତମାମ ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ଚାଲିଗଲା ହବିଷ୍ୟାଳିଙ୍କ ଜୀବନ

ପୁରୀ : ଚିକିତ୍ସା ଅବହେଳାରୁ ଜଣେ ହବିଷ୍ୟାଳି ଙ୍କ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।ଖବର ନେବାରେ ଜଣାପଡ଼ିଛି ଯେ କଣାସ ଥାନା ଅନ୍ତର୍ଗତ ବେଏଣ୍ଟା ଗ୍ରାମର ରତ୍ନମଣି ମଙ୍ଗରାଜ କାର୍ତ୍ତିକ ବ୍ରତ କରିବା ନିମନ୍ତେ ପୁରୀ ଆସି ବୃନ୍ଦାବତୀ ନିବାସର ୧୦୩ ନମ୍ବର ରୁମ୍ ରେ ରହିଥିଲେ…
Read More...